"କେନ୍ଦୁଝର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Wikipedia python library
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{About|କେନ୍ଦୁଝର 'ସହର'|କେନ୍ଦୁଝର 'ଜିଲ୍ଲା' ପାଇଁ|କେନ୍ଦୁଝର ଜିଲ୍ଲା}}
{{About|କେନ୍ଦୁଝର 'ସହର'|କେନ୍ଦୁଝର 'ଜିଲ୍ଲା' ପାଇଁ|କେନ୍ଦୁଝର ଜିଲ୍ଲା}}
{{Infobox settlement
{{Infobox settlement
| name = କେନ୍ଦୁଝର
<!-- See Template:Infobox settlement for additional fields and descriptions -->
| settlement_type = ସହର
|official_name = କେନ୍ଦୁଝର
|settlement_type = ସହର
| other_name =
| nickname =
| image_skyline = Sanaghagara Kendujhar.jpg
| image_skyline = Sanaghagara Kendujhar.jpg
| imagesize = 250px
| imagesize = 250px
| image_caption = ସାନଘାଗରା ଜଳପ୍ରପାତ
| image_caption = ସାନଘାଗରା ଜଳପ୍ରପାତ
|image_map =
| pushpin_map = India Odisha
| pushpin_label_position =
|mapsize = 250x200px
| pushpin_map_alt =
|map_caption = [[ଓଡ଼ିଶା|ଓଡ଼ିଶାରେ]] ଅବସ୍ଥାନ
| pushpin_map_caption = Location in Odisha, India
|latd = 21 |latm = 38 |lats = 10 |latNS = N
| latd = 21.63
|longd = 85 |longm = 36 |longs = 31 |longEW = E
| latm =
|coordinates_display =
| lats =
|coordinates_footnotes =
|pushpin_map =Orissa
| latNS = N
| longd = 85.58
|pushpin_map_caption = [[ଓଡ଼ିଶା|ଓଡ଼ିଶାରେ]] ଅବସ୍ଥାନ
| named_for =
| longm =
| longs =
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା]]
| seat = କେନ୍ଦୁଝର
| longEW = E
| coordinates_display = inline,title
|subdivision_type = ଦେଶ
|subdivision_name = [[ଭାରତ]]
| subdivision_type = ଦେଶ
| subdivision_name = {{flag|India}}
|subdivision_type1 = [[ଭାରତର ରାଜ୍ୟ|ରାଜ୍ୟ]]
| subdivision_type1 = [[States and territories of India|ରାଜ୍ୟ]]
|subdivision_name1 = [[ଓଡ଼ିଶା]]
| subdivision_name1 = [[Odisha]]
|subdivision_type2 = [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳି|ଲୋକସଭା]]
| subdivision_type2 = [[List of districts of India|ଜିଲ୍ଲା]]
|subdivision_name2 = [[କେନ୍ଦୁଝର (ଲୋକସଭା ନିର୍ବାଚନ ମଣ୍ଡଳି)|କେନ୍ଦୁଝର]]
| subdivision_name2 = [[Keonjhar district|Keonjhar]]
|subdivision_type3 = [[ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା|ଜିଲ୍ଲା]]
| established_title = <!-- Established -->
|subdivision_name3 = [[କେନ୍ଦୁଝର ଜିଲ୍ଲା|କେନ୍ଦୁଝର]]
| subdivision_type4 = ଭାଷା
| established_date =
| founder =
| subdivision_name4 =[[ଓଡ଼ିଆ]], [[ଇଂରାଜୀ]]
| area_total_km2 =
| named_for =
| government_type =
| governing_body =
| unit_pref = Metric
| area_footnotes =
| area_rank =
| area_total_km2 =
| elevation_footnotes =
| elevation_m = 596
| population_total = 51832
| population_total = 51832
| population_as_of =୨୦୦୧
| population_as_of = 2001
| population_rank =
| population_rank =
| population_density_km2 =
| population_density_km2 = auto
| population_urban =
| population_demonym =
| population_rural =
| population_footnotes =
| sex_ratio =
| demographics_type1 = ଭାଷା
| demographics1_title1 = ସରକାରୀ
| child_sex_ratio =
| demographics1_info1 = [[Oriya language|Oriya]]
|population_blank1_title = ୬&nbsp;ବର୍ଷରୁ&nbsp;କମ&nbsp;ଶିଶୁ
| timezone1 = [[Indian Standard Time|IST]]
|population_blank1 =
| utc_offset1 = +5:30
| literacy_rate_total =
| postal_code_type = [[Postal Index Number|PIN]]
| literacy_male =
| postal_code = 758001
| literacy_female = <!--୭୨.୯୫<ref name="Population details" />-->
| temp = 28
| temp_summer = 45
| temp_winter = 9
| area_total_km2 =
| area_blank1_title =
| area_blank1_km2 =
|timezone = [[ଭାରତୀୟ ମାନକ ସମୟ|IST]] (+୫.୩୦)
|postal_code_type = [[ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର|ଡାକ କୋଡ଼]]
|postal_code = ୭୫୮ ୦୦୧
| area_code_type = [[ଟେଲିଫୋନ ସଂଖ୍ୟା ପ୍ରକାର|ତାର (ଏସ.ଟି.ଡ଼ି.)]]
| area_code = +୦୬୭୬୬
| registration_plate = OR/୦୯
| registration_plate = OR/୦୯
| website = {{official|kendujhar.nic.in}}
| website = {{URL|http://kendujhar.nic.in/}}
| footnotes =
}}
}}

'''କେନ୍ଦୁଝର''' [[ଓଡ଼ିଶା]]ର [[କେନ୍ଦୁଝର ଜିଲ୍ଲା]]ର ସଦର ମହକୁମା ଓ ଏକ ମୁଖ୍ୟ ସହର ।
'''କେନ୍ଦୁଝର''' [[ଓଡ଼ିଶା]]ର [[କେନ୍ଦୁଝର ଜିଲ୍ଲା]]ର ସଦର ମହକୁମା ଓ ଏକ ମୁଖ୍ୟ ସହର ।
ଏହି ସହର ଓଡ଼ିଶାର ରାଜଧାନୀ [[ଭୁବନେଶ୍ଵର]]ଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, [[ସାନଘାଗରା ଜଳପ୍ରପାତ]], [[ବଡ଼ଘାଗରା ଜଳପ୍ରପାତ]], ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନ ସବୁ ଅଛି । ଏହି ସହର ବିପ୍ଳବୀ [[ଧରଣୀଧର ଭୂୟାଁ]] ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।
ଏହି ସହର ଓଡ଼ିଶାର ରାଜଧାନୀ [[ଭୁବନେଶ୍ଵର]]ଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, [[ସାନଘାଗରା ଜଳପ୍ରପାତ]], [[ବଡ଼ଘାଗରା ଜଳପ୍ରପାତ]], ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନ ସବୁ ଅଛି । ଏହି ସହର ବିପ୍ଳବୀ [[ଧରଣୀଧର ଭୂୟାଁ]] ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।
୮୧ କ ଧାଡ଼ି: ୭୯ କ ଧାଡ଼ି:
କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡିଆ ଚତୁପାର୍ଶ୍ଵ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।
କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡିଆ ଚତୁପାର୍ଶ୍ଵ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।


== ଜନସଂଖ୍ୟା ଓ ସାକ୍ଷରତା ==
୨୦୦୧ ଜନଗଣନା ଅନୁଯାୟୀ ସହରର ମୋଟ ଜନସଂଖ୍ୟା ୫୧,୮୩୨ ଥିଲା ।
୨୦୦୧ ମସିହାର [[ଭାରତୀୟ ଜନଗଣନା]] ଅନୁସାରେ, {{PAGENAME}} ସହରର ମୋଟ ଜନସଂଖ୍ୟା ୩୫୦୪୩ ଅଟେ ।<ref name=sens>{{cite web|title=way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ|url=http://web.archive.org/web/20040616075334/http://www.censusindia.net/results/town.php?stad=A&state5=999|accessdate=24 September 2015}}</ref> ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । {{PAGENAME}}ର ସାକ୍ଷରତା ହାର ୭୨.୦୮% ଅଟେ । ଏହା ଜାତୀୟ ହାର ଠାରୁ -୭.୨୪% ପ୍ରତିଶତ କମ ଅଟେ । ସେଥିରୁ ୪୦.୮୭% ପ୍ରତିଶତ ପୁରୁଷ ଓ ୩୧.୨୨% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।<ref name=sens/>

== ଭାଷା ==
[[ଓଡ଼ିଆ ଭାଷା|ଓଡ଼ିଆ]] {{PAGENAME}}ର ସରକାରୀ ଭାଷା ଅଟେ ।


== ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ==
== ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ==

୨୩:୫୫, ୧୨ ଅକ୍ଟୋବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କେନ୍ଦୁଝର
ସହର
ସାନଘାଗରା ଜଳପ୍ରପାତ
ସାନଘାଗରା ଜଳପ୍ରପାତ
ଦେଶ India
ରାଜ୍ୟOdisha
ଜିଲ୍ଲାKeonjhar
Elevation
596 m (1,955 ft)
Population
 (2001)
 • Total୫୧,୮୩୨
ଭାଷା
 • ସରକାରୀOriya
Time zoneUTC+5:30 (IST)
PIN
758001
ଯାନବାହାନ ପଞ୍ଚୀକରଣOR/୦୯
Websitekendujhar.nic.in

କେନ୍ଦୁଝର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହି ସହର ଓଡ଼ିଶାର ରାଜଧାନୀ ଭୁବନେଶ୍ଵରଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, ସାନଘାଗରା ଜଳପ୍ରପାତ, ବଡ଼ଘାଗରା ଜଳପ୍ରପାତ, ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନ ସବୁ ଅଛି । ଏହି ସହର ବିପ୍ଳବୀ ଧରଣୀଧର ଭୂୟାଁ ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।

ଇତିହାସ

ଆରମ୍ଭରୁ କେନ୍ଦୁଝର ସହରହିଁ ଜିଲ୍ଲାର ମୂଖ୍ୟ ପ୍ରଶାସନିକ କେନ୍ଦ୍ର ରହି ଆସିଛି । ୧୨ଶ ଶତାବ୍ଦୀର ମଧ୍ୟଭାଗରେ ଖିଚିଂଠାରୁ ଅଲଗା ହେବାପରଠାରୁ ଭଞ୍ଜବଂଶର ରାଜମାନେ ଏହିଠାରୁହିଁ ରାଜ୍ୟର ଶାସନକାର୍ଯ୍ୟ ଚଳାଇଆସୁଥିଲେ । ଖିଚିଂଠାରୁ ଅଲଗା ହେବା ପରେ ରାଜା ଶ୍ରୀ ଜ୍ୟୋତି ଭଞ୍ଜ ଏହାର ଶାସନଭାର ଗ୍ରହଣ କରନ୍ତି । କାଳକ୍ରମେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା ।

  • ଶ୍ରୀ ଜଗନ୍ନାଥ ଭଞ୍ଜ (୧୬୮୮-୧୭୦୦)
  • ଶ୍ରୀ ରଘୁନାଥ ଭଞ୍ଜ (୧୭୦୦-୧୭୧୯)
  • ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬)
  • ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭)
  • ଶ୍ରୀ ଧନେଶ୍ଵର ନାରାୟଣ ଭଞ୍ଜ (୧୭୫୭-୧୭୫୮)
  • ଶ୍ରୀ ଜଗତେଶ୍ଵର ନାରାୟଣ ଭଞ୍ଜ (୧୭୫୮-୧୭୬୨)
  • ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭)
  • ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨)
  • ଶ୍ରୀ ଗଦାଧର ନାରାୟଣ ଭଞ୍ଜଦେଓ (୧୮୨୫-୧୮୬୧ ଅଥବା ୧୮୩୨-୧୮୬୧)
  • ଶ୍ରୀ ଧନୁର୍ଯୟ ନାରାୟଣ ଭଞ୍ଜଦେଓ (୧୮୬୧-୧୯୦୫)
  • ଶ୍ରୀ ଗୋପୀନାଥ ନାରାୟଣ ଭଞ୍ଜଦେଓ (୧୯୦୫-୧୯୨୬)
  • ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ (୧୯୨୬-୧୯୪୮)

ବିପ୍ଳବୀ ଧରଣୀଧରଙ୍କର ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା ।

ଭୂଗୋଳ

କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡିଆ ଚତୁପାର୍ଶ୍ଵ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କେନ୍ଦୁଝର ସହରର ମୋଟ ଜନସଂଖ୍ୟା ୩୫୦୪୩ ଅଟେ ।[୧] ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । କେନ୍ଦୁଝରର ସାକ୍ଷରତା ହାର ୭୨.୦୮% ଅଟେ । ଏହା ଜାତୀୟ ହାର ଠାରୁ -୭.୨୪% ପ୍ରତିଶତ କମ ଅଟେ । ସେଥିରୁ ୪୦.୮୭% ପ୍ରତିଶତ ପୁରୁଷ ଓ ୩୧.୨୨% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା

ଓଡ଼ିଆ କେନ୍ଦୁଝରର ସରକାରୀ ଭାଷା ଅଟେ ।

ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ

  • ଜିଲ୍ଲା ମୁଖ୍ୟ ଗ୍ରନ୍ଥାଳୟ

କେନ୍ଦୁଝର ସହରର ଏହି ଗ୍ରନ୍ଥାଳୟଟି ୧୯୭୭ ମସିହାରୁ କାର୍ଯ୍ୟ କରିଆସୁଛି । ଉପଲବ୍ଧ ଗ୍ରନ୍ଥପଞ୍ଜି ଅନୁସାରେ, ଏହି ଗ୍ରନ୍ଥାଳୟରେ ମୋଟ ୧୦୮୭୦ଟି ପୁସ୍ତକ ରହିଛି । ଏହି ଗ୍ରନ୍ଥାଳୟ ସୋମବାର ବ୍ୟତୀତ ଅନ୍ୟ ସବୁଦିନେ ଦିନ ୧୧ଟା ଠାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହେ ।

  • ଜିଲ୍ଲା ସଂଗ୍ରହାଳୟ

ଏହା କେନ୍ଦୁଝରର ପୁରୁଣା ବଜାରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ । ଏହି ସଂଗ୍ରହାଳୟର ଏକ ଶାଖା ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ମଧ୍ୟ ରହିଛି ।

ଦର୍ଶନୀୟ ସ୍ଥାନ

  • ବଳଦେବଜୀଉ ମନ୍ଦିର

ଓଡ଼ିଶାର ଇଷ୍ଟଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁଦୃଶ୍ୟ ମନ୍ଦିରଟି କେନ୍ଦୁଝରର ପୁରୁଣା ବଜାର ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ମହା ସମାରୋହରେ ଶ୍ରୀ ଜୀଉଙ୍କର ରଥଯାତ୍ରା ପାଳନ କରାଯାଏ । ଏହି ମନ୍ଦିରର ଅନତି ଦୂରରେ ବଣଜଙ୍ଗଲ ଘେରା ସିଦ୍ଧମଠ ଠାରେ ସିଦ୍ଧକାଳୀଙ୍କର ମନ୍ଦିର ଅଛି ।

ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି ।

ସହରରୁ ମାତ୍ର ୯କି.ମି. ଦୂରତାରେ ଅବସ୍ଥିତ ଏହା ଅନ୍ୟ ଏକ ମନୋରମ ଜଳପ୍ରପାତ । ଏହାର ଉଚ୍ଚତା ୨୦୦ଫୁଟ ଅଟେ ।[୨]

Badaghagara Waterfall, Kendujhar

ଶିକ୍ଷା

  • ବିଦ୍ୟାଳୟ
  • ଧନୁର୍ଯୟ ନାରାୟଣ (ଡି.ଏନ.) ଉଚ୍ଚ ବିଦ୍ୟାଳୟ
  • ନରସିଂହ ସ୍ଵାଇଁ (ଏନ.ଏସ.) ପୋଲିସ ଉଚ୍ଚ ବିଦ୍ୟାଳୟ
  • କେନ୍ଦ୍ରୀୟ ବିଦ୍ୟାଳୟ
  • ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ରାଜନୀତି

କେନ୍ଦୁଝର ବିଧାନସଭା ଆସନରୁ ଶ୍ରୀ ସୁବର୍ଣ୍ଣ ନାଏକ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କେନ୍ଦୁଝର ଲୋକସଭା ଆସନରୁ ଶ୍ରୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ନିର୍ବାଚିତ ହୋଇ ସାଂସଦ ଭାବେ ଜିଲ୍ଲାର ପ୍ରତିନିଧିତ୍ଵ କରୁଛନ୍ତି ।[୩]

ପରିବହନ ଓ ଯୋଗାଯୋଗ

ଜାତୀୟ ରାଜପଥ ନଂ୦୬ ଏବଂ ୨୧୫ ଏହି ସହରର ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଦୁଇ ରାଜପଥ ସହରର ମଧ୍ୟଭାଗ ଦେଇ ଯାଇଛନ୍ତି । ୨୦୦୮-୦୯ ରୁ ଏହି ସହରରୁ ରେଳ ପରିବହନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ପ୍ରତିଦିନ ନିୟମିତ ଭାବରେ ଯାତ୍ରୀବାହୀ ରେଳ ଚାଲୁଅଛି ।

ଆଧାର

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.
  2. [୧]
  3. [୨]