"କୁଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା) |
ଟିକେ →ଆଧାର: re-categorisation per https://or.wikipedia.org/s/t0f |
||
୧୨ କ ଧାଡ଼ି: | ୧୨ କ ଧାଡ଼ି: | ||
{{ଆଧାର}} |
{{ଆଧାର}} |
||
[[ଶ୍ରେଣୀ: |
[[ଶ୍ରେଣୀ:ଚଳଣି]] |
୧୫:୦୬, ୨୬ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
କୁଲା ହେଉଛି ବାଉଁଶରେ ତିଆରି ଦେଇଥିବା ହାତିକାନ ପରି ଚଉଡ଼ା ପାତ୍ର ।[୧]
ପ୍ରସ୍ତୁତ ପ୍ରଣାଳୀ
କଞ୍ଚା ବାଉଁଶକୁ ଆଣି ପାଣିରେ ପକାଯାଏ । ଏହା ନରମ ହେଇଗଲେ ତାକୁ ବୁଣାକାର ମାନେ ବୁଣି ଏକ ଆକାର ଦେଇଥାନ୍ତି ।
ବ୍ୟବହାର
କୁଲାକୁ ବିଭିନ୍ନ କାମରେ ଲଗାଯାଇଥାଏ ଏହାକୁ ମୁଖ୍ୟତଃ ଚାଷ କାମରେ ଲଗାଯାଇଥାଏ । ଓଡ଼ିଶାରେ ଏହାକୁ ବିଭିନ୍ନ ପୂଜା ପର୍ବରେ ମଧ୍ୟ ବ୍ୟବହାର କରାଯାଇଥାଏ ।
ଇତିହାସ ଓ ବର୍ତ୍ତମାନ ଅବସ୍ଥିତି
ଏହାର ଉତ୍ପତ୍ତି ବିଷୟରେ କିଛି ବିଶେଷ ତଥ୍ୟ ମିଳେନାହିଁ । ବର୍ତ୍ତମାନ ବିଭିନ୍ନ ଆଧୁନିକ ଜିନିଷର ବ୍ୟବହାର ହେବା ପରେ କୁଲାର ବ୍ୟବହାର କମିବାକୁ ଲାଗିଛି ।[୨]