"ଲିପି ଶିକ୍ଷାକେନ୍ଦ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) ଲିପି ଶିକ୍ଷାକେନ୍ଦ୍ର ଆରମ୍ଭ କରାଗଲା |
ଟିକେ added Category:ଶିକ୍ଷାନୁଷ୍ଠାନ using HotCat |
||
୬ କ ଧାଡ଼ି: | ୬ କ ଧାଡ଼ି: | ||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
||
[[ଶ୍ରେଣୀ:ଶିକ୍ଷାନୁଷ୍ଠାନ]] |
୦୩:୧୨, ୨୦ ଅଗଷ୍ଟ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଲିପି ଶିକ୍ଷାକେନ୍ଦ୍ର, ଓଡ଼ିଶା ସରକାରଙ୍କ ଦ୍ଵାରା ୨୦୦୩ ମସିହାରେ ପ୍ରତିଷ୍ଠିତ ଏକ ଶିକ୍ଷାନୁଷ୍ଠାନ । ଏହା ଓଡ଼ିଶାର ସୀମାନ୍ତବର୍ତ୍ତୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟ କରେ ।[୧] ଏଠାରେ ଓଡ଼ିଆ ଭାଷା କେବଳ କହିପାରୁଥିବା ଓ ଲେଖିପଢି ପାରୁନଥିବା ଲୋକଙ୍କୁ ଲିପି ଶିଖାଯାଇ, ସେମାନଙ୍କୁ ଓଡ଼ିଆ ପଢିବା ଲେଖିବାରେ ସମର୍ଥ କରାଯାଏ । ଉତ୍କଳ ସମ୍ମିଳନୀ ଏହି ଅନୁଷ୍ଠାନର ପରିଚାଳନା ଦାୟିତ୍ଵରେ ଅଛି ।[୨]
ସମୁଦାୟ ୫୯୪ଟି କେନ୍ଦ୍ର ମଧ୍ୟରୁ ବର୍ତ୍ତମାନ ଝାଡ଼ଖଣ୍ଡରେ ୧୪୫ଟି, ଛତିଶଗଡ଼ରେ ୧୯୨ଟି, ପଶ୍ଚିମ ବଙ୍ଗରେ ୧୩୫ଟି ଓ ଆନ୍ଧ୍ର ପ୍ରଦେଶରେ ୧୨୨ଟି ଲିପି ଶିକ୍ଷାକେନ୍ଦ୍ର ଚାଲୁଅଛି । ଏହି ଅନୁଷ୍ଠାନର ପରିଚାଳନା ପାଇଁ ଅର୍ଥ ଓଡ଼ିଶା ସରକାର ଦେଇଥାନ୍ତି ଓ ପ୍ରତ୍ୟେକ ରାଜ୍ୟ ପାଇଁ ବିଧାନ ସଭା ପକ୍ଷରୁ ଭିନ୍ନ ଭିନ୍ନ କମିଟି ରହିଛି । ଏହି କେନ୍ଦ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ କୌଣସି ବୟସ ସୀମା ନାହିଁ । ଦୈନିକ ଏକ ଘଣ୍ଟା ଶିକ୍ଷାଦାନ କରାଯାଏ । ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ମାସକୁ ୩୦୦୦ଟଙ୍କା ଦରମା ଦିଆଯାଏ ।[୩]
ଆଧାର
- ↑ http://www.newindianexpress.com/states/odisha/article331081.ece
- ↑ http://www.newindianexpress.com/states/odisha/No-salary-for-Odia-teachers-infrastructure-for-border-schools/2013/04/18/article1550134.ece
- ↑ "ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିଖାଉଛି ଲିପି ଶିକ୍ଷାକେନ୍ଦ୍ର". ପ୍ରମେୟ ୦୮/୦୫/୨୦୧୬ ପୃଷ୍ଠା ୧୪.
{{cite news}}
:|access-date=
requires|url=
(help)