"ବିଶ୍ୱନାଥ ପ୍ରତାପ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୫୦ କ ଧାଡ଼ି: ୫୦ କ ଧାଡ଼ି:


== ପ୍ରାରମ୍ଭିକ ଜୀବନ ==
== ପ୍ରାରମ୍ଭିକ ଜୀବନ ==
ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।<ref>"V.P. Singh". </ref>
ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।<ref>"V.P. Singh". </ref>୧୯୬୯ ମସିହାରେ ସିଂହ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।<ref>"V.P. Singh". </ref><ref>''Community Warriors: State, Peasants and Caste Armies in Bihar'' Ashwani Kumar Anthem Press, 2008 [https://books.google.com/books?id=num2I4NFGqIC&pg=PA76&dq=vp+singh+rajput&hl=en&sa=X&ei=TEHJUtyYA8yErAfumICwAw&redir_esc=y#v=onepage&q=vp%20singh%20rajput&f=false]</ref>
The
୧୯୬୯ ମସିହାରେ ସିଂହ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।<ref>"V.P. Singh". </ref>


== ପାରିବାରିକ ଜୀବନ ==
== ପାରିବାରିକ ଜୀବନ ==

୨୩:୦୩, ୨ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ବିଶ୍ୱନାଥ ପ୍ରତାପ ସିଂହ
V P Singh
Vishwanath Pratap Singh in 1989
7th Prime Minister of India
କାର୍ଯ୍ୟକାଳ
2 December 1989 – 10 November 1990
DeputyChaudhary Devi Lal
ପୂର୍ବ ଅଧିକାରୀRajiv Gandhi
ପର ଅଧିକାରୀChandra Shekhar
Minister of Defence
କାର୍ଯ୍ୟକାଳ
2 December 1989 – 10 November 1990
ପୂର୍ବ ଅଧିକାରୀKrishna Chandra Pant
ପର ଅଧିକାରୀChandra Shekhar Singh
କାର୍ଯ୍ୟକାଳ
24 January 1987 – 12 April 1987
ପ୍ରଧାନ ମନ୍ତ୍ରୀRajiv Gandhi
ପୂର୍ବ ଅଧିକାରୀRajiv Gandhi
ପର ଅଧିକାରୀKrishna Chandra Pant
Minister of Finance
କାର୍ଯ୍ୟକାଳ
31 December 1984 – 23 January 1987
ପ୍ରଧାନ ମନ୍ତ୍ରୀRajiv Gandhi
ପୂର୍ବ ଅଧିକାରୀPranab Mukherjee
ପର ଅଧିକାରୀRajiv Gandhi
Chief Minister of Uttar Pradesh
କାର୍ଯ୍ୟକାଳ
9 June 1980 – 19 July 1982
ରାଜ୍ୟପାଳChandeshwar Prasad Narayan Singh
ପୂର୍ବ ଅଧିକାରୀBanarsi Das
ପର ଅଧିକାରୀSripati Mishra
ବ୍ୟକ୍ତିଗତ ସବିଶେଷ
ଜନ୍ମ
Vishwanath Pratap Singh

(1931-06-25)୨୫ ଜୁନ ୧୯୩୧
Allahabad, United Provinces, British India
(now in Uttar Pradesh, India)
ମୃତ୍ୟୁ୨୭ ନଭେମ୍ବର ୨୦୦୮(2008-11-27) (ବୟସ ୭୭)
New Delhi, Delhi, India
ଜାତୀୟତାIndian
ରାଜନୀତିକ ଦଳJan Morcha (1987–1988; 2006–2008)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
Indian National Congress (Before 1987)
Janata Dal (1988–2006)
ଜୀବନ ସାଥୀSita Kumari [୧]
ଶିକ୍ଷାନୁଷ୍ଠାନAllahabad University
University of Pune
ସନ୍ତକ

ବିଶ୍ୱନାଥ ପ୍ରତାପ ସିଂହ (୨୫ ଜୁନ ୧୯୩୧ - ୨୭ ନଭେମ୍ବର ୨୦୦୮), ଜଣେ ଭାରତୀୟ ରାଜନେତା ଓ ଭାରତର ପ୍ରଧାନମନ୍ତ୍ରୀ ଥିଲେ(୧୯୮୯-୯୦)। ସେ ମଣ୍ଡ ଶାସନ(ରାଜ୍ୟ)ର ୪୧ତମ ଶାସକ ମଧ୍ୟ ଥଲେ।

ପ୍ରାରମ୍ଭିକ ଜୀବନ

ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।[୨]୧୯୬୯ ମସିହାରେ ସିଂହ କଂଗ୍ରେସ ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।[୩][୪]

ପାରିବାରିକ ଜୀବନ

୨୫ ମଇ ୧୯୫୫ରେ ସିଂହ ରାଜସ୍ଥାନର ଦେଉଗଡ଼ର ରାଜକୁମାରି ଶିତା କୁମାରିଙ୍କୁ ବିବାହ କରିଥିଲେ।[୫]

ପ୍ରଧାନମନ୍ତ୍ରୀ ପଦ

୧୯୮୯ ମସିହା ଭାରତୀୟ ନିର୍ବାଚ୍ଚନରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ରାଷ୍ଟ୍ରୀୟ ମୋର୍ଚ୍ଚା ୧୪୬ଟି ଆସନ ପ୍ରାପ୍ତ କରିଥିଲେ। ଭାଜପାର ୮୬ଟି ଆସନ ଓ ବାମ ଦଳର ୫୨ଟି ଆସନର ସାହାୟତାରେ ଭି।ପି। ସିଂହ ପ୍ରଧାନମନ୍ତ୍ରୀ ହେଇଥିଲେ। ସେ ପ୍ରଧାନମନ୍ତ୍ରୀ ହେଲା ପରେ ମଣ୍ଡଳ କମିସନ ଆନ୍ଦୋଳନ ଯୋଗୁ ଚର୍ଚ୍ଚାରେ ଆସିଥିଲେ।

ଆଧାର

  1. "VP Singh's wife to get Rs 1 lakh for defamation". The Times of India. Retrieved 9 January 2016.
  2. "V.P. Singh".
  3. "V.P. Singh".
  4. Community Warriors: State, Peasants and Caste Armies in Bihar Ashwani Kumar Anthem Press, 2008 [୧]
  5. Singh, Khushwant (11 April 2013). "Plane to Pakistan". Malicious Gossip. HarperCollins Publishers India. Retrieved 26 August 2014.