"ଲକ୍ଷ୍ମୀନାରାୟଣ ସାହୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ତାରିଖ ସଂଶୋଧନ |
Hellohappy (ଆଲୋଚନା | ଅବଦାନ) ଜୀବନୀ ଓ ରଚନାବଳୀ |

୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଛୋଟ|Laxminarayan Sahu}} |
{{ଛୋଟ|Laxminarayan Sahu}} |

{{Infobox person |

⚫ | '''ଲକ୍ଷ୍ମୀନାରାୟଣ ସାହୁ''' (୩ ଅକ୍ଟୋବର ୧୮୯୦ - ୮ ଜାନୁଆରୀ ୧୯୬୩) [[ |

| name = ଲକ୍ଷ୍ମୀନାରାୟଣ ସାହୁ |

⚫ | [[ବାଲେଶ୍ଵର]] ନିକଟସ୍ଥ ମଣିଖମ୍ଵ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ <ref name=c/>। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ <ref name=a/>। |

| image = |

| image_size = 250px |

| alt = |

| caption = |

| birth_name = |

| birth_date = {{Birth date|df=yes|1890|10|03}} |

| birth_place = ମଣିଖମ୍ଵ, [[ବାଲେଶ୍ୱର ଜିଲ୍ଲା|ବାଲେଶ୍ୱର]] |

| death_date = {{Death date and age|df=yes|1963|01|08|1890|10|03}} |

| death_place = |

| death_cause = |

| body_discovered = |

| resting_place = |

| resting_place_coordinates = |

| monuments = |

| residence = |

| nationality = ଭାରତୀୟ |

| other_names = |

| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]] |

| citizenship = |

| education = |

| alma_mater = |

| occupation = ଶିକ୍ଷକତା |

| years_active = |

| employer = |

| organization = |

| agent = |

| known_for = |

| notable_works = |

| style = |

| influences = |

| influenced = |

| home_town = |

| parents = କ୍ଷେତ୍ରମୋହନ ସାହୁ |

| spouse = |

| children = |

| relatives = |

| callsign = |

| awards = |

| signature = |

| signature_alt = |

| signature_size = |

| website = |

| footnotes = |

| box_width = |

⚫ | '''ଲକ୍ଷ୍ମୀନାରାୟଣ ସାହୁ''' (୩ ଅକ୍ଟୋବର ୧୮୯୦ - ୮ ଜାନୁଆରୀ ୧୯୬୩) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଲେଖକ, କବି, ସାମ୍ଵାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ <ref name=a>{{cite book|title=Eminent Indians who was who, 1900-1980, also annual diary of events|year=1985|page=286|url=http://books.google.co.in/books?id=bLEZAAAAYAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEkQ6AEwAw}}</ref><ref name=c/>।

⚫ | [[ବାଲେଶ୍ଵର]] ନିକଟସ୍ଥ ମଣିଖମ୍ଵ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ <ref name=c/>। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ <ref name=a/>। [[ପୁରୀ]]ର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । <ref name=c/>। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ଵର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ <ref>{{cite book|title=Midwest folklore , Volumes 10-11|year=1960|publisher=Indiana University|page=191|url=http://books.google.co.in/books?id=i4YZAAAAMAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEQQ6AEwAg}}</ref>। ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ଵ ନିମନ୍ତେ କାମ କରିଥିଲେ <ref name=b>{{cite book|title=Six acres and a half: Oriya novel: Chhamana atha guntha|year=1967|publisher=Ministry of Information and Broadcasting, Govt. of India|page=5|url=http://books.google.co.in/books?id=GtRHAAAAMAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEAQ6AEwAQ}}</ref>। ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଲେଖୁଥିଲେ <ref name=c>[http://baleswar.nic.in/lakshinarayan.htm Laxminarayan Sahu] Balasore Official Website</ref>। [[ଅସ୍ପୃଶ୍ୟପ୍ରଥା]] ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।

ସେ ଓଡ଼ିଶା ଆସେମ୍ଵ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର କନ୍ସ୍ଟିଚୁଏଣ୍ଟ ଆସେମ୍ଵ୍ଲିର ସେ ସଭ୍ୟ ଥିଲେ <ref name=a/><ref>{{cite web|url=http://164.100.47.132/LssNew/constituent/vol9p15.html |title=Debates of The Constituent Assembly of India |publisher=164.100.47.132 |date= |accessdate=2012-06-19}}</ref>। ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ଵାରା ଭାରତର ସମ୍ଵିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ [[ଭୀମରାଓ ରାମଜୀ ଆମ୍ବେଦକର|ବି. ଆର୍. ଆମ୍ଵେଦକର]] ମଧ୍ୟ ମାନିଥିଲେ <ref name=d>{{cite web|url=http://orissamatters.com/2011/06/06/3950/ |title=It is Time for Indian Patriotic Intelligentsia to Wake up « Orissa Matters |publisher=Orissamatters.com |date=2011-06-06 |accessdate=2012-06-19}}</ref>।

ମାନବ ସେବାକୁ ସେ ନିଜର ବଞ୍ଚିବାର ମାଧ୍ୟମ ବୋଲି ଗ୍ରହଣ କରି ନେଇଥିଲେ । ଛାତ୍ରାବସ୍ଥାରୁ ଜାତିପ୍ରଥା ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ବହୁ କାର୍ଯ୍ୟ କରିଥିଲେ । ପଇତାକୁ ଏପରି ବାଖ୍ୟା କରିଥିଲେ ଯେ : "ପଇତାର ଛଅ ଖିଅ, ଛଅଟି ଗୁଣର ପ୍ରତୀକ । ତାହା ହେଲା ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନା, ଦାନ ଓ ପ୍ରତିଗ୍ରାହ । ଯାହାର ଏହି ଗୁଣ ଥିବ, ସେ ପଇତା ପକେଇ ପାରିବ ।" |

ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।

କଟକରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି <ref>{{cite web|url=http://www.lnsmahavidyalaya.org/about_us.html |title=Lakshmi Narayan Sahu Mahavidyalaya |publisher=Lnsmahavidyalaya.org |date=2009-03-08 |accessdate=2012-06-19}}</ref>। |

== ରଚନାବଳୀ == |

=== ଗଳ୍ପ === |

* ବୀଣା |

* ସୁଲତା |

* କଣ୍ଟ୍ରୋଲ ରୁମ୍ |

* ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ |

=== କବିତା === |

* ପଶର |

=== ଉପନ୍ୟାସ === |

* ବୀଣା |

=== ଆତ୍ମଚରିତ === |

* ବାରବୁଲାର କାହାଣୀ |

=== ଅନ୍ୟାନ୍ୟ === |

* ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ |

== ସମ୍ମାନ ଓ ପୁରସ୍କାର == |

* [[ପଦ୍ମ ଶ୍ରୀ]] - ୧୯୫୫<ref>{{cite news|title=ଜନ ସେବକ 'ଲକ୍ଷ୍ମୀନାରାୟଣ'|url=http://sambadepaper.com/Details.aspx?id=225196&boxid=23212644|accessdate=18 January 2016|newspaper=ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨}}</ref> |

== ଆଧାର == |
== ଆଧାର == |

{{Reflist|30em}} |
{{Reflist|30em}} |
୧୬:୨୧, ୧୮ ଜାନୁଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଲକ୍ଷ୍ମୀନାରାୟଣ ସାହୁ | |

ଜନ୍ମ | ମଣିଖମ୍ଵ, ବାଲେଶ୍ୱର | ୩ ଅକ୍ଟୋବର ୧୮୯୦
ମୃତ୍ୟୁ | ୮ ଜାନୁଆରୀ ୧୯୬୩ | (ବୟସ ୭୨)
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷକତା |
ପିତାମାତା | କ୍ଷେତ୍ରମୋହନ ସାହୁ |
ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ - ୮ ଜାନୁଆରୀ ୧୯୬୩) ଜଣେ ଓଡ଼ିଆ ଲେଖକ, କବି, ସାମ୍ଵାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ [୧][୨]।
ବାଲେଶ୍ଵର ନିକଟସ୍ଥ ମଣିଖମ୍ଵ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ [୨]। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ [୧]। ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । [୨]। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ଵର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ [୩]। ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ଵ ନିମନ୍ତେ କାମ କରିଥିଲେ [୪]। ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଲେଖୁଥିଲେ [୨]। ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।
ସେ ଓଡ଼ିଶା ଆସେମ୍ଵ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର କନ୍ସ୍ଟିଚୁଏଣ୍ଟ ଆସେମ୍ଵ୍ଲିର ସେ ସଭ୍ୟ ଥିଲେ [୧][୫]। ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ଵାରା ଭାରତର ସମ୍ଵିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି. ଆର୍. ଆମ୍ଵେଦକର ମଧ୍ୟ ମାନିଥିଲେ [୬]।
ମାନବ ସେବାକୁ ସେ ନିଜର ବଞ୍ଚିବାର ମାଧ୍ୟମ ବୋଲି ଗ୍ରହଣ କରି ନେଇଥିଲେ । ଛାତ୍ରାବସ୍ଥାରୁ ଜାତିପ୍ରଥା ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ବହୁ କାର୍ଯ୍ୟ କରିଥିଲେ । ପଇତାକୁ ଏପରି ବାଖ୍ୟା କରିଥିଲେ ଯେ : "ପଇତାର ଛଅ ଖିଅ, ଛଅଟି ଗୁଣର ପ୍ରତୀକ । ତାହା ହେଲା ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନା, ଦାନ ଓ ପ୍ରତିଗ୍ରାହ । ଯାହାର ଏହି ଗୁଣ ଥିବ, ସେ ପଇତା ପକେଇ ପାରିବ ।"
ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।
କଟକରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି [୭]।
ରଚନାବଳୀ
ଗଳ୍ପ
- ବୀଣା
- ସୁଲତା
- କଣ୍ଟ୍ରୋଲ ରୁମ୍
- ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍
କବିତା
- ପଶର
ଉପନ୍ୟାସ
- ବୀଣା
ଆତ୍ମଚରିତ
- ବାରବୁଲାର କାହାଣୀ
ଅନ୍ୟାନ୍ୟ
- ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ
ସମ୍ମାନ ଓ ପୁରସ୍କାର
ଆଧାର
- ↑ ୧.୦ ୧.୧ ୧.୨ Eminent Indians who was who, 1900-1980, also annual diary of events. 1985. p. 286.
- ↑ ୨.୦ ୨.୧ ୨.୨ ୨.୩ Laxminarayan Sahu Balasore Official Website
- ↑ Midwest folklore , Volumes 10-11. Indiana University. 1960. p. 191.
- ↑ Six acres and a half: Oriya novel: Chhamana atha guntha. Ministry of Information and Broadcasting, Govt. of India. 1967. p. 5.
- ↑ "Debates of The Constituent Assembly of India". 164.100.47.132. Retrieved 2012-06-19.
- ↑ "It is Time for Indian Patriotic Intelligentsia to Wake up « Orissa Matters". Orissamatters.com. 2011-06-06. Retrieved 2012-06-19.
- ↑ "Lakshmi Narayan Sahu Mahavidyalaya". Lnsmahavidyalaya.org. 2009-03-08. Retrieved 2012-06-19.
- ↑ "ଜନ ସେବକ 'ଲକ୍ଷ୍ମୀନାରାୟଣ'". ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨. Retrieved 18 January 2016.