"ମେରୀ କ୍ୟୁରୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
No edit summary |
||
୪୫ କ ଧାଡ଼ି: | ୪୫ କ ଧାଡ଼ି: | ||
}} |
}} |
||
}} |
}} |
||
ମେରୀ କ୍ୟୁରି (୭ ନଭେମ୍ବର ୧୮୬୭ - ୪ ଜୁଲାଇ ୧୯୩୪) ଜଣେ |
ମେରୀ କ୍ୟୁରି (୭ ନଭେମ୍ବର ୧୮୬୭ - ୪ ଜୁଲାଇ ୧୯୩୪) ଜଣେ ଫରାସୀ ଭୌତିକବିଦ ଓ ରସାୟନବିଦ ଥିଲେ । ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି । |
||
ସେ ପ୍ୟାରିସ୍ ବିଶ୍ଵବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଥିଲେ । |
ସେ ପ୍ୟାରିସ୍ ବିଶ୍ଵବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଥିଲେ । |
||
ମେରୀ କ୍ୟୁରି ଵାର୍ସାରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ପୋଲାଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ୧୮୯୧ରେ ୨୪ ବର୍ଷ ବୟସରେ ସେ ଉଚ୍ଚତର ଉପାଧି ପାଇଁ ପ୍ୟାରିସ୍ ଗଲେ । ପରବର୍ତ୍ତି ଗବେଷଣା ମଧ୍ୟ ସେଠାରେ କରିଥିଲେ । ୧୯୦୩ ମସିହାରେ ସେ, ତାଙ୍କ ସ୍ଵାମୀ ପିରେ କ୍ୟୁରି ଏବଂ ହେନ୍ରି ବକେରେଲ୍ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଲେ । କିନ୍ତୁ ୧୯୧୧ ରସାୟନ ନୋବେଲ୍ ପୁରସ୍କାର ମେରୀ କ୍ୟୁରି ଏକକ ଭାବେ ପାଇଥିଲେ । ମେରୀ କ୍ୟୁରି ହେଉଛନ୍ତି ନୋବେଲ୍ ପୁରସ୍କାର ପାଇବାରେ ପ୍ରଥମ ମହିଳା, ଦୁଇଟି କ୍ଷେତ୍ରରେ ନୋବେଲ ପାଇବାରେ ଏକମାତ୍ର ମହିଳା ଓ ଏକାଧିକ ବିଜ୍ଞାନରେ ନୋବେଲ୍ ପାଇବାରେ ଏକମାତ୍ର ବ୍ୟକ୍ତି । |

୧୫:୩୭, ୧୨ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ
Marie Skłodowska Curie | |
---|---|
Born | Maria Salomea Skłodowska ୭ ନଭେମ୍ବର ୧୮୬୭ |
Died | ୪ ଜୁଲାଇ ୧୯୩୪ Passy, Haute-Savoie, France | (ବୟସ ୬୬)
Cause of death | Aplastic anemia |
Citizenship |
|
Spouse | Pierre Curie (1859 – 1906) m. 1895 |
Children |
|
Alma mater |
|
Known for | |
Awards |
|
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Physics, chemistry |
କର୍ମାନୁଷ୍ଠାନ | University of Paris |
ଡକ୍ଟରୀ ଉପଦେଷ୍ଟା | Gabriel Lippmann |
ଡକ୍ଟରୀ ଛାତ୍ର | |
Signature | |
Notes | |
She is the only person to win a Nobel Prize in two different sciences. |
ମେରୀ କ୍ୟୁରି (୭ ନଭେମ୍ବର ୧୮୬୭ - ୪ ଜୁଲାଇ ୧୯୩୪) ଜଣେ ଫରାସୀ ଭୌତିକବିଦ ଓ ରସାୟନବିଦ ଥିଲେ । ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି । ସେ ପ୍ୟାରିସ୍ ବିଶ୍ଵବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଥିଲେ । ମେରୀ କ୍ୟୁରି ଵାର୍ସାରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ପୋଲାଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ୧୮୯୧ରେ ୨୪ ବର୍ଷ ବୟସରେ ସେ ଉଚ୍ଚତର ଉପାଧି ପାଇଁ ପ୍ୟାରିସ୍ ଗଲେ । ପରବର୍ତ୍ତି ଗବେଷଣା ମଧ୍ୟ ସେଠାରେ କରିଥିଲେ । ୧୯୦୩ ମସିହାରେ ସେ, ତାଙ୍କ ସ୍ଵାମୀ ପିରେ କ୍ୟୁରି ଏବଂ ହେନ୍ରି ବକେରେଲ୍ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଲେ । କିନ୍ତୁ ୧୯୧୧ ରସାୟନ ନୋବେଲ୍ ପୁରସ୍କାର ମେରୀ କ୍ୟୁରି ଏକକ ଭାବେ ପାଇଥିଲେ । ମେରୀ କ୍ୟୁରି ହେଉଛନ୍ତି ନୋବେଲ୍ ପୁରସ୍କାର ପାଇବାରେ ପ୍ରଥମ ମହିଳା, ଦୁଇଟି କ୍ଷେତ୍ରରେ ନୋବେଲ ପାଇବାରେ ଏକମାତ୍ର ମହିଳା ଓ ଏକାଧିକ ବିଜ୍ଞାନରେ ନୋବେଲ୍ ପାଇବାରେ ଏକମାତ୍ର ବ୍ୟକ୍ତି ।
ଆଧାର
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;nobelprize
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |