"ମାଟିର ମଣିଷ (ଉପନ୍ୟାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୮ କ ଧାଡ଼ି: ୮ କ ଧାଡ଼ି:
| title_orig =
| title_orig =
| translator =
| translator =
| illustrator = ଗୋପାଳ ଚରଣ କାନୁନ୍‌ଗୋ
| illustrator = ଗୋପାଳ ଚରଣ କାନୁନ୍‌ଗୋ (୨୦୦୪ ମସିହା ସଂସ୍କରଣ)
| cover_artist = ଗୋପାଳ ଚରଣ କାନୁନ୍‌ଗୋ
| cover_artist = ଗୋପାଳ ଚରଣ କାନୁନ୍‌ଗୋ
| country = [[ଭାରତ]]
| country = [[ଭାରତ]]
୧୬ କ ଧାଡ଼ି: ୧୬ କ ଧାଡ଼ି:
| genre = ଉପନ୍ୟାସ
| genre = ଉପନ୍ୟାସ
| publisher = ଲାର୍କ ବୁକ୍‌ସ
| publisher = ଲାର୍କ ବୁକ୍‌ସ
| pub_date =
| pub_date = ୧୯୩୧ - ୧୯୭୬, ୨୦୦୪
| odia_pub_date =
| odia_pub_date =
| media_type = କାଗଜ ମଲାଟ
| media_type = କାଗଜ ମଲାଟ
| pages = ୧୧୮
| pages = ୧୧୮ (୨୦୦୪ ମସିହା ସଂସ୍କରଣ)
| isbn = 81-7375-126-9
| isbn = 81-7375-126-9
| oclc =
| oclc =

୧୭:୦୮, ୬ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ମାଟିର ମଣିଷ  
ଲେଖକକାଳିନ୍ଦୀ ଚରଣ ପାଣିଗ୍ରାହୀ
ଚିତ୍ରକରଗୋପାଳ ଚରଣ କାନୁନ୍‌ଗୋ (୨୦୦୪ ମସିହା ସଂସ୍କରଣ)
ମଲାଟ ଚିତ୍ରକରଗୋପାଳ ଚରଣ କାନୁନ୍‌ଗୋ
ଦେଶଭାରତ
ଭାଷାଓଡ଼ିଆ
ବିଷୟଗ୍ରାମ୍ୟ ଜୀବନ, ପାରିବାରିକ କଳହ
ବିଭାଗଉପନ୍ୟାସ
ପ୍ରକାଶକଲାର୍କ ବୁକ୍‌ସ
ପ୍ରକାଶ ତାରିଖ୧୯୩୧ - ୧୯୭୬, ୨୦୦୪
ମାଧ୍ୟମ ପ୍ରକାରକାଗଜ ମଲାଟ
ପୃଷ୍ଠା୧୧୮ (୨୦୦୪ ମସିହା ସଂସ୍କରଣ)
ISBN81-7375-126-9

ମାଟିର ମଣିଷ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଏକ ଉପନ୍ୟାସ ଅଟେ । ୧୯୩୧ ମସିହାରେ ଏହି ଉପନ୍ୟାସଟିର ପ୍ରଥମ ମୁଦ୍ରଣ କରଯାଇଥିଲା ଏବଂ ୧୯୭୬ ସୁଦ୍ଧା ଏହା ବତିଶ ଥର ମୁଦ୍ରିତ ହୋଇଥିଲା । ୧୯୭୬ ପରଠାରୁ ଦୀର୍ଘ ତିନି ଦଶନ୍ଧି ଧରି ଏହାର ପୁନଃମୁଦ୍ରଣ ହୋଇପାରିନଥିଲା । ପରେ ୨୦୦୪ ମସିହାରେ କାଳିନ୍ଦୀଚରଣଙ୍କ ପୁତ୍ର ତୁଷାରରଞ୍ଜନ ପାଣିଗ୍ରାହୀଙ୍କ ଅନୁମତି କ୍ରମେ ଏହାର ଏକ ସଚିତ୍ର ସଂସ୍କରଣ ପ୍ରକାଶିତ ହେଲା । ଏଥିରେ ସିଲହୋଏଟ୍ ଧରଣର ଚିତ୍ର ସ୍ଥାନ ପାଇଛି (ଏହି ଧରଣର ଛବିରେ ରଙ୍ଗ ବା ବସ୍ତୁର ବହୁଳତା ନଥାଏ) । ମାଟିର ମଣିଷ ଉପନ୍ୟାସ ପାଇଁ ଗୋପାଳ ଚରଣ କାନୁନ୍‌ଗୋ ଏହି ଚିତ୍ର ଗୁଡ଼ିକ ଆଙ୍କିଥିଲେ ।

ବଂଶାବଳୀ ଓ ଚରିତ୍ର

ସଂକ୍ଷିପ୍ତ କାହାଣୀ

ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ଓ ଛକଡ଼ି । ବରଜୁ ବିବାହିତ, ୪ଟି ସନ୍ତାନ-ସନ୍ତତିର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିର ବିବାହ ନେତ୍ରମଣି ସହିତ ହୋଇଥିଲା କିନ୍ତୁ ସେମାନଙ୍କର କିଛି ସନ୍ତାନ ସନ୍ତତି ନଥିଲେ । ପଧାନ ବୁଢା ଓ ବୁଢୀର ମୃତ୍ୟୁ ପରେ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କଲା । ମାମଲତକାର ହରି ମିଶ୍ର ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଇଥିଲେ, କାରଣ ବରଜୁର ଗାଁ ଭଲମନ୍ଦରେ ନିଷ୍ପତ୍ତି ଯୋଗୁଁ ତାଙ୍କର ମାମଲାତକାରୀ ବ୍ୟବସାୟ ବାଧାପ୍ରାପ୍ତ ହେଉଥିଲା । ନେତ୍ରମଣି ବି ଛକଡ଼ିକୁ ଭିନ୍ନେ ହାଣ୍ଡି କରିବାପାଇଁ ଖୁଣ୍ଟା ଦେଉଥିଲେ । ଛକଡ଼ି କିନ୍ତୁ ବରଜୁକୁ ଏକଥା କହିବା ପାଇଁ ଡରୁଥିଲା । ପଧାନ ବୁଢା ମଲା ବେଳେ ବରଜୁକୁ କହିଯାଇଥିଲା, ଭିନ୍ନେ ନହେବାପାଇଁ, ଘରେ ପାଚେରି ନଉଠେଇବା ପାଇଁ । ବରଜୁ ବହୁକଷ୍ଟରେ ହାରାବୋଉକୁ (ତା' ସ୍ତ୍ରୀ) କୁ ଝଗଡା ନକରିବାପାଇଁ ବୁଝେଇବାରେ ସକ୍ଷମ ହୋଇଥିଲେ ବି ନେତ୍ରମଣି ଅଲଗା ହେବାପାଇଁ ଜିଦ ଧରିଥିଲା । ଛକଡ଼ି, ହରି ମିଶ୍ରର ସାହାଯ୍ୟ ନେଇ ଭିନ୍ନେ ହେବା ପାଇଁ ବାହାରିଲା । ଶେଷରେ ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲିଗଲା । ଉପନ୍ୟାସ ଶେଷରେ ଛକଡ଼ି ପୁରୁଣା ଦିନ ସବୁକୁ ଝୁରିଛି ଓ ବରଜୁ ସହ ଯିବା ପାଇଁ ବାହାରିଛି ।