"ସୋନାଲୀ ବେନ୍ଦ୍ରେ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ added Category:ଜୀବିତ ବ୍ୟକ୍ତି using HotCat |
No edit summary |
||
୧୪ କ ଧାଡ଼ି: | ୧୪ କ ଧାଡ଼ି: | ||
'''ସୋନାଲୀ ବିନ୍ଦ୍ରେ''' (ଜନ୍ମ: ୧ ଜାନୁଆରୀ ୧୯୭୫<ref>{{cite web|url=http://reviews.in.88db.com/index.php/movie/cine-events/14711-sonali-bendre-birthday-bash- |title=Sonali Bendre Birthday Bash |publisher=Reviews.in.88db.com |date= |accessdate=25 April 2017 |deadurl=yes |archiveurl=https://web.archive.org/web/20131004235451/http://reviews.in.88db.com/index.php/movie/cine-events/14711-sonali-bendre-birthday-bash- |archivedate=25 April 2017 }}</ref>) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସୋନାଲୀ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ, ମରାଠୀ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । |

୧୯୯୪ରେ ଆଗ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିବା ସୋନାଲୀ ୨୦୦୧ରେ ହିନ୍ଦୀ କଥାଚିତ୍ର ଜଗତରୁ ବିଦାୟ ନେଇଥିଲେ । ପୁଣିଥରେ ସେ ୨୦୦୯ରେ ଦୂରଦର୍ଶନ କାର୍ଯ୍ୟକ୍ରମକୁ ଫେରିଥିଲେ । |
|||
==ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା== |
|||
ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।<ref>[https://www.youtube.com/watch?v=Q2opGyHKre8 Interview with Sonali Bendre]</ref> ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ '''ଗୋଲ୍ଡି ବେହେଲ'''ଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି ।<ref>{{cite web|title=Sonali Bendre delivers a baby boy|url=http://www.expressindia.com/news/fullstory.php?newsid=52619|publisher=ExpressIndia.com|accessdate=25 April 2017|date=12 August 2015}}</ref> ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା । |
|||
୧୮:୧୦, ୨୫ ଅପ୍ରେଲ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ସୋନାଲୀ ବିନ୍ଦ୍ରେ ବେହେଲ | |
---|---|
ଜନ୍ମ | ସୋନାଲୀ ବିନ୍ଦ୍ରେ ୧ ଜାନୁଆରୀ ୧୯୭୫ |
ବୃତ୍ତି(ସମୂହ) | କଥାଚିତ୍ର ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୧୯୯୪–୨୦୦୧, ୨୦୦୯- ଏବେଯାଏଁ |
ବୈବାହିକ-ସାଥୀ | ଗୋଲ୍ଡି ବେହେଲ (୨୦୦୨-ଏବେଯାଏଁ) |
ସୋନାଲୀ ବିନ୍ଦ୍ରେ (ଜନ୍ମ: ୧ ଜାନୁଆରୀ ୧୯୭୫[୧]) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସୋନାଲୀ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ, ମରାଠୀ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
୧୯୯୪ରେ ଆଗ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିବା ସୋନାଲୀ ୨୦୦୧ରେ ହିନ୍ଦୀ କଥାଚିତ୍ର ଜଗତରୁ ବିଦାୟ ନେଇଥିଲେ । ପୁଣିଥରେ ସେ ୨୦୦୯ରେ ଦୂରଦର୍ଶନ କାର୍ଯ୍ୟକ୍ରମକୁ ଫେରିଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୋଲ୍ଡି ବେହେଲଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି ।[୩] ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା ।
ଆଧାର
- ↑ "Sonali Bendre Birthday Bash". Reviews.in.88db.com. Archived from the original on 25 April 2017. Retrieved 25 April 2017.
{{cite web}}
:|archive-date=
/|archive-url=
timestamp mismatch; 4 ଅକ୍ଟୋବର 2013 suggested (help); Unknown parameter|deadurl=
ignored (|url-status=
suggested) (help) - ↑ Interview with Sonali Bendre
- ↑ "Sonali Bendre delivers a baby boy". ExpressIndia.com. 12 August 2015. Retrieved 25 April 2017.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ସୋନାଲୀ ବେନ୍ଦ୍ରେ