"ହାଇପରକ୍ୟାଲସେମିଆ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ହାଇପରକ୍ୟାଲସେମିଆ ଏକ ନୂଆ ରୋଗ ଆରମ୍ଭ କରାଗଲା |
ଟିକେ added Category:ଚିକିତ୍ସା ବିଜ୍ଞାନ using HotCat |
||
୨୧ କ ଧାଡ଼ି: | ୨୧ କ ଧାଡ଼ି: | ||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
||
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]] |
୦୯:୪୫, ୧୯ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ
ହାଇପରକ୍ୟାଲସେମିଆ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | endocrinology[*] |
ଆଇସିଡ଼ି-୧୦ | E83.5 |
ଆଇସିଡ଼ି-୯-ସିଏମ୍ | 275.42 |
ରୋଗ ଡାଟାବେସ | 6196 |
ମେଡ଼ିସିନ-ପ୍ଲସ | 000365 |
ଇ-ମେଡ଼ିସିନ | med/1068 emerg/260 ped/1062 |
Patient UK | ହାଇପରକ୍ୟାଲସେମିଆ |
MeSH | D006934 |
ହାଇପରକ୍ୟାଲସେମିଆ (ଇଂରାଜୀ ଭାଷାରେ Hypercalcaemia ବା hypercalcemia) ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) କ୍ୟାଲସିଅମ (calcium) (Ca2+) ମାତ୍ରା ସାଧାରଣ ସ୍ତର ଅପେକ୍ଷା ଅଧିକ ହୋଇଯାଏ ।[୧][୨] କ୍ୟାଲସିଅମର ସାଧାରଣ ସ୍ତର ରକ୍ତରେ ୨.୧ ରୁ ୨.୬ ମିମୋ/ଲି ବା ୮.୮ରୁ ୧୦.୭ ମିଗ୍ରା/ଡେଲି ଥାଏ, ଏହି ସ୍ତର ୪.୩ରୁ ୫.୨ ମିଇକ୍ୟୁ/ଲିରୁ ଅଧିକ ହେଲେ ହାଇପରକ୍ୟାଲସେମିଆ ନାମ ଦିଆଯାଏ ।[୩][୪][୨] ଏହି ମାତ୍ରା ସାମାନ୍ୟ ଅଧିକ ହୋଇଥିଲେ ଓ ଧୀରେ ଧୀରେ ଅଧିକ ହେଉଥିଲେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ । [୨] ଶୀଘ୍ର କ୍ୟାଲସିଅମ ସ୍ତର ବଢ଼ୁଥିଲେ ବା ଅଧିକ ଥିଲେ ଉଦର ଯନ୍ତ୍ରଣା (abdominal pain), ଅସ୍ଥି ଯନ୍ତ୍ରଣା, ଦ୍ୱନ୍ଦ (confusion), ଅବସାଦ (depression), ଦୁର୍ବଳତା, ବୃକ୍କ ପଥର ରୋଗ ବା ହୃଦ୍ରୋଧ ଭଳି ଅନିୟମିତ ହୃତ୍ ସ୍ପନ୍ଦନ ଇତ୍ୟାଦି ବେମାରୀ ହୋଇପାରେ । [୩][୨]
ଆଧାର
- ↑ "Hypercalcemia - National Library of Medicine". PubMed Health. Retrieved 27 September 2016.
- ↑ ୨.୦ ୨.୧ ୨.୨ ୨.୩ ଆଧାର ଭୁଲ: ଅଚଳ
<ref>
ଚିହ୍ନ;BMJ2015
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୩.୦ ୩.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;EU2010
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Pathy, M.S. John (2006). Principles and practice of geriatric medicine (4. ed. ed.). Chichester [u.a.]: Wiley. p. Appendix. ISBN 9780470090558.
{{cite book}}
:|edition=
has extra text (help)