"ମେରୀ କ୍ୟୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ MKar ପୃଷ୍ଠାଟିକୁ ମେରୀ କ୍ୟୁରିରୁ ମେରୀ କ୍ୟୁରୀକୁ ଘୁଞ୍ଚାଇଲେ: ଠିକ ବନାନ
୮ କ ଧାଡ଼ି: ୮ କ ଧାଡ଼ି:
[[ଶ୍ରେଣୀ:୧୮୬୭ ଜନ୍ମ]]
[[ଶ୍ରେଣୀ:୧୮୬୭ ଜନ୍ମ]]
[[ଶ୍ରେଣୀ:୧୯୩୪ ମୃତ୍ୟୁ]]
[[ଶ୍ରେଣୀ:୧୯୩୪ ମୃତ୍ୟୁ]]
[[ଶ୍ରେଣୀ:ନୋବେଲ ପୁରସ୍କାର]]

୧୫:୩୦, ୭ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ମେରୀ କ୍ୟୁରି (୭ ନଭେମ୍ବର ୧୮୬୭ - ୪ ଜୁଲାଇ ୧୯୩୪) ଜଣେ ପ୍ରସିଦ୍ଧ ଭୌତିକବିଦ ଓ ରସାୟନବିଦ ଥିଲେ । ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି ।

ପାଖାପାଖି ୧୯୨୦ରେ ମେରୀ କ୍ୟୁରି

ସେ ପ୍ୟାରିସ୍ ବିଶ୍ଵବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଥିଲେ । ମେରୀ କ୍ୟୁରି ଵାର୍ସାରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ପୋଲାଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ୧୮୯୧ରେ ୨୪ ବର୍ଷ ବୟସରେ ସେ ଉଚ୍ଚତର ଉପାଧି ପାଇଁ ପ୍ୟାରିସ୍ ଗଲେ । ପରବର୍ତ୍ତି ଗବେଷଣା ମଧ୍ୟ ସେଠାରେ କରିଥିଲେ । ୧୯୦୩ ମସିହାରେ ସେ, ତାଙ୍କ ସ୍ଵାମୀ ପିରେ କ୍ୟୁରି ଏବଂ ହେନ୍ରି ବକେରେଲ୍ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଲେ । କିନ୍ତୁ ୧୯୧୧ ରସାୟନ ନୋବେଲ୍ ପୁରସ୍କାର ମେରୀ କ୍ୟୁରି ଏକକ ଭାବେ ପାଇଥିଲେ । ମେରୀ କ୍ୟୁରି ହେଉଛନ୍ତି ନୋବେଲ୍ ପୁରସ୍କାର ପାଇବାରେ ପ୍ରଥମ ମହିଳା, ଦୁଇଟି କ୍ଷେତ୍ରରେ ନୋବେଲ ପାଇବାରେ ଏକମାତ୍ର ମହିଳା ଓ ଏକାଧିକ ବିଜ୍ଞାନରେ ନୋବେଲ୍ ପାଇବାରେ ଏକମାତ୍ର ବ୍ୟକ୍ତି ।

ଆଧାର