"ଫାଷ୍ଟ ଏଡ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ସଂକେତ ବିଷୟ ଲେଖାଗଲା
୯ କ ଧାଡ଼ି: ୯ କ ଧାଡ଼ି:


ପଶୁମାନଙ୍କୁ ମଧ୍ୟ ଫାଷ୍ଟ ଏଡ୍ ଦିଆଯାଇପାରିବ କିନ୍ତୁ ଏହି ପ୍ରବନ୍ଧରେ କେବଳ ମାନବ ନିମନ୍ତେ ଉଦ୍ଦିଷ୍ଟ ।
ପଶୁମାନଙ୍କୁ ମଧ୍ୟ ଫାଷ୍ଟ ଏଡ୍ ଦିଆଯାଇପାରିବ କିନ୍ତୁ ଏହି ପ୍ରବନ୍ଧରେ କେବଳ ମାନବ ନିମନ୍ତେ ଉଦ୍ଦିଷ୍ଟ ।

== ସଂକେତ ==
<gallery>
File:Sign_first_aid.svg | ISO First Aid Symbol
File:St. Andrews First Aid.png | St. Andrew's First Aid Badge
File:Flag_of_the_Red_Cross.svg | Symbol of the Red Cross
File:Maltese-Cross-Heraldry.svg | Maltese or Amalfi Cross
File:Star_of_life2.svg | Star of life
File:CivilDefence.svg | Civil defence
</gallery>


== ଆଧାର ==
== ଆଧାର ==

୧୦:୦୧, ୧୮ ଜୁନ ୨୦୧୬ ଅନୁସାରେ କରାଯାଇଥିବା ବଦଳ

The universal first aid symbol
A US Navy corpsman gives first aid to an injured Iraqi citizen.

ଫାଷ୍ଟ ଏଡ୍ ଏକ ସାହାଯ୍ୟର ନାମ ଯାହା ହଠାତ୍ ରୋଗ‌ଗ୍ରସ୍ତ ବା ଆଘାତପ୍ରାପ୍ତ ଯେ କୌଣସି ଲୋକ‌କୁ ଦିଆଯାଏ,[୧] ଜୀବନ ବଞ୍ଚେଇବା ନିମନ୍ତେ, ଅବସ୍ଥା ଖରାପ ଦିଗକୁ ଯିବାକୁ ପ୍ରତିରୋଧ କରିବା ଓ ପୁନଃ ସ୍ୱାସ୍ଥ୍ୟ ଲାଭ ନିମନ୍ତେ ସାହାଯ୍ୟ କରାଯାଏ । ଜଟିଳ ଅବସ୍ଥାରେ ଡାକ୍ତରୀ ସାହାଯ୍ୟ ପାଇବା ପୂର୍ବରୁ ପ୍ରାଥମିକ ସେବା ଉପଲବ୍‌ଧ କରେଇବା ଯେପରିକି ଆମ୍ବୁଲାନ୍ସ ଆସିବା ପୂର୍ବରୁ ହୃତ୍‌ପିଣ୍ଡ-ଫୁସଫୁସ ପୁନଃସ୍ଥାପନ (ସିପିଆର) କରିବା ଓ ଛୋଟ ଅବସ୍ଥରେ ସମ୍ପୁର୍ଣ୍ଣ ଚିକିତ୍ସା କରିବା ଯେପରିକି କ୍ଷତ ଚିକିତ୍ସା ବା ହାଡ଼ ଭାଙ୍ଗିଥିଲେ ପ୍ଲାଷ୍ଟର ଲଗେଇବା ଇତ୍ୟାଦି କରିବାକୁ ହୁଏ । ସାଧାରଣ ଲୋକ ବା ପ୍ରାଥମିକ ଫାଷ୍ଟ ଏଡ୍ ଶିକ୍ଷା ପ୍ରାପ୍ତ ବା ଅନୁଭବପ୍ରାପ୍ତ ଲୋକ ଏହା କରନ୍ତି । ମାନସିକ ସ୍ୱାସ୍ଥ୍ୟ ଫାଷ୍ଟ ଏଡ୍ ଏକ ନୂଆ ବିସ୍ତାର ଯାହା ମାନସିକ ରୋଗୀଙ୍କ ନିମନ୍ତେ କରାଯାଉଛି ।

ଫାଷ୍ଟ ଏଡ୍ ଆବଶ୍ୟକତା ପରିସ୍ଥିତି ନିମନ୍ତେ ଅନେକ ଦେଶରେ କାନୁନ, ବିନିୟମ (regulation)ଓ ମାର୍ଗ ଦର୍ଶକ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସ୍ଥଳ ବିଶେଷରେ ସର୍ବନିମ୍ନ ଫାଷ୍ଟ ଏଡ୍ ସ୍ତର ବ୍ୟବସ୍ଥା ସମ୍ପନ୍ନ କରାଯାଇଛି । କର୍ମ ସ୍ଥଳୀରେ ନିର୍ଦ୍ଦିଷ୍ଟ ଶିକ୍ଷା ବା ଉପକରଣ ଉପଲବ୍‌ଧ କରାଯାଉଛି ଯେପରିକି ଅଟୋମେଟେଡ ବାହ୍ୟ ଡିଫିବ୍ରିଲେଟର (en:Automated External Defibrillator), ଜନ ସମାବେଶ ସ୍ଥଳରେ ବିଶେଷଜ୍ଞ ଫାଷ୍ଟ ଏଡ୍ ବ୍ୟବସ୍ଥା, ବା ସ୍କୁଲରେ ବାଧ୍ୟତାମୂଳକ ଫାଷ୍ଟ ଏଡ୍ ଶିକ୍ଷା ଇତ୍ୟାଦି । ଫାଷ୍ଟ ଏଡ୍ ନିମନ୍ତେ ସେମିତି କିଛି ବିଶେଷ ଉପକରଣ ଓ ପୂର୍ବ ଜ୍ଞାନର ଏକାନ୍ତ ଆବଶ୍ୟକତା ନାହିଁ, ଅଣଶିକ୍ଷାପ୍ରାପ୍ତ ଲୋକ ଉପଲବ୍‌ଧ ଉପକରଣମାନଙ୍କରେ ସାହାଯ୍ୟ ନେଇ ଫାଷ୍ଟ ଏଡ୍ ଦେଇପାରିବ ।[୨]

ପଶୁମାନଙ୍କୁ ମଧ୍ୟ ଫାଷ୍ଟ ଏଡ୍ ଦିଆଯାଇପାରିବ କିନ୍ତୁ ଏହି ପ୍ରବନ୍ଧରେ କେବଳ ମାନବ ନିମନ୍ତେ ଉଦ୍ଦିଷ୍ଟ ।

ସଂକେତ

ଆଧାର

  1. First aid manual: 9th edition. Dorling Kindersley. 2009. ISBN 978 1 4053 3537 9.
  2. "Duct tape for the win! Using household items for first aid needs". CPR Seattle.