"ଉପେନ୍ଦ୍ର କିଶୋର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଆଧାର, ତଥ୍ୟପେଟି, ସଜାଣି
୧ କ ଧାଡ଼ି: ୧ କ ଧାଡ଼ି:
{{Unreferenced}}
{{Unreferenced}}
{{ଛୋଟ|Barendra Krushna Dhal}}
{{Infobox person
| name = ଉପେନ୍ଦ୍ର କିଶୋର ଦାସ
| image =
| image_size = 250px
| alt =
| caption =
| birth_name =
| birth_date = {{Birth date|df=yes|1901|02|21}}
| birth_place = କୁମୁଡା ଜୟପୁର, [[କଟକ ଜିଲ୍ଲା|କଟକ]]
| death_date = {{Death date and age|df=yes|1972|04|20|1901|02|21}}<ref>{{cite book|title=The Indian P.E.N.|url=http://books.google.com/books?id=Sr9jAAAAMAAJ|year=1972|publisher=P.E.N. All-India Centre.}}</ref>
| death_place =
| death_cause =
| body_discovered =
| resting_place =
| resting_place_coordinates =
| monuments =
| residence =
| nationality = ଭାରତୀୟ
| other_names =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = [[ଭାରତ|ଭାରତୀୟ]]
| education =
| alma_mater =
| occupation = ସାହିତ୍ୟିକ
| years_active =
| employer =
| organization =
| agent =
| known_for =
| notable_works =
| style =
| home_town =
| spouse =
| partner =
| children =
| parents = ରାଜକିଶୋର ଦାସ
| relatives =
| callsign =
| awards =
| signature =
| signature_alt =
| signature_size =
| module =
| module2 =
| module3 =
| module4 =
| module5 =
| module6 =
| website =
| footnotes =
}}



'''ଉପେନ୍ଦ୍ର କିଶୋର ଦାସ''' ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ। ସେ ୧୯୦୧ ମସିହା ଫେବୃୟାରୀ ୨୧ରେ ଜନ୍ମ ଗ୍ର‌‌ହଣ କରିଥିଲେ ଏବଂ ୧୯୭୨ ଅପ୍ରେଲ ୨୦ରେ ମୃତ୍ୟୁ ବରଣ କରିଥିଲେ ।
'''ଉପେନ୍ଦ୍ର କିଶୋର ଦାସ''' ଜଣେ ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ । ସେ ୧୯୦୧ ମସିହା ଫେବୃୟାରୀ ୨୧ରେ ଜନ୍ମ ଗ୍ର‌‌ହଣ କରିଥିଲେ ଏବଂ ୧୯୭୨ ଅପ୍ରେଲ ୨୦ରେ ମୃତ୍ୟୁ ବରଣ କରିଥିଲେ ।<ref name="Datta1987">{{cite book|author=Amaresh Datta|title=Encyclopaedia of Indian Literature: A-Devo|url=http://books.google.com/books?id=ObFCT5_taSgC&pg=PA880|year=1987|publisher=Sahitya Akademi|isbn=978-81-260-1803-1|pages=880–}}</ref>


== ଜୀବନୀ ==
== ଜୀବନୀ ==
ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର। 'ଭୀମାଭୂୟାଁ' ଉପନ୍ୟାସର ରଚୟିତା ଗୋପାଳ ବଲ୍ଲଭ ଦାସଙ୍କର ସେ ପୋଷ୍ୟପୁତ୍ର।। ରେଭେନ୍ସା କଲେଜରେ ଅଧ୍ୟୟନ କାଳରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ (୧୯୨୧) ଯୋଗ ଦେଇଥିଲେ। ଫଳରେ ତାଙ୍କ ଛାତ୍ରଜୀବନରେ ପୂର୍ଣ୍ଣଛେଦ ପଡ଼େ। ଅବଶିଷ୍ଟ ଜୀବନ ସେ ଦେଶସେବା ଓ ସାହିତ୍ୟ ସାଧନାରେ ଅତିବାହିତ କରିଥିଲେ। ଶିଶୁ ସାହିତ୍ୟ ରଚନା ଓ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା। ମୁକ୍ତି ସଂଗ୍ରାମ ସମୟରେ ତାଙ୍କ ପ୍ରଣୀତ ବହୁ ଦେଶତ୍ମବୋଧକ ଗୀତିକା ସଂଗ୍ରାମୀମାନେ ମୁହେଁମୁହେଁ ଗାନ କରୁଥିଲେ।
ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର । 'ଭୀମାଭୂୟାଁ' ଉପନ୍ୟାସର ରଚୟିତା ଗୋପାଳ ବଲ୍ଲଭ ଦାସଙ୍କର ସେ ପୋଷ୍ୟପୁତ୍ର। । [[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜରେ]] ଅଧ୍ୟୟନ କାଳରେ ସେ [[ମହାତ୍ମା ଗାନ୍ଧୀ|ମହାତ୍ମା ଗାନ୍ଧୀଙ୍କ]] [[ଅସହଯୋଗ ଆନ୍ଦୋଳନ|ଅସହଯୋଗ ଆନ୍ଦୋଳନରେ]] (୧୯୨୧) ଯୋଗ ଦେଇଥିଲେ । ଫଳରେ ତାଙ୍କ ଛାତ୍ରଜୀବନରେ ପୂର୍ଣ୍ଣଛେଦ ପଡିଥିଲା । ଅବଶିଷ୍ଟ ଜୀବନ ସେ ଦେଶସେବା ଓ ସାହିତ୍ୟ ସାଧନାରେ ଅତିବାହିତ କରିଥିଲେ । ଶିଶୁ ସାହିତ୍ୟ ରଚନା ଓ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ମୁକ୍ତି ସଂଗ୍ରାମ ସମୟରେ ତାଙ୍କ ପ୍ରଣୀତ ବହୁ ଦେଶତ୍ମବୋଧକ ଗୀତିକା ସଂଗ୍ରାମୀମାନେ ମୁହେଁମୁହେଁ ଗାନ କରୁଥିଲେ ।


'ମଲାଜହ୍ନ'’ (୧୯୨୮) ଉପନ୍ୟାସର ସ୍ରଷ୍ଟା ଭାବରେ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ। ଏହା ତାଙ୍କର ଏକମାତ୍ର ଉପନ୍ୟାସ। ଉପନ୍ୟାସଟି ସମ୍ପର୍କରେ ପ୍ରଫେସର ନରେନ୍ଦ୍ରନାଥ ମିଶ୍ର କହନ୍ତି, 'ମଲାଜହ୍ନ' ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ। ଏଠାରେ ନାୟିକା ସତୀ ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜ ଜୀବନର ଅକୁହା କାହାଣୀ କହି ବସିଛି। ସମାଜ କେବଳ ବାହାର ଦେଖେ। ଅନ୍ତରାଳରେ କଣ ଘଟିଯାଏ ତାହା ଦେଖେନାହିଁ। ସତୀ ତାହାହିଁ ଦେଖାଇଛି।”(ଆଧୁନିକ ଓଡ଼ିଆ କଥା ସାହିତ୍ୟ – ଉପନ୍ୟାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୨, ପୃ. ୫୬)
'ମଲାଜହ୍ନ'’ (୧୯୨୨) ଉପନ୍ୟାସର ସ୍ରଷ୍ଟା ଭାବରେ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ।<ref>http://odisha.gov.in/e-magazine/Orissareview/2014/mar/engpdf/19-23.pdf</ref> ଏହା ତାଙ୍କର ଏକମାତ୍ର ଉପନ୍ୟାସ । ଉପନ୍ୟାସଟି ସମ୍ପର୍କରେ ପ୍ରଫେସର ନରେନ୍ଦ୍ରନାଥ ମିଶ୍ର କହନ୍ତି, 'ମଲାଜହ୍ନ' ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ । ଏଠାରେ ନାୟିକା ସତୀ ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜ ଜୀବନର ଅକୁହା କାହାଣୀ କହି ବସିଛି । ସମାଜ କେବଳ ବାହାର ଦେଖେ । ଅନ୍ତରାଳରେ କଣ ଘଟିଯାଏ ତାହା ଦେଖେନାହିଁ । ସତୀ ତାହାହିଁ ଦେଖାଇଛି ।”(ଆଧୁନିକ ଓଡ଼ିଆ କଥା ସାହିତ୍ୟ – ଉପନ୍ୟାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୨, ପୃ. ୫୬)


ଏହି ଉପନ୍ୟାସକୁ ନେଇ ଓଡ଼ିଆ ଭାଷାରେ ଗୋଟିଏ ସିନେମା (୧୯୫୬) ପ୍ରସ୍ତୁତ ହୋଇଛି। ସିନେମାର ନାମ ମଧ୍ୟ ମଲାଜହ୍ନ।
ଏହି ଉପନ୍ୟାସକୁ ନେଇ ଓଡ଼ିଆ ଭାଷାରେ ଗୋଟିଏ ସିନେମା (୧୯୫୬) ପ୍ରସ୍ତୁତ ହୋଇଛି । ସିନେମାର ନାମ ମଧ୍ୟ [[ମଲାଜହ୍ନ]] ।<ref name="GokulsingDissanayake2013">{{cite book|author1=K. Moti Gokulsing|author2=Wimal Dissanayake|title=Routledge Handbook of Indian Cinemas|url=http://books.google.com/books?id=QwGgF-rDucEC&pg=PT141|date=17 April 2013|publisher=Routledge|isbn=978-1-136-77291-7|pages=141–}}</ref>


== ଆଧାର ==
{{ଆଧାର}}
{{ଆଧାର}}

== ଅଧିକ ତଥ୍ୟ ==
* {{imdb name|4234573}}

୧୦:୨୧, ୨୨ ଅଗଷ୍ଟ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଉପେନ୍ଦ୍ର କିଶୋର ଦାସ
ଜନ୍ମ(1901-02-21)୨୧ ଫେବୃଆରୀ ୧୯୦୧
କୁମୁଡା ଜୟପୁର, କଟକ
ମୃତ୍ୟୁ୨୦ ଅପ୍ରେଲ ୧୯୭୨(1972-04-20) (ବୟସ ୭୧)[୧]
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିସାହିତ୍ୟିକ
ପିତାମାତାରାଜକିଶୋର ଦାସ


ଉପେନ୍ଦ୍ର କିଶୋର ଦାସ ଜଣେ ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ । ସେ ୧୯୦୧ ମସିହା ଫେବୃୟାରୀ ୨୧ରେ ଜନ୍ମ ଗ୍ର‌‌ହଣ କରିଥିଲେ ଏବଂ ୧୯୭୨ ଅପ୍ରେଲ ୨୦ରେ ମୃତ୍ୟୁ ବରଣ କରିଥିଲେ ।[୨]

ଜୀବନୀ

ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର । 'ଭୀମାଭୂୟାଁ' ଉପନ୍ୟାସର ରଚୟିତା ଗୋପାଳ ବଲ୍ଲଭ ଦାସଙ୍କର ସେ ପୋଷ୍ୟପୁତ୍ର। । ରେଭେନ୍ସା କଲେଜରେ ଅଧ୍ୟୟନ କାଳରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ (୧୯୨୧) ଯୋଗ ଦେଇଥିଲେ । ଫଳରେ ତାଙ୍କ ଛାତ୍ରଜୀବନରେ ପୂର୍ଣ୍ଣଛେଦ ପଡିଥିଲା । ଅବଶିଷ୍ଟ ଜୀବନ ସେ ଦେଶସେବା ଓ ସାହିତ୍ୟ ସାଧନାରେ ଅତିବାହିତ କରିଥିଲେ । ଶିଶୁ ସାହିତ୍ୟ ରଚନା ଓ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ମୁକ୍ତି ସଂଗ୍ରାମ ସମୟରେ ତାଙ୍କ ପ୍ରଣୀତ ବହୁ ଦେଶତ୍ମବୋଧକ ଗୀତିକା ସଂଗ୍ରାମୀମାନେ ମୁହେଁମୁହେଁ ଗାନ କରୁଥିଲେ ।

'ମଲାଜହ୍ନ'’ (୧୯୨୨) ଉପନ୍ୟାସର ସ୍ରଷ୍ଟା ଭାବରେ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ।[୩] ଏହା ତାଙ୍କର ଏକମାତ୍ର ଉପନ୍ୟାସ । ଉପନ୍ୟାସଟି ସମ୍ପର୍କରେ ପ୍ରଫେସର ନରେନ୍ଦ୍ରନାଥ ମିଶ୍ର କହନ୍ତି, 'ମଲାଜହ୍ନ' ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ । ଏଠାରେ ନାୟିକା ସତୀ ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜ ଜୀବନର ଅକୁହା କାହାଣୀ କହି ବସିଛି । ସମାଜ କେବଳ ବାହାର ଦେଖେ । ଅନ୍ତରାଳରେ କଣ ଘଟିଯାଏ ତାହା ଦେଖେନାହିଁ । ସତୀ ତାହାହିଁ ଦେଖାଇଛି ।”(ଆଧୁନିକ ଓଡ଼ିଆ କଥା ସାହିତ୍ୟ – ଉପନ୍ୟାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୨, ପୃ. ୫୬)

ଏହି ଉପନ୍ୟାସକୁ ନେଇ ଓଡ଼ିଆ ଭାଷାରେ ଗୋଟିଏ ସିନେମା (୧୯୫୬) ପ୍ରସ୍ତୁତ ହୋଇଛି । ସିନେମାର ନାମ ମଧ୍ୟ ମଲାଜହ୍ନ[୪]

ଆଧାର

  1. The Indian P.E.N. P.E.N. All-India Centre. 1972.
  2. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 880–. ISBN 978-81-260-1803-1.
  3. http://odisha.gov.in/e-magazine/Orissareview/2014/mar/engpdf/19-23.pdf
  4. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 141–. ISBN 978-1-136-77291-7.

ଅଧିକ ତଥ୍ୟ