"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୬୮ କ ଧାଡ଼ି: ୬୮ କ ଧାଡ଼ି:
=== ମୁଖ୍ୟ ନଦୀ ===
=== ମୁଖ୍ୟ ନଦୀ ===
[[ମହାନଦୀ]]ର ଏକ ଶାଖା ନଇ ଲୁଣା ନଦୀ କେନ୍ଦ୍ରପଡା ଦେଇ ପ୍ରବାହିତ ହେଇଛି ।
[[ମହାନଦୀ]]ର ଏକ ଶାଖା ନଇ ଲୁଣା ନଦୀ କେନ୍ଦ୍ରପଡା ଦେଇ ପ୍ରବାହିତ ହେଇଛି ।
ଅନ୍ୟ ପ୍ରଧାନ ନଦୀ ମାନଙ୍କର ନାମ ଯଥାକ୍ରମେ ଗୋବରି, ବ୍ରାହ୍ମନୀ, ବୈତରଣୀ, ଖରଶ୍ରୋତା, ବିରୂପା, ପାଇକା, ଚିତ୍ରୋତପାଳା ଏବଂ ହଂସୁଆ।

== ଯୋଗାଯୋଗ ଓ ପରିବହନ ==
== ଯୋଗାଯୋଗ ଓ ପରିବହନ ==
କେନ୍ଦ୍ରପଡ଼ା ସହରଟି ରାଜଧାନୀ [[ଭୁବନେଶ୍ଵର]]ଠାରୁ ପ୍ରାୟ ୭୫ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ ।
କେନ୍ଦ୍ରପଡ଼ା ସହରଟି ରାଜଧାନୀ [[ଭୁବନେଶ୍ଵର]]ଠାରୁ ପ୍ରାୟ ୭୫ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ ।

୧୯:୩୩, ୨୨ ସେପ୍ଟେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kendrapara
କେନ୍ଦ୍ରାପଡ଼ା
Rajkanika
City
Country India
StateOdisha
DistrictKendrapara
Elevation
13 m (43 ft)
Population
 (2001)
 • Total୪୧,୪୦୪
Languages
 • OfficialOdia
Time zoneUTC+5:30 (IST)
PIN
Telephone code91-6727
Websitekendrapara.nic.in

କେନ୍ଦ୍ରାପଡ଼ା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ପ୍ରଶାସନିକ ସହର ।

ଭୌଗଳିକ ସ୍ଥିତି

କେନ୍ଦ୍ରାପଡାରେ ଥିବା ବଳଦେବଜୀଉ ମନ୍ଦିର

ଏହି ଜିଲ୍ଲାର ଭୌଗଳିକ ଦିଗବାରେଣି: 20°30′N 86°25′E / 20.50°N 86.42°E / 20.50; 86.42 । ଏହି ଜିଲ୍ଲା ସମୁଦ୍ର ପତ୍ତନ ଠାରୁ ୧୩ ମିଟର (୪୩ ଫୁଟ) ଉଚ୍ଚତାରେ ଅଛି I ଭଦ୍ରକ, ଯାଜପୁର, କଟକଜଗତସିଂହପୁର ଜିଲ୍ଲାସବୁ କେନ୍ଦ୍ରାପଡ଼ାର ଚାରିପାଖରେ ବେଢ଼ି ରହିଛନ୍ତି । ପୂର୍ବରେ ବଙ୍ଗୋପସାଗର ଏହାର ଏକ ଭାଗରେ ରହିଛି ।

ମୁଖ୍ୟ ନଦୀ

ମହାନଦୀର ଏକ ଶାଖା ନଇ ଲୁଣା ନଦୀ କେନ୍ଦ୍ରପଡା ଦେଇ ପ୍ରବାହିତ ହେଇଛି । ଅନ୍ୟ ପ୍ରଧାନ ନଦୀ ମାନଙ୍କର ନାମ ଯଥାକ୍ରମେ ଗୋବରି, ବ୍ରାହ୍ମନୀ, ବୈତରଣୀ, ଖରଶ୍ରୋତା, ବିରୂପା, ପାଇକା, ଚିତ୍ରୋତପାଳା ଏବଂ ହଂସୁଆ।

ଯୋଗାଯୋଗ ଓ ପରିବହନ

କେନ୍ଦ୍ରପଡ଼ା ସହରଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୭୫ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ ।

ସଂସ୍କୃତି ଏବଂ ପରମ୍ପରା

କେନ୍ଦ୍ରାପଡା ଲକ୍ଷ୍ମୀ ପୂଜା ଓ ରସାବଳି ପାଇଁ ଓଡ଼ିଶାରେ ଜଣାଶୁଣା ।

ଦର୍ଶନୀୟ ସ୍ଥାନ

ଆଧାର