"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୪୧ କ ଧାଡ଼ି: ୪୧ କ ଧାଡ଼ି:


== ଜୀବନ ==
== ଜୀବନ ==
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ [[ପୁରୀ]] ଠାରେ ଜନ୍ମ ଲାଭ କରିଥିଲେ । ସେ [[କଟକ]]ର ମିସନ ସ୍କୁଲ ଓ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା କଲେଜ]]ରେ ସେ ପଢ଼ା ପରେ ସେ [[ଆଲ୍ହାବାଦ ବିଶ୍ଵବିଦ୍ୟାଳୟ]]ରୁ [[ରାଜନୀତି ବିଜ୍ଞାନ]]ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ଏହା ପରେ ସେ [[ଭାରତୀୟ ପ୍ରଶାସନିକ ସେବା]]ରେ <!--[[Indian Administrative Service]]-->ଯୋଗ ଦେଇଥିଲେ ।
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ [[ପୁରୀ]] ଠାରେ ଜନ୍ମ ଲାଭ କରିଥିଲେ । ସେ [[କଟକ]]ର ମିସନ ସ୍କୁଲ ଓ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା କଲେଜ]]ରେ ସେ ପଢ଼ା ପରେ ସେ [[ଆଲ୍ହାବାଦ ବିଶ୍ଵବିଦ୍ୟାଳୟ]]ରୁ [[ରାଜନୀତି ବିଜ୍ଞାନ]]ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ୧୯୫୮ମସିହାରେ, ସେ [[ଭାରତୀୟ ପ୍ରଶାସନିକ ସେବା]]ରେ <!--[[Indian Administrative Service]]-->ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।<ref>{{cite news|title=ଦିଲ୍ଲୀ ଓଡିଆଙ୍କ ମୁରବୀ|url=http://www.dharitri.com/chhutidina/251015/p11.htm|accessdate=27 October 2015|newspaper=ଧରିତ୍ରୀ ଛୁଟିଦିନ ୨୫-୩୧ଅକ୍ଟୋବର ୨୦୧୫}}</ref>


== ସାହିତ୍ୟରଚନା ==
== ସାହିତ୍ୟରଚନା ==
୮୭ କ ଧାଡ଼ି: ୮୭ କ ଧାଡ଼ି:
* ୧୯୯୮:[[ଶାରଳା ପୁରସ୍କାର]], ପ୍ରିୟ ବିଦୁଷକ ନିମନ୍ତେ <ref>{{cite web|last=Mohanty|first=Sachidananda|title=The world of J.P.Das|url=http://www.thehindu.com/todays-paper/tp-features/tp-sundaymagazine/the-world-of-jpdas/article2275009.ece|publisher=The Hindu|accessdate=29 April 2014}}</ref>
* ୧୯୯୮:[[ଶାରଳା ପୁରସ୍କାର]], ପ୍ରିୟ ବିଦୁଷକ ନିମନ୍ତେ <ref>{{cite web|last=Mohanty|first=Sachidananda|title=The world of J.P.Das|url=http://www.thehindu.com/todays-paper/tp-features/tp-sundaymagazine/the-world-of-jpdas/article2275009.ece|publisher=The Hindu|accessdate=29 April 2014}}</ref>
*୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
*୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
* ୧୯୯୧: [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା|କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]], "ଆହ୍ନିକ" ନିମନ୍ତେ <ref>{{cite web|title=RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE|url=http://orissa.gov.in/e-magazine/orissaannualreference/ORA-2011/pdf/90-91.pdf|publisher=ଓଡ଼ିଶା ସରକାର|accessdate=29 April 2014|page=୯୦|quote=Dr. Jagannatha Prasad Das 1991 Poetry Aanhik}}</ref>
* ୧୯୯୧: [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା|କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]], "ଆହ୍ନିକ" ନିମନ୍ତେ(ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି) <ref>{{cite web|title=RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE|url=http://orissa.gov.in/e-magazine/orissaannualreference/ORA-2011/pdf/90-91.pdf|publisher=ଓଡ଼ିଶା ସରକାର|accessdate=29 April 2014|page=୯୦|quote=Dr. Jagannatha Prasad Das 1991 Poetry Aanhik}}</ref>
* ୧୯୮୭: ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର
* ୧୯୮୭: ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର
* ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଯେ ଯାହାର ନିର୍ଜନତା' ନିମନ୍ତେ <ref>{{cite web|title=ORISSA SAHITYA ACADEMY AWARDED BOOKS AND WRITERS|url=http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf|publisher=ଓଡ଼ିଶା ସରକାର|accessdate=29 April 2014|page=୬୩୦|quote=75. Je Jahar Nirjanata Poetry Dr. Jagannatha Prasad Das}}</ref>
* ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଯେ ଯାହାର ନିର୍ଜନତା' ନିମନ୍ତେ <ref>{{cite web|title=ORISSA SAHITYA ACADEMY AWARDED BOOKS AND WRITERS|url=http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf|publisher=ଓଡ଼ିଶା ସରକାର|accessdate=29 April 2014|page=୬୩୦|quote=75. Je Jahar Nirjanata Poetry Dr. Jagannatha Prasad Das}}</ref>

୧୧:୨୪, ୨୭ ଅକ୍ଟୋବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଜଗନ୍ନାଥ ପ୍ରସାଦ ଦାସ
ଫାଇଲ:Jagannath Prasad.jpg
ଜନ୍ମ ଓ ଜନ୍ମସ୍ଥାନ୧୯୩୬
ପୁରୀ[୧]
ଛଦ୍ମନାମJ.P., J.P. Das
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା କଲେଜ
ସମୟ୧୯୬୦ ଦଶକ
ଶୈଳୀକବିତା
ସାହିତ୍ୟ କୃତିପରିକ୍ରମା
ଆହ୍ନିକ
ପୁରସ୍କାରସରସ୍ଵତୀ ସମ୍ମାନ, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜଗନ୍ନାଥ ପ୍ରସାଦ ଦାସ ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।

ଜୀବନ

ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ ପୁରୀ ଠାରେ ଜନ୍ମ ଲାଭ କରିଥିଲେ । ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ସେ ପଢ଼ା ପରେ ସେ ଆଲ୍ହାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ୧୯୫୮ମସିହାରେ, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।[୨]

ସାହିତ୍ୟରଚନା

ପ୍ରାକ ରଚନା

କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ ।

ରଚନବଳୀ

କବିତା

  • ଯେ ଯାହାର ନିର୍ଜନତା
  • ପ୍ରଥମ ପୁରୁଷ
  • ପରିକ୍ରମା
  • ପୂର୍ବାପର - ୧
  • ପୂର୍ବାପର - ୨
  • ଆହ୍ନିକ
  • ଆଳୁକୁଚି ମାଳୁକୁଚି (୧୯୯୩)

ଉପନ୍ୟାସ

  • ଦେଶ କାଳ ପାତ୍ର (ଐତିହାସିକ ଉପନ୍ୟାସ - ୧୯୯୨)

ନାଟକ

  • ସୂର୍ଯ୍ୟାସ୍ତ ପୂର୍ବରୁ (୧୯୭୨)

ଶିଶୁ ସାହିତ୍ୟ

  • ଅଳିମାଳିକା (1993)

ଇଂରାଜୀ

  • Dāsa, Jagannātha Prasāda (1982). Puri paintings: the Chitrakāra and his work. Humanities Press. p. 200. ISBN 978-0391025776.
  • Das, Jagannath Prasad (2007). Chitra-pothi: Illustrated Palm-leaf Manuscripts from Orissa. Niyogi Books. p. 122. ISBN 978-8189738068.
  • Das, Williams, Jagannath_Prasad, Joanna Gottfried (1 Jan 1991). Palm-Leaf Miniatures: The Art of Raghunath Prusti of Orissa. Abhinav Publications. p. 92. ISBN 978-8170172758.{{cite book}}: CS1 maint: multiple names: authors list (link)

ଅନୁବାଦ

ପୁରସ୍କାର ଓ ସମ୍ମାନ

  • ୨୦୦୬: ସରସ୍ଵତୀ ସମ୍ମାନ, 'ପରିକ୍ରମା' ନିମନ୍ତେ [୩]
  • ୧୯୯୯: ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ
  • ୧୯୯୮:ଶାରଳା ପୁରସ୍କାର, ପ୍ରିୟ ବିଦୁଷକ ନିମନ୍ତେ [୪]
  • ୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
  • ୧୯୯୧: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, "ଆହ୍ନିକ" ନିମନ୍ତେ(ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି) [୫]
  • ୧୯୮୭: ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର
  • ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଯେ ଯାହାର ନିର୍ଜନତା' ନିମନ୍ତେ [୬]
  • ୧୯୭୯: ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ
  • ୧୯୭୨: ନଫିଫିଲ୍ଡ ଫେଲୋ
  • ୧୯୬୩: କେନେଡି ଫାଉଣ୍ଡେସନ ପ୍ରଫେସରସିପ
  • ଗବେଷଣା ପୁରସ୍କାର

ପ୍ରକାଶିତ ବହି

  • Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
  • Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
  • Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
  • Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
  • Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
  • Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).

ଆଧାର

  1. Swarup, Harihar. "Poetry, first love of J.P. Das". The Tribune. Retrieved 26 April 2014.
  2. "ଦିଲ୍ଲୀ ଓଡିଆଙ୍କ ମୁରବୀ". ଧରିତ୍ରୀ ଛୁଟିଦିନ ୨୫-୩୧ଅକ୍ଟୋବର ୨୦୧୫. Retrieved 27 October 2015.
  3. "Saraswati Samman for eminent Oriya writer". The Hindu. Feb 13, 2007.
  4. Mohanty, Sachidananda. "The world of J.P.Das". The Hindu. Retrieved 29 April 2014.
  5. "RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE" (PDF). ଓଡ଼ିଶା ସରକାର. p. ୯୦. Retrieved 29 April 2014. Dr. Jagannatha Prasad Das 1991 Poetry Aanhik
  6. "ORISSA SAHITYA ACADEMY AWARDED BOOKS AND WRITERS" (PDF). ଓଡ଼ିଶା ସରକାର. p. ୬୩୦. Retrieved 29 April 2014. 75. Je Jahar Nirjanata Poetry Dr. Jagannatha Prasad Das