"ଟୁଇଟର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
AskSnehasish (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
AskSnehasish (ଆଲୋଚନା | ଅବଦାନ) |
||
୩୯ କ ଧାଡ଼ି: | ୩୯ କ ଧାଡ଼ି: | ||
ମର୍ଚ୍ ୨୦୦୬ରେ [[ଜ୍ୟାକ୍ ଡୋର୍ସେ]], [[ଇଭାନ୍ ଉଇଲିୟମ୍]], [[ବିଜ୍ ସ୍ଟୋନ୍]] ପ୍ରଥମ ଥର ପାଇଁ ଟୁଇଟର ତିଆରି କରିଥିଲେ ଏବଂ ଜୁଲାଇ ୨୦୦୬ରେ ଏହର ସେବା ଅରମ୍ଭ୍ ହୋଇଥିଲା । |
ମର୍ଚ୍ ୨୦୦୬ରେ [[ଜ୍ୟାକ୍ ଡୋର୍ସେ]], [[ଇଭାନ୍ ଉଇଲିୟମ୍]], [[ବିଜ୍ ସ୍ଟୋନ୍]] ପ୍ରଥମ ଥର ପାଇଁ ଟୁଇଟର ତିଆରି କରିଥିଲେ ଏବଂ ଜୁଲାଇ ୨୦୦୬ରେ ଏହର ସେବା ଅରମ୍ଭ୍ ହୋଇଥିଲା । |
||
==ଇତିହାସ== |
==ଇତିହାସ== |
||
===ସୃଷ୍ଟି=== |
|||
[[File:Twttr sketch-Dorsey-2006.jpg|upright|thumb|A blueprint sketch, c. 2006, by [[Jack Dorsey]], envisioning an [[SMS]]-based [[social network]].]] |
|||
ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorsey ଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ [[ସର୍ଟ ମେସେଜିଙ୍ଗ ସେବା]] ଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ । |
ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorsey ଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ [[ସର୍ଟ ମେସେଜିଙ୍ଗ ସେବା]] ଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ । |
||
୦୧:୪୬, ୨୯ ଡିସେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଫାଇଲ:Twitter bird logo 2012.svg | |
Type | Public |
---|---|
ତିଆରି କରାଯାଇଥିଲା | ମାର୍ଚ୍ଚ 21, 2006 |
ପ୍ରତିଷ୍ଠାତା | Jack Dorsey, Noah Glass, Biz Stone, Evan Williams |
ମୂଖ୍ୟସ୍ଥାନ | San Francisco, California, United States[୧] |
ସେବା ପରିସର | Worldwide |
କେଉଁ ପ୍ରକାରର କମ୍ପାନୀ | Internet |
ଲାଭ | US$1.4 billion (2014)[୨] |
କର୍ମଚାରୀ | 3,900 (2015)[୩] |
ସାହାଯ୍ୟକାରୀ | Vine |
ବେବସାଇଟ | twitter |
ଆଲେକ୍ସା ସ୍ଥାନ | 9 (December 2015[update])[୪] |
ସାଇଟର ପ୍ରକାର | Social network service |
ଖାତାଖୋଲା | Required to post, follow, or be followed |
ବ୍ୟବହାରକାରୀ | 302 million active (May 2015)[୫] |
ମିଳୁଥିବା ସଂସ୍କରଣ | Multilingual |
ପ୍ରଥମେ ଆସିଥିଲା | ଜୁଲାଇ 15, 2006 |
ଏବେକାର ସ୍ଥିତି | Active |
Screenshot
Twitter homepage.png Twitter's homepage as of August 2015 (only in select countries) |
ଟୁଇଟର (/ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ ।
ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି[୬] । Twitter Inc. ଏକ ସାନ଼୍ ଫ୍ରନ୍ସିସ୍କୋ ସ୍ଥିତ କମ୍ପନି ଯାହର ୨୫ରୁ ଉର୍ଧ କାର୍ୟାଳଯ୍ ରହିଅଛି[୭] ।
ମର୍ଚ୍ ୨୦୦୬ରେ ଜ୍ୟାକ୍ ଡୋର୍ସେ, ଇଭାନ୍ ଉଇଲିୟମ୍, ବିଜ୍ ସ୍ଟୋନ୍ ପ୍ରଥମ ଥର ପାଇଁ ଟୁଇଟର ତିଆରି କରିଥିଲେ ଏବଂ ଜୁଲାଇ ୨୦୦୬ରେ ଏହର ସେବା ଅରମ୍ଭ୍ ହୋଇଥିଲା ।
ଇତିହାସ
ସୃଷ୍ଟି
ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorsey ଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ ସର୍ଟ ମେସେଜିଙ୍ଗ ସେବା ଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ ।
ନେତୃତ୍ୱ
ବ୍ୟବହାର
ଟେକ୍ନୋଲୋଜି
ସାମାଜିକ ମୂଲ୍ୟ
ଦୁରଦର୍ଶନ ଏବଂ ଟୁଇଟର
ଆଧାର
- ↑ "About Twitter, Inc".
- ↑ Jeremy Quittner (October 3, 2013). "Twitter Balance Sheet". Google. Retrieved November 14, 2013.
- ↑ "Twitter Company Info". Twitter. February 6, 2015. Retrieved May 2, 2014.
- ↑ "Twitter.com Site Info". Alexa Internet. Retrieved December 12, 2015.
- ↑ "Twitter MAU Were 302M For Q1, Up 18% YoY - Twitter (NYSE:TWTR) | Benzinga]". April 28, 2015. Retrieved May 2, 2015.
- ↑ "Twitter via SMS FAQ" Retrieved April 13, 2012.
- ↑ "About Twitter" Retrieved April 24, 2014.