"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
Psubhashish (ଆଲୋଚନା | ଅବଦାନ) |
||
୫୩ କ ଧାଡ଼ି: | ୫୩ କ ଧାଡ଼ି: | ||
== ରଚନବଳୀ == |
== ରଚନବଳୀ == |
||
=== କବିତା === |
=== କବିତା === |
||
⚫ | |||
⚫ | |||
* ଅନ୍ୟସବୁ ମୃତ୍ୟୁ ୧୯୭୬ |
|||
⚫ | |||
⚫ | |||
⚫ | |||
* ଅନ୍ୟ ଦେଶ ଭିନ୍ନ ସମୟ ୧୯୮୨ |
|||
* ଯାତ୍ରାର ପ୍ରଥମ ପାଦ ୧୯୮୮ |
|||
⚫ | |||
* ସ୍ଥିରଚିତ୍ର ୧୯୯୧ |
|||
⚫ | |||
* ସୃତିର ସହର ୧୯୯୫ |
|||
⚫ | |||
* ପୂର୍ବାପର - ୧ |
* ପୂର୍ବାପର - ୧ |
||
* ପୂର୍ବାପର - ୨ |
* ପୂର୍ବାପର - ୨ |
||
* ଅସମୟ ୨୦୦୪ |
|||
⚫ | |||
⚫ | |||
=== ଉପନ୍ୟାସ === |
=== ଉପନ୍ୟାସ === |
୦୭:୩୭, ୧୧ ନଭେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ
ଜଗନ୍ନାଥ ପ୍ରସାଦ ଦାସ | |
---|---|
ଫାଇଲ:Jagannath Prasad.jpg | |
ଜନ୍ମ ଓ ଜନ୍ମସ୍ଥାନ | ୧୯୩୬ ପୁରୀ[୧] |
ଛଦ୍ମନାମ | J.P., J.P. Das |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲେଜ |
ସମୟ | ୧୯୬୦ ଦଶକ |
ଶୈଳୀ | କବିତା |
ସାହିତ୍ୟ କୃତି | ପରିକ୍ରମା ଆହ୍ନିକ |
ପୁରସ୍କାର | ସରସ୍ଵତୀ ସମ୍ମାନ, ଶାରଳା ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜଗନ୍ନାଥ ପ୍ରସାଦ ଦାସ ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।
ଜୀବନ
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ ପୁରୀ ଠାରେ ଜନ୍ମ ଲାଭ କରିଥିଲେ । ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ସେ ପଢ଼ା ପରେ ସେ ଆଲ୍ହାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ୧୯୫୮ମସିହାରେ, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।[୨]
ସାହିତ୍ୟରଚନା
ପ୍ରାକ ରଚନା
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ ।
ରଚନବଳୀ
କବିତା
- ପ୍ରଥମ ପୁରୁଷ ୧୯୭୧
- ଅନ୍ୟସବୁ ମୃତ୍ୟୁ ୧୯୭୬
- ଯେ ଯାହାର ନିର୍ଜନତା ୧୯୭୯
- ଅନ୍ୟ ଦେଶ ଭିନ୍ନ ସମୟ ୧୯୮୨
- ଯାତ୍ରାର ପ୍ରଥମ ପାଦ ୧୯୮୮
- ଆହ୍ନିକ ୧୯୯୦
- ସ୍ଥିରଚିତ୍ର ୧୯୯୧
- ଆଳୁକୁଚି ମାଳୁକୁଚି (୧୯୯୩)
- ସୃତିର ସହର ୧୯୯୫
- ପରିକ୍ରମା ୧୯୯୮
- ପୂର୍ବାପର - ୧
- ପୂର୍ବାପର - ୨
- ଅସମୟ ୨୦୦୪
ଉପନ୍ୟାସ
- ଦେଶ କାଳ ପାତ୍ର (ଐତିହାସିକ ଉପନ୍ୟାସ - ୧୯୯୨)
ନାଟକ
- ସୂର୍ଯ୍ୟାସ୍ତ ପୂର୍ବରୁ (୧୯୭୨)
ଶିଶୁ ସାହିତ୍ୟ
- ଅଳିମାଳିକା (1993)
ଇଂରାଜୀ
- Dāsa, Jagannātha Prasāda (1982). Puri paintings: the Chitrakāra and his work. Humanities Press. p. 200. ISBN 978-0391025776.
- Das, Jagannath Prasad (2007). Chitra-pothi: Illustrated Palm-leaf Manuscripts from Orissa. Niyogi Books. p. 122. ISBN 978-8189738068.
- Das, Williams, Jagannath_Prasad, Joanna Gottfried (1 Jan 1991). Palm-Leaf Miniatures: The Art of Raghunath Prusti of Orissa. Abhinav Publications. p. 92. ISBN 978-8170172758.
{{cite book}}
: CS1 maint: multiple names: authors list (link)
ଅନୁବାଦ
- Oriya Short Stories - 1983
- Growing and Indian Star (by Catherine Clément) - 1991
- Under a silent Sun (with Arlene Zede) - 1992
- Autumn moon (by Gulzar) - 1999
- Kavita 93 (with K. Satchidanandan) - 1993
ପୁରସ୍କାର ଓ ସମ୍ମାନ
- ୨୦୦୬: ସରସ୍ଵତୀ ସମ୍ମାନ, 'ପରିକ୍ରମା' ନିମନ୍ତେ [୩]
- ୧୯୯୯: ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ
- ୧୯୯୮:ଶାରଳା ପୁରସ୍କାର, ପ୍ରିୟ ବିଦୁଷକ ନିମନ୍ତେ [୪]
- ୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
- ୧୯୯୧: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, "ଆହ୍ନିକ" ନିମନ୍ତେ(ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି) [୫]
- ୧୯୮୭: ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର
- ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଯେ ଯାହାର ନିର୍ଜନତା' ନିମନ୍ତେ [୬]
- ୧୯୭୯: ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ
- ୧୯୭୨: ନଫିଫିଲ୍ଡ ଫେଲୋ
- ୧୯୬୩: କେନେଡି ଫାଉଣ୍ଡେସନ ପ୍ରଫେସରସିପ
- ଗବେଷଣା ପୁରସ୍କାର
ପ୍ରକାଶିତ ବହି
- Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
- Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
- Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
- Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
- Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
- Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).
ଆଧାର
- ↑ Swarup, Harihar. "Poetry, first love of J.P. Das". The Tribune. Retrieved 26 April 2014.
- ↑ "ଦିଲ୍ଲୀ ଓଡିଆଙ୍କ ମୁରବୀ". ଧରିତ୍ରୀ ଛୁଟିଦିନ ୨୫-୩୧ଅକ୍ଟୋବର ୨୦୧୫. Retrieved 27 October 2015.
- ↑ "Saraswati Samman for eminent Oriya writer". The Hindu. Feb 13, 2007.
- ↑ Mohanty, Sachidananda. "The world of J.P.Das". The Hindu. Retrieved 29 April 2014.
- ↑ "RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE" (PDF). ଓଡ଼ିଶା ସରକାର. p. ୯୦. Retrieved 29 April 2014.
Dr. Jagannatha Prasad Das 1991 Poetry Aanhik
- ↑ "ORISSA SAHITYA ACADEMY AWARDED BOOKS AND WRITERS" (PDF). ଓଡ଼ିଶା ସରକାର. p. ୬୩୦. Retrieved 29 April 2014.
75. Je Jahar Nirjanata Poetry Dr. Jagannatha Prasad Das