"କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
ଟିକେ ଯୋଗସୂତ୍ର ପେଡ଼ି
ଟିକେ MKar ପୃଷ୍ଠାଟିକୁ କବିସୂର୍ଯ୍ୟ ନଗର (ବିଧାନସଭା ନିର୍ବାଚନମଣ୍ଡଳୀ)ରୁ [[କବିସୂର୍ଯ୍ୟ ନଗର (ବିଧାନସଭା ନିର୍ବାଚନ...
(କିଛି ବଦଳିନାହିଁ)

୧୭:୨୩, ୧୯ ଜାନୁଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ

କବିସୂର୍ଯ୍ୟ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୦୯): ୧,୮୬,୪୨୧
ଜିଲ୍ଲା: ଗଞ୍ଜାମ
ଲୋକସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

କବିସୂର୍ଯ୍ୟ ନଗର (କ୍ରମିକ ସଂଖ୍ୟା: ୧୨୫) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କବିସୂର୍ଯ୍ୟ ନଗର (ବି), କୋଦଳା (ବି), ବେଗୁନିଆପଡ଼ା ବ୍ଳକ, କବିସୂର୍ଯ୍ୟ ନଗର ବ୍ଳକର କିଛି ଅଂଶ ଓ ପୁରୁଷୋତ୍ତମପୁର ବ୍ଳକର କିଛି ଅଂଶ । [୧][୨]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭି. ସୁଜ୍ଞାନ କୁମାରୀ ଦେଓ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କିଶୋର ପଲେଇଙ୍କଠାରୁ ୨୩,୦୬୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୩]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, କବିସୂର୍ଯ୍ୟ ନଗର [୪]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଭି. ସୁଜ୍ଞାନ କୁମାରୀ ଦେଓ ୫୬,୯୬୦ ୫୬.୦୧ -
କଂଗ୍ରେସ କିଶୋର ପଲେଇ ୩୩,୮୯୨ ୩୩.୩୩ -
ଭାଜପା ପ୍ରବୋଧ ଚନ୍ଦ୍ର ପଣ୍ଡା ୫,୭୯୨ ୫.୭୦ -
ସ୍ଵାଧୀନ ପଞ୍ଚାନନ ଗୌଡ଼ ୨,୩୪୩ ୨.୩୦ -
ସମୃଦ୍ଧ ଓଡ଼ିଶା ଇନ୍ଦିରା ପଲାଇ ୧,୫୦୬ ୧.୪୮ -
ରିସୋପା ସନାତନ ପାଣିଗ୍ରାହୀ ୧,୨୦୧ ୧.୧୮ -
ଭୋଟ ବ୍ୟବଧାନ ୨୩,୦୬୮ ୨୨.୬୮* -
ମତଦାନ ହାର ୧,୦୧,୭୦୧ ୫୪.୫୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୬୭ ରୁ ୨୦୦୯ ମଧ୍ୟରେ ମୋଟ ୧୧ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୫]

  • ୨୦୦୯: ଭି. ସୁଜ୍ଞାନ କୁମାରୀ ଦେଓ (ବିଜଦ)
  • ୨୦୦୪: ଲଡୁ କିଶୋର ସ୍ଵାଇଁ (ବିଜଦ)
  • ୨୦୦୦: ନିତ୍ୟାନନ୍ଦ ପ୍ରଧାନ (ସିପିଆଇ)
  • ୧୯୯୫: ହରିହର ସ୍ଵାଇଁ (କଂଗ୍ରେସ)
  • ୧୯୯୦: ନିତ୍ୟାନନ୍ଦ ପ୍ରଧାନ (ସିପିଆଇ)
  • ୧୯୮୫: ରାଧାଗୋବିନ୍ଦ ସାହୁ (କଂଗ୍ରେସ)
  • ୧୯୮୦: ରାଧାଗୋବିନ୍ଦ ସାହୁ (କଂଗ୍ରେସ-ଇ)
  • ୧୯୭୭: ତାରିଣୀ ପଟ୍ଟନାୟକ (ଜନତା)
  • ୧୯୭୪: ସଦାନନ୍ଦ ମହାନ୍ତି (ସିପିଆଇ)
  • ୧୯୭୧: ସଦାନନ୍ଦ ମହାନ୍ତି (କମ୍ୟୁନିଷ୍ଟ)
  • ୧୯୬୭: ଦଣ୍ଡପାଣୀ ସ୍ଵାଇଁ (କମ୍ୟୁନିଷ୍ଟ)

ଆଧାର

  1. Assembly Constituencies and their Extent
  2. Seats of Odisha
  3. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013. 8971
  4. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  5. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf