"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଜୀବନୀ ଓ ରଚନାବଳୀ
ଉନ୍ନତି କରଣ
୩୮ କ ଧାଡ଼ି: ୩୮ କ ଧାଡ଼ି:


'''ବୀଣାପାଣି ମହାନ୍ତି''', <ref>{{cite web |url= http://www.orissadiary.com/personality/writer/BINAPANIMOHANTY%20.asp |title=BINAPANI MOHANTY |first= |last=|work=orissadiary.com|quote=Smt. Binapani Mohanty was born on November 11, 1936. |accessdate=8 January 2013}}</ref> ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଆଧୁନିକ ଗାଳ୍ପିକା । ତାଙ୍କ ପୌତୃକ ଗ୍ରାମ ଅବିଭକ୍ତ କଟକ ଜିଲ୍ଲାର ଚାନ୍ଦୋଳ ହୋଇଥିଲେ ମଧ୍ୟ, ସେ [[ବ୍ରହ୍ମପୁର]]ଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଅର୍ଥନୀତି ଅଧ୍ୟାପିକା ।
'''ବୀଣାପାଣି ମହାନ୍ତି''', <ref>{{cite web |url= http://www.orissadiary.com/personality/writer/BINAPANIMOHANTY%20.asp |title=BINAPANI MOHANTY |first= |last=|work=orissadiary.com|quote=Smt. Binapani Mohanty was born on November 11, 1936. |accessdate=8 January 2013}}</ref> ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଆଧୁନିକ ଗାଳ୍ପିକା । ତାଙ୍କ ପୌତୃକ ଗ୍ରାମ ଅବିଭକ୍ତ କଟକ ଜିଲ୍ଲାର ଚାନ୍ଦୋଳ ହୋଇଥିଲେ ମଧ୍ୟ, ସେ [[ବ୍ରହ୍ମପୁର]]ଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଅର୍ଥନୀତି ଅଧ୍ୟାପିକା ।

== ପ୍ରାରମ୍ଭିକ ଜୀବନ==
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡା ନିକଟସ୍ଥ ଚାନ୍ଦୋଳ ଠାରେ ଥିଲା ଓ ତାଙ୍କର ବହୁ ବାଲ୍ୟ ସ୍ମୃତି ଏହି ଗାଁ ସହ ଜଡ଼ିତ । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା। ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ ରେ ଅବସର ଗ୍ରହଣ କରିଥିଲେ । ସେ ସାରା ଜୀବନ ଅବିବାହିତ ରହିଛନ୍ତି । <ref>{{cite web|title=Binapani Mohanty - Sahitya Akademi|url=https://www.google.co.in/url?sa=t&source=web&rct=j&url=http://sahitya-akademi.gov.in/sahitya-akademi/library/meettheauthor/binapani_mohanty.pdf


== ସାହିତ୍ୟ ସର୍ଜନା ==
== ସାହିତ୍ୟ ସର୍ଜନା ==
ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" [[ପ୍ରଜାତନ୍ତ୍ର]] ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ଵୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି [[ବାଲେଶ୍ଵର]] କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି [[ଭୁବନେଶ୍ଵର]]ର ରସୁଲଗଡ଼ ଛକରେ ବସରେ ଯୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।
ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" [[ପ୍ରଜାତନ୍ତ୍ର]] ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ଵୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି [[ବାଲେଶ୍ଵର]] କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି [[ଭୁବନେଶ୍ଵର]]ର ରସୁଲଗଡ଼ ଛକରେ ବସରେ ଯୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା । ତାଙ୍କୁ "କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ" ଗଳ୍ପ ସଙ୍କଳନ ପାଇଁ ୧୯୬୮ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ "ପାଟଦେଇ" ଗଳ୍ପ ସଙ୍କଳନ ପାଇଁ ୧୯୯୦ ରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆ ଯାଇଥିଲା ।

== ରଚନାବଳୀ ==
== ରଚନାବଳୀ ==
=== ଗପ ===
=== ଗପ ===

୧୧:୦୧, ୧୦ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ବୀଣାପାଣି ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1936-11-11) ୧୧ ନଭେମ୍ବର ୧୯୩୬ (ବୟସ ୮୭)
ବ୍ରହ୍ମପୁର, ଗଞ୍ଜାମ
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ନାଗରିକତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)[୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିପାଟଦେଇ
କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
ପୁରସ୍କାରସାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବୀଣାପାଣି ମହାନ୍ତି, [୨] ଜଣେ ଓଡ଼ିଆ ଆଧୁନିକ ଗାଳ୍ପିକା । ତାଙ୍କ ପୌତୃକ ଗ୍ରାମ ଅବିଭକ୍ତ କଟକ ଜିଲ୍ଲାର ଚାନ୍ଦୋଳ ହୋଇଥିଲେ ମଧ୍ୟ, ସେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଅର୍ଥନୀତି ଅଧ୍ୟାପିକା ।

ପ୍ରାରମ୍ଭିକ ଜୀବନ

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡା ନିକଟସ୍ଥ ଚାନ୍ଦୋଳ ଠାରେ ଥିଲା ଓ ତାଙ୍କର ବହୁ ବାଲ୍ୟ ସ୍ମୃତି ଏହି ଗାଁ ସହ ଜଡ଼ିତ । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା। ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ ରେ ଅବସର ଗ୍ରହଣ କରିଥିଲେ । ସେ ସାରା ଜୀବନ ଅବିବାହିତ ରହିଛନ୍ତି । ଆଧାର ଭୁଲ: <ref> ଟ୍ୟାଗ ପାଇଁ ବନ୍ଦକରିବା </ref> ନାହିଁ

ଆଧାର

  1. "Women's Writing". womenswriting.com. Retrieved 8 January 2013. She graduated from Ravenshaw College with a master's degree in economics in 1959
  2. "BINAPANI MOHANTY". orissadiary.com. Retrieved 8 January 2013. Smt. Binapani Mohanty was born on November 11, 1936.
  3. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  4. "ସୃଜନ-ଆଳାପ". ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୨୬,୨୦୧୫-ଜାନୁଆରୀ ୮,୨୦୧୬ ପୃଷ୍ଠା ୭. {{cite news}}: |access-date= requires |url= (help)