"ହାଇପରକ୍ୟାଲସେମିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୧ କ ଧାଡ଼ି: ୨୧ କ ଧାଡ଼ି:
<!-- କାରଣ ଓ ରୋଗ ନିର୍ଣ୍ଣୟ -->
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ପ୍ରାଥମିକ [[ହାଇପରପାରାଥାଇରଏଡିଜ୍ମ]] ବା [[କର୍କଟ ରୋଗ]] ଯୋଗୁ ଅଧିକାଂଶ ହାଇପରକ୍ୟାଲସେମିଆ ହୁଏ ।<ref name=BMJ2015/> ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ [[ସାର୍କଏଡୋସିସ]] ([[:en:sarcoidosis|sarcoidosis]]), [[ଯକ୍ଷ୍ମା]]। [[ପ୍ୟାଜେଟସ ଡିଜିଜ]] ([[:en:Paget disease|Paget disease]]), ଜୀବସାର ଘ ବିଷାକ୍ତ‌ତା ([[:en:vitamin D toxicity|vitamin D toxicity]]), [[ଫ୍ୟାମିଲିଆଲ ହାଇପୋକ୍ୟାଲସିୟୁରିକ ହାଇପରକ୍ୟାଲସେମିଆ]] ([[:en:familial hypocalciuric hypercalcaemia|familial hypocalciuric hypercalcaemia]]) ଓ ଲିଥିଅମ ([[:en:lithium|lithium]]) ତ‌ଥା [[ହାଇଡ୍ରୋକ୍ଲୋରୋଥିଆଜାଇଡ]] ଭଳି କେତେକ ଔଷଧ ଯୋଗୁ ଏହି ଅବସ୍ଥା ଜାତ ହୁଏ ।<ref name=EU2010>{{cite journal|last1=Soar|first1=J|last2=Perkins|first2=GD|last3=Abbas|first3=G|last4=Alfonzo|first4=A|last5=Barelli|first5=A|last6=Bierens|first6=JJ|last7=Brugger|first7=H|last8=Deakin|first8=CD|last9=Dunning|first9=J|last10=Georgiou|first10=M|last11=Handley|first11=AJ|last12=Lockey|first12=DJ|last13=Paal|first13=P|last14=Sandroni|first14=C|last15=Thies|first15=KC|last16=Zideman|first16=DA|last17=Nolan|first17=JP|title=European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution.|journal=Resuscitation|date=October 2010|volume=81|issue=10|pages=1400-33|pmid=20956045}}</ref><ref name=PMH2016/><ref name=BMJ2015/> ଗୋଟିଏ ସପ୍ତାହର ଚିକିତ୍ସା ପରେ କ୍ୟାଲସିଅମ ସ୍ତର ସଠିକ ([[:en:corrected calcium|corrected calcium]]) ହେଲେ ବ ଆୟୋନାଇଜଡ କ୍ୟାଲସିଅମ ([[:en:ionized calcium|ionized calcium]]) ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଏ । <ref name=BMJ2015>{{cite journal|last1=Minisola|first1=S|last2=Pepe|first2=J|last3=Piemonte|first3=S|last4=Cipriani|first4=C|title=The diagnosis and management of hypercalcaemia.|journal=BMJ (Clinical research ed.)|date=2 June 2015|volume=350|pages=h2723|pmid=26037642}}</ref> [[ଇସିଜି]]ରେ ([[:en:electrocardiogram|electrocardiogram]]) ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖାଯାଏ । <ref name=EU2010/>

<!-- ଚିକିତ୍ସା ଓ ରୋଗାନୁଶୀଳନ -->
ଅନ୍ତର୍ନିହିତ କାରଣର ଚିକିତ୍ସା ସ‌ହିତ [[ଶିରାଭ୍ୟନ୍ତର ତରଳ ପଦାର୍ଥ]] ([[:en:intravenous fluids|intravenous fluids]]), [[ଫୁରୋସେମାଇଡ]], [[କ୍ୟାଲସିଟୋନିନ]] ([[:en:calcitonin|calcitonin]]) ବା [[ପାମିଡ୍ରୋନେଟ]] ([[:en:pamidronate|pamidronate]]) ଇତ୍ୟାଦି ଦିଆଯାଏ ।<ref name=EU2010/><ref name=BMJ2015/> ଫୁରୋସେମାଇଡର ଉପକାରୀତାର ବିଶେଷ ପ୍ରମାଣ ମିଳୁନାହିଁ ।<!-- <ref name=BMJ2015/> --> କ୍ୟାଲସିଅମ ସ୍ତର ଅତ୍ୟଧିକ ହୋଇଥିଲେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ ।<!-- <ref name=BMJ2015/> --> ଏହି ଚିକିତ୍ସା ଯୋଗୁ ଉପକାର ନ ମିଳିଲେ [[ହେମୋଡାଏଲିସିସ]] ([[:en:Hemodialysis|Hemodialysis]]) କରାଯାଇପାରେ । <!-- <ref name=BMJ2015/> --> ଜୀବସାର ଘ ଯୋଗୁ ହୋଇଥିଲେ ସ୍ଟିରଏଡ ଆବଶ୍ୟକ ହୁଏ ।<!-- <ref name=BMJ2015/> --> ହାଇପରକ୍ୟାଲସେମିଆ ସାଧାରଣ ଭାବରେ ଦେଖାଯାଏ ।<!-- <ref name=BMJ2015/> --> ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ରୋଗ ପ୍ରତି ଏକ ହଜାର ଲୋକରେ ୧ରୁ୭ ଜଣକୁ ହୁଏ ଓ କର୍କଟ ରୋଗୀଙ୍କ ମଧ୍ୟରୁ ୨.୭% ଜଣକୁ ହାଇପରକ୍ୟାଲସେମିଆ ହୁଏ । <ref name=BMJ2015/>

== ଆଧାର ==
== ଆଧାର ==

୧୧:୫୩, ୧୯ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ହାଇପରକ୍ୟାଲସେମିଆ
ପର୍ଯ୍ୟାୟ ସାରଣୀରେ କ୍ୟାଲସିଅମର ସ୍ଥାନ । Field = Endocrinology
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିendocrinology[*]
ଆଇସିଡ଼ି-୧୦E83.5
ଆଇସିଡ଼ି-୯-ସିଏମ୍275.42
ରୋଗ ଡାଟାବେସ6196
ମେଡ଼ିସିନ-ପ୍ଲସ000365
ଇ-ମେଡ଼ିସିନmed/1068 emerg/260 ped/1062
Patient UKହାଇପରକ୍ୟାଲସେମିଆ
MeSHD006934

ହାଇପରକ୍ୟାଲସେମିଆ (ଇଂରାଜୀ ଭାଷାରେ Hypercalcaemia ବା hypercalcemia) ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) କ୍ୟାଲସିଅମ (calcium) (Ca2+) ମାତ୍ରା ସାଧାରଣ ସ୍ତର ଅପେକ୍ଷା ଅଧିକ ହୋଇଯାଏ ।[୧][୨] କ୍ୟାଲସିଅମର ସାଧାରଣ ସ୍ତର ରକ୍ତରେ ୨.୧ ରୁ ୨.୬ ମିମୋ/ଲି ବା ୮.୮ରୁ ୧୦.୭ ମିଗ୍ରା/ଡେଲି ଥାଏ, ଏହି ସ୍ତର ୪.୩ରୁ ୫.୨ ମିଇକ୍ୟୁ/ଲିରୁ ଅଧିକ ହେଲେ ହାଇପରକ୍ୟାଲସେମିଆ ନାମ ଦିଆଯାଏ ।[୩][୪][୨] ଏହି ମାତ୍ରା ସାମାନ୍ୟ ଅଧିକ ହୋଇଥିଲେ ଓ ଧୀରେ ଧୀରେ ଅଧିକ ହେଉଥିଲେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ । [୨] ଶୀଘ୍ର କ୍ୟାଲସିଅମ ସ୍ତର ବଢ଼ୁଥିଲେ ବା ଅଧିକ ଥିଲେ ଉଦର ଯନ୍ତ୍ରଣା (abdominal pain), ଅସ୍ଥି ଯନ୍ତ୍ରଣା, ଦ୍ୱନ୍ଦ (confusion), ଅବସାଦ (depression), ଦୁର୍ବଳତା, ବୃକ୍‌କ ପଥର ରୋଗ ବା ହୃଦ୍‌ରୋଧ ଭଳି ଅନିୟମିତ ହୃତ୍ ସ୍ପନ୍ଦନ ଇତ୍ୟାଦି ବେମାରୀ ହୋଇପାରେ । [୩][୨]

ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ବା କର୍କଟ ରୋଗ ଯୋଗୁ ଅଧିକାଂଶ ହାଇପରକ୍ୟାଲସେମିଆ ହୁଏ ।[୨] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ସାର୍କଏଡୋସିସ (sarcoidosis), ଯକ୍ଷ୍ମାପ୍ୟାଜେଟସ ଡିଜିଜ (Paget disease), ଜୀବସାର ଘ ବିଷାକ୍ତ‌ତା (vitamin D toxicity), ଫ୍ୟାମିଲିଆଲ ହାଇପୋକ୍ୟାଲସିୟୁରିକ ହାଇପରକ୍ୟାଲସେମିଆ (familial hypocalciuric hypercalcaemia) ଓ ଲିଥିଅମ (lithium) ତ‌ଥା ହାଇଡ୍ରୋକ୍ଲୋରୋଥିଆଜାଇଡ ଭଳି କେତେକ ଔଷଧ ଯୋଗୁ ଏହି ଅବସ୍ଥା ଜାତ ହୁଏ ।[୩][୧][୨] ଗୋଟିଏ ସପ୍ତାହର ଚିକିତ୍ସା ପରେ କ୍ୟାଲସିଅମ ସ୍ତର ସଠିକ (corrected calcium) ହେଲେ ବ ଆୟୋନାଇଜଡ କ୍ୟାଲସିଅମ (ionized calcium) ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୨] ଇସିଜିରେ (electrocardiogram) ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖାଯାଏ । [୩]

ଅନ୍ତର୍ନିହିତ କାରଣର ଚିକିତ୍ସା ସ‌ହିତ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଫୁରୋସେମାଇଡ, କ୍ୟାଲସିଟୋନିନ (calcitonin) ବା ପାମିଡ୍ରୋନେଟ (pamidronate) ଇତ୍ୟାଦି ଦିଆଯାଏ ।[୩][୨] ଫୁରୋସେମାଇଡର ଉପକାରୀତାର ବିଶେଷ ପ୍ରମାଣ ମିଳୁନାହିଁ । କ୍ୟାଲସିଅମ ସ୍ତର ଅତ୍ୟଧିକ ହୋଇଥିଲେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ । ଏହି ଚିକିତ୍ସା ଯୋଗୁ ଉପକାର ନ ମିଳିଲେ ହେମୋଡାଏଲିସିସ (Hemodialysis) କରାଯାଇପାରେ । ଜୀବସାର ଘ ଯୋଗୁ ହୋଇଥିଲେ ସ୍ଟିରଏଡ ଆବଶ୍ୟକ ହୁଏ । ହାଇପରକ୍ୟାଲସେମିଆ ସାଧାରଣ ଭାବରେ ଦେଖାଯାଏ । ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ରୋଗ ପ୍ରତି ଏକ ହଜାର ଲୋକରେ ୧ରୁ୭ ଜଣକୁ ହୁଏ ଓ କର୍କଟ ରୋଗୀଙ୍କ ମଧ୍ୟରୁ ୨.୭% ଜଣକୁ ହାଇପରକ୍ୟାଲସେମିଆ ହୁଏ । [୨]

ଆଧାର

  1. ୧.୦ ୧.୧ "Hypercalcemia - National Library of Medicine". PubMed Health. Retrieved 27 September 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Minisola, S; Pepe, J; Piemonte, S; Cipriani, C (2 June 2015). "The diagnosis and management of hypercalcaemia". BMJ (Clinical research ed.). 350: h2723. PMID 26037642.
  3. ୩.୦ ୩.୧ ୩.୨ ୩.୩ ୩.୪ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution". Resuscitation. 81 (10): 1400–33. PMID 20956045.
  4. Pathy, M.S. John (2006). Principles and practice of geriatric medicine (4. ed. ed.). Chichester [u.a.]: Wiley. p. Appendix. ISBN 9780470090558. {{cite book}}: |edition= has extra text (help)