"ରେଭେନ୍‌ସା କଲିଜିଏଟ ସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୩ କ ଧାଡ଼ି: ୨୩ କ ଧାଡ଼ି:
== ଇତିହାସ ==
== ଇତିହାସ ==
୧୮୫୧ରେ ସ୍ଥାପିତ କଟକ ସ୍କୁଲ (ଖାତାପତ୍ରରେ ଏହା ଜିଲ୍ଲା ସ୍କୁଲ, କଟକ ବୋଲି ଲେଖାଯାଉଥିଲା)ରୁ ୧୮୫୯ରେ ପ୍ରଥମ ମାଟ୍ରିକ ବ୍ୟାଚ ବାହରିଥିଲେ । ୧୮୬୮ରେ ଏଣ୍ଟ୍ରାନ୍ସ ଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା । ୧୮୭୫ରେ ଏହା ରେଭେନ୍ସା କଲେଜିଏଟ ସ୍କୁଲ ଭାବେ ନାମିତ ହୋଇଥିଲା ।

<ref>Sambada, 13-03-2016, Pag 5</ref>
<ref>Sambada, 13-03-2016, Page 5</ref>
ଏହି ସ୍କୁଲରେ [[ସୁଭାଷ ଚନ୍ଦ୍ର ବୋଷ]], [[ବିଜୁ ପଟ୍ଟନାୟକ]], [[ରାଧାନାଥ ରଥ]], [[ନିତାଇ ପାଲିତ]] ଓ [[ବିନୋଦ କାନୁନଗୋ]] ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।
ଏହି ସ୍କୁଲରେ [[ସୁଭାଷ ଚନ୍ଦ୍ର ବୋଷ]], [[ବିଜୁ ପଟ୍ଟନାୟକ]], [[ରାଧାନାଥ ରଥ]], [[ନିତାଇ ପାଲିତ]] ଓ [[ବିନୋଦ କାନୁନଗୋ]] ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।

୧୭:୫୭, ୧୩ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ରେଭେନ୍‌ସା କଲିଜିଏଟ ସ୍କୁଲ
ରେଭେନ୍‌ସା କଲିଜିଏଟ ସ୍କୁଲ
ଅବସ୍ଥାନ
କଟକ, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୮୫୧

ରେଭେନ୍‌ସା କଲିଜିଏଟ ସ୍କୁଲ କଟକ ରେ ଅବସ୍ଥିତ ସର୍ବ ପୁରାତନ ଓଡ଼ିଆ ଉଚ୍ଚବିଦ୍ୟାଳୟ ।

ଇତିହାସ

୧୮୫୧ରେ ସ୍ଥାପିତ କଟକ ସ୍କୁଲ (ଖାତାପତ୍ରରେ ଏହା ଜିଲ୍ଲା ସ୍କୁଲ, କଟକ ବୋଲି ଲେଖାଯାଉଥିଲା)ରୁ ୧୮୫୯ରେ ପ୍ରଥମ ମାଟ୍ରିକ ବ୍ୟାଚ ବାହରିଥିଲେ । ୧୮୬୮ରେ ଏଣ୍ଟ୍ରାନ୍ସ ଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା । ୧୮୭୫ରେ ଏହା ରେଭେନ୍ସା କଲେଜିଏଟ ସ୍କୁଲ ଭାବେ ନାମିତ ହୋଇଥିଲା । [୧] ଏହି ସ୍କୁଲରେ ସୁଭାଷ ଚନ୍ଦ୍ର ବୋଷ, ବିଜୁ ପଟ୍ଟନାୟକ, ରାଧାନାଥ ରଥ, ନିତାଇ ପାଲିତବିନୋଦ କାନୁନଗୋ ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।

ସ୍କୁଲ ପୋଷାକ

ଆହୁରି ଦେଖିବେ

ଗାଲେରୀ

ଆଧାର

  1. Sambada, 13-03-2016, Page 5

ଅଧିକ ତଥ୍ୟ