"ରିବନଫିତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ clean up, replaced: ମାନେ → ମାନେ (2) using AWB
ଟିକେ →‎ଆଧାର: re-categorisation per https://or.wikipedia.org/s/t0f
୬ କ ଧାଡ଼ି: ୬ କ ଧାଡ଼ି:
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->


[[ଶ୍ରେଣୀ:ଜୀବନ ଶୈଳୀ]]
[[ଶ୍ରେଣୀ:ଚଳଣି]]

୧୫:୦୯, ୨୬ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ରିବନଫିତା ଏକ ପ୍ରସାଧାନୀ ସାମଗ୍ରି ଭାବରେ ବାଳିକାମାନେ ମୁଣ୍ଡ ବାଳ ବା ଚୁଟିକୁ ବାନ୍ଧିବାରେ ବ୍ୟବହାର କରନ୍ତି । ଏହା ସମଗ୍ର୍ ବିଶ୍ଵରେ ବହୁଳ ଭାବରେ ପରିଚିତ । ଏହାକୁ ବେଳେ ବେଳେ ଅଲମ୍ପିକ୍ ଖେଳରେ ଖେଳ ସାମଗ୍ରି ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏହା ମୁଖ୍ୟତଃ ସୁତା, ସିଲିକି, ଟେରିଲିନ୍,ପଲିଷ୍ଟ୍ରର୍,ମଖମଲ,ଓ ଝୋଟ ଜାତୀୟ କପଡାରେ ପ୍ରସ୍ତୁତ ହୋଇଥାଏ । ଏହାକୁ ସୌଖୁନୀ ଭାବରେ ପ୍ରଥମେ ଫ୍ରାନସବା ଫରାସୀ ଦେଶରେ ବାଳିକା ଓ ନାରୀମାନେ ବ୍ୟବହାର କରୁଥିଲେ । କାଳକ୍ରମେ ଏହାକୁ ବିଶ୍ଵର ସମସ୍ତ ନାରୀମାନେ ବ୍ୟବହାର କରିବାକୁ ଆରମ୍ଭ କଲେ । ଏହା ମଧ୍ୟ କେତେକ ସମୟରେ ବିଶ୍ଵର ଅନେକ ସ୍ଥାନମାନଙ୍କରେ ଧାରମିକ କାଯ୍ୟରେ ବ୍ୟବହୃତ ହୋଇ ଥାଏ ।

ଆଧାର