"ସମ୍ବଲପୁରୀ ନାଚ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ clean up, replaced: ମାନେ → ମାନେ using AWB |
Aditya Mahar (ଆଲୋଚନା | ଅବଦାନ) ଟିକେ removed Category:ନାଚ; added Category:ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ using HotCat |
||
୮ କ ଧାଡ଼ି: | ୮ କ ଧାଡ଼ି: | ||
{{ଓଡ଼ିଶା ପ୍ରସଙ୍ଗ}} |
{{ଓଡ଼ିଶା ପ୍ରସଙ୍ଗ}} |
||
[[ଶ୍ରେଣୀ: |
[[ଶ୍ରେଣୀ:ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ]] |
||
[[ଶ୍ରେଣୀ:ନୃତ୍ୟ]] |
[[ଶ୍ରେଣୀ:ନୃତ୍ୟ]] |
୧୦:୪୮, ୧ ଫେବୃଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ସମ୍ବଲପୁରୀ ନାଚ ମୁଖ୍ୟତ ଓଡ଼ିଶାର ପଶ୍ଚିମାଞ୍ଚଳରେ ଆଦୃତ ଏକ ଲୋକ ନୃତ୍ୟ । ସେହି ଅଞ୍ଚଳରେ ବାସ କରୁଥିବା ଆଦିବାସୀ ତଥା ଅନ୍ୟ ସମ୍ପ୍ରଦାୟର ଲୋକମାନେ ପୂଜା ପାର୍ବଣ ଓ ଅନ୍ୟ ମେଳା ମଉଛବରେ ଏହି ନାଚ କରିଥାନ୍ତି । ବିଶେଷ ଭାବେ ଏହି ନାଚ ଶୈଳୀରେ ଦେହ ଓ ମୁଖର ବିଭିନ୍ନ ଭଙ୍ଗୀ ଉପରେ ଗୁରୁତ୍ୱ ଦିଆ ହୋଇଥାଏ । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ସାଧାରଣତ ଜହ୍ନରାତିରେ ମୁକ୍ତଭାବେ ଏହା ପ୍ରଦର୍ଶନ କରିଥାନ୍ତି । [୧]