"କାହ୍ନୁଚରଣ ମହାନ୍ତି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ସାହିତ୍ୟ ସର୍ଜନା |
-ଶ୍ରେଣୀ:ଓଡ଼ିଆ ଲୋକ; -ଶ୍ରେଣୀ:ଓଡ଼ିଆ ସାହିତ୍ୟ using HotCat |
||
୪୫ କ ଧାଡ଼ି: | ୪୫ କ ଧାଡ଼ି: | ||
ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । [[ଫକୀର ମୋହନ ସେନାପତି]]ଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି [[ସଂସ୍କୃତ ଭାଷା|ସଂସ୍କୃତ]]ରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦି କହୁଥିବା ଭାଷାରେ ମଧ୍ୟ ଗପ ଉପନ୍ୟାସ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।<ref>{{cite news|title='ବାଲିରାଜା'ର ସ୍ରଷ୍ଟା|url=http://sambadepaper.com/Details.aspx?id=185082&boxid=23641543|accessdate=11 August 2015|newspaper=ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪|date=11 August 2015}}</ref> |
ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । [[ଫକୀର ମୋହନ ସେନାପତି]]ଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି [[ସଂସ୍କୃତ ଭାଷା|ସଂସ୍କୃତ]]ରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦି କହୁଥିବା ଭାଷାରେ ମଧ୍ୟ ଗପ ଉପନ୍ୟାସ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।<ref>{{cite news|title='ବାଲିରାଜା'ର ସ୍ରଷ୍ଟା|url=http://sambadepaper.com/Details.aspx?id=185082&boxid=23641543|accessdate=11 August 2015|newspaper=ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪|date=11 August 2015}}</ref> |
||
=== ଉପନ୍ୟାସ === |
=== ଉପନ୍ୟାସ === |
||
{{div col|3}} |
|||
* ବାଲିରାଜା |
|||
* ବାଲିରାଜା, ୧୯୩୨<ref>{{cite web|last1=ନାୟକ|first1=ଡ. ଅର୍ଚ୍ଚନା|title=କାହ୍ନୁଚରଣ ଏବଂ ସମକାଳର ଭାରତୀୟ ଉପନ୍ୟାସ|url=http://online.fliphtml5.com/dblk/tcdr/#p=27|publisher=ସତ୍ୟବାଦୀ|accessdate=1 September 2016}}</ref> |
|||
* ହା ଅନ୍ନ (୧୯୩୫) |
* ହା ଅନ୍ନ (୧୯୩୫) |
||
* ଅଦେଖା ହାତ (୧୯୪୩) |
* ଅଦେଖା ହାତ (୧୯୪୩) |
||
୬୧ କ ଧାଡ଼ି: | ୬୨ କ ଧାଡ଼ି: | ||
* ଦୁନିଆର ଦାଉ (୧୯୩୪) |
* ଦୁନିଆର ଦାଉ (୧୯୩୪) |
||
* ନିଷ୍ପତ୍ତି (୧୯୩୨) |
* ନିଷ୍ପତ୍ତି (୧୯୩୨) |
||
* |
* ସ୍ଵପ୍ନ ନା ସତ୍ୟ (୧୯୩୩) |
||
* ଦୁନିଆର ଦାଉ (୧୯୩୦) |
* ଦୁନିଆର ଦାଉ (୧୯୩୦) |
||
* ହା ଅନ୍ନ (୧୯୩୫) |
* ହା ଅନ୍ନ (୧୯୩୫) |
||
୮୧ କ ଧାଡ଼ି: | ୮୨ କ ଧାଡ଼ି: | ||
* ବଗବଗୁଲୀ (୧୯୬୪) |
* ବଗବଗୁଲୀ (୧୯୬୪) |
||
* ଇତିହାସ (୧୯୬୯) |
* ଇତିହାସ (୧୯୬୯) |
||
* |
* ସ୍ଵପ୍ନ (୧୯୬୮) |
||
* ଛୁଟିଲେ ଘଟ (୧୯୬୮) |
* ଛୁଟିଲେ ଘଟ (୧୯୬୮) |
||
* ତିରଙ୍ଗାର ତଳେ (୧୯୬୯) |
* ତିରଙ୍ଗାର ତଳେ (୧୯୬୯) |
||
୯୭ କ ଧାଡ଼ି: | ୯୮ କ ଧାଡ଼ି: | ||
* କ୍ଷଣିକ (୧୯୮୦) |
* କ୍ଷଣିକ (୧୯୮୦) |
||
* ତରକା (୧୯୮୧) |
* ତରକା (୧୯୮୧) |
||
* |
* ତପସ୍ଵୀ (୧୯୮୨) |
||
* ଲଲାଟଲିଖନ (୧୯୮୩) |
* ଲଲାଟଲିଖନ (୧୯୮୩) |
||
* ମେଲାଣି ମାଗୁଣି (୧୯୮୩) |
* ମେଲାଣି ମାଗୁଣି (୧୯୮୩) |
||
* ପାବନୀ (୧୯୮୪) |
* ପାବନୀ (୧୯୮୪) |
||
* ଯକ୍ଷ (୧୯୮୫) |
* ଯକ୍ଷ (୧୯୮୫) |
||
{{div col end}} |
|||
== ସମ୍ମାନ ଓ ପୁରସ୍କାର == |
== ସମ୍ମାନ ଓ ପୁରସ୍କାର == |
||
* |
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ ("କା" ଉପନ୍ୟାସ ପାଇଁ)<ref>{{cite web |url= http://orissadiary.com/personality/writer/KANHUCHARAN%20.asp |title=KANHU CHARAN MOHANTY |first= |last= |work=orissadiary.com|quote=In 1958 for his novel ‘Kaa’, he was awarded by Kendra Sahitya Akademi. |accessdate=3 November 2012}}</ref> |
||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
||
{{Authority control}} |
|||
{{ଓଡ଼ିଆ ସାହିତ୍ୟ}} |
{{ଓଡ଼ିଆ ସାହିତ୍ୟ}} |
||
[[ଶ୍ରେଣୀ: |
[[ଶ୍ରେଣୀ:୧୯୦୬ ଜନ୍ମ]] |
||
⚫ | |||
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]] |
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]] |
||
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]] |
|||
[[ଶ୍ରେଣୀ:ସାହିତ୍ୟିକ]] |
[[ଶ୍ରେଣୀ:ସାହିତ୍ୟିକ]] |
||
[[ଶ୍ରେଣୀ:ଔପନ୍ୟାସିକ]] |
[[ଶ୍ରେଣୀ:ଔପନ୍ୟାସିକ]] |
||
[[ଶ୍ରେଣୀ:୧୯୦୬ ଜନ୍ମ]] |
|||
⚫ | |||
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]] |
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]] |
୧୫:୩୩, ୧ ସେପ୍ଟେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ
କାହ୍ନୁ ଚରଣ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନାଗବଳି, କଟକ | ୧୧ ଅଗଷ୍ଟ ୧୯୦୬
ମୃତ୍ୟୁ | ୧୯୯୪ |
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ପ୍ୟାରୀମୋହନ ଏକାଡେମୀ |
ସମ୍ପର୍କୀୟ | ଗୋପୀନାଥ ମହାନ୍ତି (ସାନ ଭାଇ)[୧] |
କାହ୍ନୁଚରଣ ମହାନ୍ତି ଜଣେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଔପନ୍ୟାସିକ ।[୨]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
କାହ୍ନୁଚରଣ ମହାନ୍ତି ମହାନଦୀ କୁଳର "ନାଗବଳି" ନାମକ ଏକ ଗାଆଁରେ ୧୯୦୬ ମସିହା ଅଗଷ୍ଟ ୧୧ତାରିଖରେ ଜନ୍ମ ହୋଇଥିଲେ । ସେ କଟକର ପ୍ୟାରୀମୋହନ ଏକାଡେମୀରେ ପାଠ ପଢିଥିଲେ ।
ସାହିତ୍ୟ ସର୍ଜନା
ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । ଫକୀର ମୋହନ ସେନାପତିଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି ସଂସ୍କୃତରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦି କହୁଥିବା ଭାଷାରେ ମଧ୍ୟ ଗପ ଉପନ୍ୟାସ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।[୩]
ଉପନ୍ୟାସ
- ବାଲିରାଜା, ୧୯୩୨[୪]
- ହା ଅନ୍ନ (୧୯୩୫)
- ଅଦେଖା ହାତ (୧୯୪୩)
- ତୁଣ୍ଡବାଇଦ (୧୯୪୪)
- ଏପାରି ସେପାରୀ (୧୯୪୫)
- ଶାସ୍ତି (୧୯୪୬)
- ଝଞ୍ଜା (୧୯୫୦)
- ମିଳନର ଛନ୍ଦ (୧୯୫୧)
- ଶର୍ବରୀ (୧୯୫୨)
- କା (୧୯୫୬)
- ପଳାତକ
- ବଜ୍ରବାହୁ (୧୯୫୯)
- ଇତିହ
- ଉତ୍ସବେ ବ୍ୟସନେ (୧୯୨୩)
- ଦୁନିଆର ଦାଉ (୧୯୩୪)
- ନିଷ୍ପତ୍ତି (୧୯୩୨)
- ସ୍ଵପ୍ନ ନା ସତ୍ୟ (୧୯୩୩)
- ଦୁନିଆର ଦାଉ (୧୯୩୦)
- ହା ଅନ୍ନ (୧୯୩୫)
- ତଥାସ୍ତୁ (୧୯୩୬)
- ପରିଚୟ (୧୯୩୬)
- ଓଲଟ ପାଲଟ (୧୯୩୭)
- ପରକୀୟା (୧୯୩୮)
- ଉଦଣ୍ଡି (୧୯୩୯)
- ପ୍ରତିକ୍ଷା (୧୯୪୩)
- ଭଲପାଇବାର ଶେସକଥା (୧୯୪୪)
- ଏପାରି ସେପାରି (୧୯୪୫)
- ଶାସ୍ତି (୧୯୪୬)
- ବନଗହନର ଜାଲେ (୧୯୪୭)
- ଅନ୍ତରାୟ (୧୯୪୭)
- ଅଭିନେତ୍ରୀ (୧୯୪୭)
- ଭୁଲି ହୁଏନା (୧୯୪୮)
- ପରୀ (୧୯୫୪)
- ଢେଉଢେଉକା (୧୯୬୨)
- ବଗବଗୁଲୀ (୧୯୬୪)
- ଇତିହାସ (୧୯୬୯)
- ସ୍ଵପ୍ନ (୧୯୬୮)
- ଛୁଟିଲେ ଘଟ (୧୯୬୮)
- ତିରଙ୍ଗାର ତଳେ (୧୯୬୯)
- ମମତାର ମାୟା (୧୯୬୯)
- ମନମନ୍ଥନ (୧୯୭୦)
- ଅତି ଗୋପନୀୟ (୧୯୭୦)
- ଅଙ୍ଗନ (୧୯୭୧)
- ମମତାର ମାୟା (୧୯୭୧)
- କହିବାକୁ ଲାଜ (୧୯୭୩)
- ନିର୍ବିଶଙ୍କ (୧୯୭୩)
- ଆଜି ନୁହେଁ ଆଉ ଦିନେ (୧୯୭୩)
- କ୍ଷଣ କ୍ଷଣକେ ଆନ (୧୯୭୫)
- ମାୟା ବାର୍ତ୍ତା (୧୯୭୮)
- ସତ୍ୟବତୀ (୧୯୮୦)
- କ୍ଷଣିକ (୧୯୮୦)
- ତରକା (୧୯୮୧)
- ତପସ୍ଵୀ (୧୯୮୨)
- ଲଲାଟଲିଖନ (୧୯୮୩)
- ମେଲାଣି ମାଗୁଣି (୧୯୮୩)
- ପାବନୀ (୧୯୮୪)
- ଯକ୍ଷ (୧୯୮୫)
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ ("କା" ଉପନ୍ୟାସ ପାଇଁ)[୫]
ଆଧାର
- ↑ K. M. George (1992). Modern Indian Literature, an Anthology. Sahitya Akademi. pp. 317–. ISBN 978-81-7201-324-0. Retrieved 3 November 2012.
- ↑ "Orissa Government Portal". orissa.gov.in. Retrieved 3 November 2012.
Kanhu Charan Mohanty (1906-94) is the most prolific and indeed the most popular novelist of the post-independence period.
- ↑ "'ବାଲିରାଜା'ର ସ୍ରଷ୍ଟା". ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪. 11 August 2015. Retrieved 11 August 2015.
- ↑ ନାୟକ, ଡ. ଅର୍ଚ୍ଚନା. "କାହ୍ନୁଚରଣ ଏବଂ ସମକାଳର ଭାରତୀୟ ଉପନ୍ୟାସ". ସତ୍ୟବାଦୀ. Retrieved 1 September 2016.
- ↑ "KANHU CHARAN MOHANTY". orissadiary.com. Retrieved 3 November 2012.
In 1958 for his novel 'Kaa', he was awarded by Kendra Sahitya Akademi.