"ଶ୍ରୀରାମ ମନ୍ଦିର, ଡୁମୁରିପୁଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{About|ଶ୍ରୀରାମ ମନ୍ଦିର, ଡୁମୁରିପୁଟ||ରାମ ମନ୍ଦିର}}
{{About|ଶ୍ରୀରାମ ମନ୍ଦିର, ଡୁମୁରିପୁଟ||ରାମ ମନ୍ଦିର}}
[[ଫାଇଲ:Dumuriput Hanuman.JPG|thumb|ହନୁମାନ, ଡୁମୁରିପୁଟ]]
[[ଫାଇଲ:Dumuriput Hanuman.JPG|thumb|ହନୁମାନ, ଡୁମୁରିପୁଟ]]
[[କୋରାପୁଟ ଜିଲ୍ଲା]] ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ଶ୍ରୀରାମ ମନ୍ଦିର ଅବସ୍ଥିତ ଏଠାରେ [[ହନୁମାନ]]ଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା ପ୍ରତିବର୍ଷ [[ମାଘ]]ମାସ ଶୁକ୍ଳ [[ଏକାଦଶୀ]] ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ ଏଠାରେ ୩୩ଫୁଟ ଉଚ୍ଚ [[ହନୁମାନ]]ଙ୍କ ମୂର୍ତ୍ତି ରହିଛି ଏହା [[କୋରାପୁଟ ଜିଲ୍ଲା]]ର ସର୍ବୋଚ୍ଚ ତଥା [[ରାଉରକେଲା]] ସ୍ଥିତ [[ହନୁମାନ ବାଟିକା]] ପରେ ରାଜ୍ୟର ଦ୍ଵିତୀୟ ସର୍ବୋଚ୍ଚ ମୂର୍ତ୍ତି <ref>{{cite web |url= http://www.xploreodisha.com/places.php?pid=pla%2076 |title=Welcome to xplore odisha |work=xploreodisha.com |year=2012 |quote=DUMURIPUT ( SRI RAM TEMPLE) Place information |accessdate=28 March 2012}}</ref>
[[କୋରାପୁଟ ଜିଲ୍ଲା]] ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ଶ୍ରୀରାମ ମନ୍ଦିର ଅବସ୍ଥିତ ଏଠାରେ [[ହନୁମାନ]]ଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା ପ୍ରତିବର୍ଷ [[ମାଘ]]ମାସ ଶୁକ୍ଳ [[ଏକାଦଶୀ]] ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ ଏଠାରେ ୩୩ ଫୁଟ ଉଚ୍ଚ [[ହନୁମାନ]]ଙ୍କ ମୂର୍ତ୍ତି ରହିଛି ଏହା [[କୋରାପୁଟ ଜିଲ୍ଲା]]ର ସର୍ବୋଚ୍ଚ ତଥା [[ରାଉରକେଲା]] ସ୍ଥିତ [[ହନୁମାନ ବାଟିକା]] ପରେ ରାଜ୍ୟର ଦ୍ଵିତୀୟ ସର୍ବୋଚ୍ଚ ମୂର୍ତ୍ତି <ref>{{cite web |url= http://www.xploreodisha.com/places.php?pid=pla%2076 |title=Welcome to xplore odisha |work=xploreodisha.com |year=2012 |quote=DUMURIPUT ( SRI RAM TEMPLE) Place information |accessdate=28 March 2012}}</ref>
[[କୋରାପୁଟ]]ରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ <ref>{{cite web |url= http://www.odisha360.com/koraput/dumuriput/ |title=Dumuriput (Sri Ram temple)|work=odisha360.com |year=2012 |accessdate=28 March 2012}}</ref>

== ପୂଜା ==
== ପୂଜା ==
ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ
ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ
ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ, [[କାର୍ତ୍ତିକ]] ମାସରେ ସଂକୀର୍ତ୍ତନ, [[ମାର୍ଗଶୀର]] ମାସ ପଞ୍ଚମୀରେ ସୀତା ବିବାହ ଆଦି ଉତ୍ସବ ପାଳନ କରାଯାଇଥାଏ
ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ, [[କାର୍ତ୍ତିକ]] ମାସରେ ସଂକୀର୍ତ୍ତନ, [[ମାର୍ଗଶୀର]] ମାସ ପଞ୍ଚମୀରେ ସୀତା ବିବାହ ଆଦି ଉତ୍ସବ ପାଳନ କରାଯାଇଥାଏ
ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ ଓ ଧର୍ମଶାଳା ଅଛି ଏଠାରେ ବ୍ରତଘର, ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ
ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ ଓ ଧର୍ମଶାଳା ଅଛି ଏଠାରେ ବ୍ରତଘର, ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ

== ଆଧାର ==
== ଆଧାର ==

୧୩:୦୫, ୨୮ ସେପ୍ଟେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ହନୁମାନ, ଡୁମୁରିପୁଟ

କୋରାପୁଟ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ଶ୍ରୀରାମ ମନ୍ଦିର ଅବସ୍ଥିତ । ଏଠାରେ ହନୁମାନଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି । ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା । ପ୍ରତିବର୍ଷ ମାଘମାସ ଶୁକ୍ଳ ଏକାଦଶୀ ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ । ଏଠାରେ ୩୩ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତି ରହିଛି । ଏହା କୋରାପୁଟ ଜିଲ୍ଲାର ସର୍ବୋଚ୍ଚ ତଥା ରାଉରକେଲା ସ୍ଥିତ ହନୁମାନ ବାଟିକା ପରେ ରାଜ୍ୟର ଦ୍ଵିତୀୟ ସର୍ବୋଚ୍ଚ ମୂର୍ତ୍ତି । [୧] କୋରାପୁଟରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ । [୨]

ପୂଜା

ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ । ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ, କାର୍ତ୍ତିକ ମାସରେ ସଂକୀର୍ତ୍ତନ, ମାର୍ଗଶୀର ମାସ ପଞ୍ଚମୀରେ ସୀତା ବିବାହ ଆଦି ଉତ୍ସବ ପାଳନ କରାଯାଇଥାଏ । ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ ଓ ଧର୍ମଶାଳା ଅଛି । ଏଠାରେ ବ୍ରତଘର, ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ ।

ଆଧାର

  1. "Welcome to xplore odisha". xploreodisha.com. 2012. Retrieved 28 March 2012. DUMURIPUT ( SRI RAM TEMPLE) Place information
  2. "Dumuriput (Sri Ram temple)". odisha360.com. 2012. Retrieved 28 March 2012.