"ହବିଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୧୫ କ ଧାଡ଼ି: ୧୫ କ ଧାଡ଼ି:
ପ୍ରମେୟ ପୃଷ୍ଠା ୨
ପ୍ରମେୟ ପୃଷ୍ଠା ୨
ତା-୯ ଜୁନ ୨୦୧୫
ତା-୯ ଜୁନ ୨୦୧୫

[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ଶ୍ରେଣୀ:ଧର୍ମୀୟ ବିଶ୍ଵାସ]]

୨୩:୧୨, ୧୬ ସେପ୍ଟେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ମହାପ୍ରଭୁଙ୍କ ଲୀଳା ବଡ ବିଚିତ୍ର । ଠାକୁର ସ୍ନାନ କରନ୍ତି, ତାଙ୍କୁ ଜର ହୁଏ, ଦେବା ବିଗ୍ରହମାନଙ୍କୁ ଔଷଧ ମଧ୍ୟ ଲାଗି କରାଯାଏ । ଏଆହ ହେଉଛି ତାଙ୍କ ମାନବୀୟ ଲୀଳାଆରଏ ଇକେଏ ଅଙ୍ଗ । ଏହି ମହାପ୍ରଭୁଙ୍କ ବିଗ୍ରହକୁ ଏଇ ମଣିଷମାନେ ହି ତିଆରି କରନ୍ତି । ମହାପ୍ରଭୁଙ୍କ ଯାହା ବି କମ ହେଉ ସେବାୟତ ମାନେ ନିଷ୍ଠାର ସହ କରନ୍ତି । ଏହି ନିଷ୍ଠା ପାଇଁ ସେମାନେ ହବିଷ କରନ୍ତି । ବିଭିନ୍ନ ସମୟ ରେ ବିଭିନ୍ନ ସେବାୟତ ମାନେ ହବିଷ କରନ୍ତି । ପୂର୍ବରୁ ମୁନି ଋଷି ମାନେ କଷ୍ଟ କରି ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ତପସ୍ୟା କରିବା ଭଳି ଏହି ସେବାୟତ ମାନେ ହବିଷ କରି ପ୍ରଭୁଙ୍କ କୃପା ଲାଭ କରନ୍ତି । ଆଉ ସମସ୍ତ କଠିନ କାମ ଅତି ସହଜ ରେ ସମ୍ପାଦନ କରନ୍ତି । ଦୋଳାଦେବୀ କଡରେ ଥିବା କମାରଶାଳରେ ସ୍ନାନପୁର୍ଣିମା ପରଦିନଠାରୁ ଗୁପ୍ତଘର ନିର୍ମାଣ ହୋଇଛି । ବାହାରେ ତିନୋଟି ଶାଳରେ ରଥ ଓ ବିଗ୍ରହ ନିର୍ମାଣ ପାଇଁ ବିଭିନ୍ନ ଲୁହାସମଗ୍ରୀ ନିର୍ମାଣ ହେଉଥିବାବେଳେ ଗୁପ୍ତ ଘରେ ଗୁପ୍ତ ସେବା ଚାଲିଛି । ଏହି ଗୁପ୍ତ ଘରକୁ କେବଳ ତିନିବାଡର ମୁଖ୍ୟ କାମର ସେବକଙ୍କୁ ଅନୁମତି ଅଛି । ଏହି ସମୟରେ ମୁଖ୍ୟ ସେବକମାନେ ହବିଷ ରେ ରୁହନ୍ତି । ତେବେ ତିନିବାଡ ର ଧ୍ଵଜା ନିର୍ମାଣ ବେଳେ ଏହି ରୂପକାରସେବକ ମାନେ ସପରିବାର ହବିଷ ରେ ରୁହନ୍ତି । ଏହି ସେବାୟତମାନଙ୍କ ଘରକୁ ସ୍ନାନପୁର୍ଣିମ ୧୫ ପରେ କୋଇଲି ବୈକୁଣ୍ଠରୁ ଦାରୁ ଆସେ । ସେହିଦିନଠାରୁ ସେମାନେ ହବିଷରେ ରୁହନ୍ତି । ଏହି ଦାରୁରେ ବଳଭଦ୍ରଙ୍କ ରଥ ପାଇଁ ଲକ୍ଷ୍ମୀନୃସିଂହ ନିର୍ମାଣ ହେଉଥିବା ବେଳେ ଜଗନ୍ନାଥଙ୍କ ପାଇଁ ହନୁମାନ ନିର୍ମାଣ ହୁଅନ୍ତି । ଶୁଭଦ୍ରାଙ୍କ ରଥ ପାଇଁ ମାଭୁବନେଶ୍ଵରୀ ନିର୍ମାଣ ହୁଅନ୍ତି । ଏହି ସମୟରୁ ଶ୍ରୀଗୁଣ୍ଡିଚା ପର୍ଯ୍ୟନ୍ତ ଏମାନେ ହବିଷ ପାଳନ କରନ୍ତି । ହବିଷ ପାଳନ ସମୟରେ ଆମିଷ, ପିଆଜ, ରସୁଣ ଓ ବାହାର ଖାଦ୍ୟ ବର୍ଜନ ଥାଏ । ଏହି ସମୟରେ ଶେଜ, ମାଣ୍ଡୀ ଓ ଅନ୍ୟ ବସ୍ତ୍ର ବର୍ଜନ କରାଯାଏ ।






 ଆଧାର==

ଆଧାର{} ପ୍ରମେୟ ପୃଷ୍ଠା ୨ ତା-୯ ଜୁନ ୨୦୧୫