"ସୁଦର୍ଶନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ପଦ୍ମ ଶ୍ରୀ +ପଦ୍ମଶ୍ରୀ)
ଟିକେ →‎ଅଧିକ ତଥ୍ୟ: DEFAULTSORT replacement, replaced: {{DEFAULTSORT: → {{Hide text|
୩୫ କ ଧାଡ଼ି: ୩୫ କ ଧାଡ଼ି:
{{ଓଡ଼ିଶାର ପଦ୍ମ ବିଜେତା}}
{{ଓଡ଼ିଶାର ପଦ୍ମ ବିଜେତା}}
{{ଈ ଟିଭି ପ୍ରିୟ ଓଡ଼ିଆ‎ }}
{{ଈ ଟିଭି ପ୍ରିୟ ଓଡ଼ିଆ‎ }}

{{Hide text|Pattnaik, Sudarshan}}


{{Persondata <!-- Metadata: see [[Wikipedia:Persondata]]. -->
{{Persondata <!-- Metadata: see [[Wikipedia:Persondata]]. -->
୪୫ କ ଧାଡ଼ି: ୪୭ କ ଧାଡ଼ି:
| PLACE OF DEATH =
| PLACE OF DEATH =
}}
}}
{{DEFAULTSORT:Pattnaik, Sudarshan}}
[[ଶ୍ରେଣୀ:୧୯୭୭ ଜନ୍ମ]]
[[ଶ୍ରେଣୀ:୧୯୭୭ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]

୧୮:୧୦, ୨୨ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ସୁଦର୍ଶନ ପଟ୍ଟନାୟକ
ଜନ୍ମ (1977-04-15) ୧୫ ଅପ୍ରେଲ ୧୯୭୭ (ବୟସ ୪୭)
ବୃତ୍ତିବାଲୁକା ଶିଳ୍ପୀ
ସକ୍ରିୟ ବର୍ଷ୨୭ ବର୍ଷ

ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ଠାରେ ଜନ୍ମିତ ଜଣେ ସୁପରିଚିତ ବାଲୁକା ଶିଳ୍ପୀ

ଜୀବନକାଳ

ସୁଦର୍ଶନ ଓଡ଼ିଶାର ପୁରୀ ଠାରେ ଏକ ମଧ୍ୟବିତ୍ତ ପରିବାରରେ ୧୫ ଅପ୍ରେଲ ୧୯୭୭ରେ ଜନ୍ମ ଗ୍ରହଣ କରିଥିଲେ । ସାତ ବର୍ଷ ବୟସରେ ସେ ବାଲିରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ ।[୧] ତାଙ୍କ ଦେଇ ପୁରୀ ଠାରେ ୧୯୯୫ରେ ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ସ୍ଥାପିତ ହୋଇଥିଲା । ପରେ ଏହା ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ନାମରେ ନାମିତ ହୋଇଥିଲା । ପୁରୀଠାରେ ବଳରାମ ଦାସଙ୍କ କାଳରୁ ପାଖାପାଖି ୭୦୦ ବର୍ଷର ଏହି ପୁରାତନ କଳାର ବିକାଶରେ ଏହି ସଙ୍ଗଠନ କାମ କରିଥାଏ । ଏଠାକାର ଅନେକ ଛାତ୍ର ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଅଛନ୍ତି । ସେଥି ମଧ୍ୟରୁ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ୨ୟ ଭାଗ(India's Got Talent Season 2) ପ୍ରତିଯୋଗିତାର ବିଜେତା ମାନସ କୁମାର ସାହୁ ଅନ୍ୟତମ ।

ମାନସମ୍ମାନ

  • ଆନ୍ତର୍ଜାତୀୟ ବାଲୁକା କଳା ପୁରସ୍କାର, ବର୍ଲିନ[୧]
  • ବିଶାଳତମ ସାନ୍ତା କ୍ଲାଉସ ନିର୍ମାଣ କରି ବିଶ୍ଵ ରେକର୍ଡ଼
  • ପିପୁଲ୍ସ ଚଏସ ପୁରସ୍କାର, ୧ମ ମସ୍କୋ ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, ରୁଷିଆ

ଏହା ବାଦ ସେ ବିଶ୍ଵ ତାପମାନ ବୃଦ୍ଧି ଉପରେ ଜନ ସଚେତନତା ବାବଦରେ ୧୫ ଫୁଟ ଉଚ୍ଚର ଗଣେଶଙ୍କର ବାଲୁକା ମୂର୍ତ୍ତୀ ନିର୍ମାଣ କରିଥିଲେ ଯାହା ଉପରେ ହିମାଳୟରୁ ବରଫ ତରଳୁଥିବାର ଛବି ସହ 'Divine Concern on Global Warming' ବୋଲି ଲେଖା ଥିଲା ।

ସେ ୩୫ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । ତାଙ୍କ ନିର୍ମିତ କଳା ତାଜମହଲ ଏକ ଅନୁପମ କୃତି ।

ଆଧାର

ଅଧିକ ତଥ୍ୟ