"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
|||
୪୯ କ ଧାଡ଼ି: | ୪୯ କ ଧାଡ଼ି: | ||
| demographics_type1 = Languages |
| demographics_type1 = Languages |
||
| demographics1_title1 = Official |
| demographics1_title1 = Official |
||
| demographics1_info1 = [[Odia language| |
| demographics1_info1 = [[Odia language|ଓଡ଼ିଆ]] |
||
| timezone1 = [[Indian Standard Time|IST]] |
| timezone1 = [[Indian Standard Time|IST]] |
||
| utc_offset1 = + |
| utc_offset1 = +୫:୩୦ |
||
| postal_code_type = [[Postal Index Number|PIN]] |
| postal_code_type = [[Postal Index Number|PIN]] |
||
| postal_code = [http://www.citypincode.in/ORISSA/KENDRAPARA/Kendrapara_PINCODE 754211] |
| postal_code = [http://www.citypincode.in/ORISSA/KENDRAPARA/Kendrapara_PINCODE 754211] |
||
| area_code_type = Telephone code |
| area_code_type = Telephone code |
||
| area_code = 91-6727 |
| area_code = 91-6727 (୯୧-୬୭୨୭) |
||
| registration_plate = |
| registration_plate = |
||
| website = {{URL|kendrapara.nic.in}} |
| website = {{URL|kendrapara.nic.in}} |
୨୦:୧୩, ୨୨ ସେପ୍ଟେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Kendrapara
କେନ୍ଦ୍ରାପଡ଼ା Rajkanika | |
---|---|
City | |
Country | India |
State | Odisha |
District | Kendrapara |
Elevation | 13 m (43 ft) |
Population (2001) | |
• Total | ୪୧,୪୦୪ |
Languages | |
• Official | ଓଡ଼ିଆ |
Time zone | UTC+୫:୩୦ (IST) |
PIN | |
Telephone code | 91-6727 (୯୧-୬୭୨୭) |
Website | kendrapara |
କେନ୍ଦ୍ରାପଡ଼ା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ପ୍ରଶାସନିକ ସହର ।
ଭୌଗଳିକ ସ୍ଥିତି
ଏହି ଜିଲ୍ଲାର ଭୌଗଳିକ ଦିଗବାରେଣି: 20°30′N 86°25′E / 20.50°N 86.42°E । ଏହି ଜିଲ୍ଲା ସମୁଦ୍ର ପତ୍ତନ ଠାରୁ ୧୩ ମିଟର (୪୩ ଫୁଟ) ଉଚ୍ଚତାରେ ଅଛି I ଭଦ୍ରକ, ଯାଜପୁର, କଟକ ଓ ଜଗତସିଂହପୁର ଜିଲ୍ଲାସବୁ କେନ୍ଦ୍ରାପଡ଼ାର ଚାରିପାଖରେ ବେଢ଼ି ରହିଛନ୍ତି । ପୂର୍ବରେ ବଙ୍ଗୋପସାଗର ଏହାର ଏକ ଭାଗରେ ରହିଛି । ଧାମରା ମୁହାଣ ଠାରୁ ବତୀଘର ଯାଏ ୪୮ କି.ମି ବିସ୍ତୃତ ତଟ ରେଖା।
ମୁଖ୍ୟ ନଦୀ
ମହାନଦୀର ଏକ ଶାଖା ନଇ ଲୁଣା ନଦୀ କେନ୍ଦ୍ରପଡା ଦେଇ ପ୍ରବାହିତ ହେଇଛି । ଅନ୍ୟ ପ୍ରଧାନ ନଦୀ ମାନଙ୍କର ନାମ ଯଥାକ୍ରମେ ଗୋବରି, ବ୍ରାହ୍ମନୀ, ବୈତରଣୀ, ଖରଶ୍ରୋତା, ବିରୂପା, ପାଇକା, ଚିତ୍ରୋତପାଳା ଏବଂ ହଂସୁଆ।
ଯୋଗାଯୋଗ ଓ ପରିବହନ
କେନ୍ଦ୍ରପଡ଼ା ସହରଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୧୨୦ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ । ଭୁବନେଶ୍ୱର ଅଂତଃର୍ଜାତୀୟ ବିମାନ ବନ୍ଦର ଠାରୁ କେନ୍ଦ୍ରାପଡା ମାତ୍ର ୩ ଘଣ୍ଟା ର ଯାତ୍ରା।
ସଂସ୍କୃତି ଏବଂ ପରମ୍ପରା
କେନ୍ଦ୍ରାପଡା ଲକ୍ଷ୍ମୀ ପୂଜା ଓ ରସାବଳି ପାଇଁ ଓଡ଼ିଶାରେ ଜଣାଶୁଣା ।
ଦର୍ଶନୀୟ ସ୍ଥାନ
- ବଳଦେବଜୀଉ ମନ୍ଦିର
- କେନ୍ଦ୍ରାପଡାରେ ରେ ଥିବା ଭିତରକନିକା (କୁମ୍ଭୀର ଅଭୟାରଣ୍ୟ) ହେଉଛି ସାରା ଭାରତ ପ୍ରସିଦ୍ଧ ।