"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଛବି ପ୍ରଦାନ କରାଗଲା |
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୬୩ କ ଧାଡ଼ି: | ୬୩ କ ଧାଡ଼ି: | ||
|- |
|- |
||
| [[ମୋ କୋଳ ତୋ ଝୁଲଣା]]||୨୦୦୧||[[ହିମାଂଶୁ ପରିଜା]] |
| [[ମୋ କୋଳ ତୋ ଝୁଲଣା]]||୨୦୦୧||[[ହିମାଂଶୁ ପରିଜା]] |
||
|- |
|||
| [[ସିଂହବାହିନୀ]]||୧୯୯୮||[[ବସନ୍ତ ସାହୁ]] |
|||
|- |
|||
| [[ନାରୀ ଆଖିରେ ନିଆଁ]]|||| |
| [[ନାରୀ ଆଖିରେ ନିଆଁ]]|||| |
||
|- |
|- |
୧୪:୫୬, ୭ ଅକ୍ଟୋବର ୨୦୧୫ ଅନୁସାରେ କରାଯାଇଥିବା ବଦଳ
ସିଦ୍ଧାନ୍ତ ମହାପାତ୍ର | |
---|---|
Born | |
Nationality | ଭାରତୀୟ |
Occupation | କଥାଚିତ୍ର ଅଭିନୟ |
Years active | ୧୯୯୩-ଏବେଯାଏଁ |
Known for | ଅଭିନେତା |
Spouse(s) | ରଚନା ବାନାର୍ଜୀ (ବିବାହ ବିଚ୍ଛେଦ) ମାମା ମିଶ୍ର |
ସିଦ୍ଧାନ୍ତ ମହାପାତ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା ଓ ବିଜୁ ଜନତା ଦଳର ନେତା ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁରରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, କେନ୍ଦୁଝର ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, ନୂଆଦିଲ୍ଲୀ ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି । ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ ।
ସିନେମା ଜୀବନ
୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ | |||
---|---|---|---|---|---|
ମୋ' ଦୁନିଆ ତୁ ହିଁ ତୁ[୧] | ୨୦୧୩ | ସୁଧାକର ବସନ୍ତ | |||
୧୪୩ ଆଇ ଲଭ ୟୁ | ୨୦୧୧ | ||||
ମତେ ବୋହୂ କରି ନେଇ ଯା | ୨୦୧୧ | ବିକାଶ ଦାଶ | |||
ବାହୁଡ଼ିବେ ମୋ ଜଗାବଳିଆ | |||||
ଚକା ଚକା ଭଉଁରୀ | ୨୦୦୭ | ଶୁଭେନ୍ଦୁ ସ୍ୱାଇଁ | |||
ଯେ ପାଞ୍ଚେ ପର ମନ୍ଦ | |||||
ଧର୍ମର ହେବ ଜୟ | |||||
କଳ୍କୀ ଅବତାର | ୧୯୯୯ | ||||
ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର | |||||
ସିନ୍ଦୂର ନୁହେଁ ଖେଳଘର | |||||
ଶାଶୁଘର ଚାଲିଯିବି | |||||
ସନ୍ତାନ | |||||
ମନ ରହିଗଲା ତୁମରି ଠାରେ | ୨୦୦୨ | ମହମ୍ମଦ ମହସୀନ | |||
ଯଶୋଦା | ୧୯୯୬ | ହର ପଟ୍ଟନାୟକ | |||
ରଣଭୂମି | ୧୯୯୫ | ||||
ଗଙ୍ଗା ଯମୁନା | ୧୯୯୭ | ହର ପଟ୍ଟନାୟକ | |||
ମୋ କୋଳ ତୋ ଝୁଲଣା | ୨୦୦୧ | ହିମାଂଶୁ ପରିଜା | ନାରୀ ଆଖିରେ ନିଆଁ | ||
ଶ୍ରଦ୍ଧାଞ୍ଜଳି | ୧୯୯୩ | ପଙ୍କଜ ପାଣି |
ରାଜନୈତିକ ଜୀବନ
ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇଥିଲେ ଓ ଓଡ଼ିଶାର ବ୍ରହ୍ମପୁର (ଲୋକସଭା ନିର୍ବାଚନ ମଣ୍ଡଳୀ)ରୁ ୨୦୦୯ ଏବଂ ୨୦୧୪ ମସିହାର ଲୋକସଭା ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରି ବିଜୟୀ ହୋଇଥିଲେ ।[୨]
ପୁରସ୍କାର
- ଶ୍ରେଷ୍ଠ ଅଭିନେତା, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୧ [୩]
ଆଧାର
- ↑ "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013.
Release Date – 11th January 2013
- ↑ http://eciresults.nic.in/statewiseS18.htm?st=S18
- ↑ "Odisha 23rd state film awards announced". mbctv.co.in. Retrieved 16 November 2012.
Sidhanta Mohapatra was selected best actor for his film 'Eka Eka'
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ସିଦ୍ଧାନ୍ତ ମହାପାତ୍ର