"ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ →‎ଭାଦ୍ରବ: ସପ୍ତପୁରୀ ଅମାବାସ୍ୟା/ କୁଶୋତ୍ପାଟନୀ/ କୁଶଗ୍ରହଣୀ/ ସାତପୁରୀ ଅମାବାସ୍ୟା ।
୨୧ କ ଧାଡ଼ି: ୨୧ କ ଧାଡ଼ି:
{{ପକ୍ଷ}}
{{ପକ୍ଷ}}


[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ତିଥି]]
[[ଶ୍ରେଣୀ:ପକ୍ଷ]]
{{ଅଧାଗଢ଼ା}}
{{ଅଧାଗଢ଼ା}}

୨୩:୩୬, ୩୦ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ

କୃଷ୍ଣପକ୍ଷର ଶେଷ ଦିନକୁ ଅମାବାସ୍ୟା କହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।

ପର୍ବପର୍ବାଣୀ

ସୋମବାର ଦିନ ଅମାବାସ୍ୟା ପଡ଼ିଲେ ଏହା ସୋମବତୀ ଅମାବାସ୍ୟା ଭାବେ ନାମିତ ହୁଏ ।[୧]

ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ” ।

ଆଧାର

  1. "Somvati Amavasya Akhand Mantra Jap". Shri Yoga Vedanta Ashram. Retrieved 3 May 2014.