"ସର୍ବପଲ୍ଲୀ ରାଧାକୃଷ୍ଣନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୪୩ କ ଧାଡ଼ି: ୪୩ କ ଧାଡ଼ି:


== ଦର୍ଶନ ==
== ଦର୍ଶନ ==
"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hogg ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାନବସ୍ତୁକୁ ନେଇ ''''HINDU VIEW OF LIFE'''' ନାମକ ପୁସ୍ତକ ପ୍ରଣୟନ କରାଗଲା ।
"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hogg ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାନବସ୍ତୁକୁ ନେଇ ''''HINDU VIEW OF LIFE'''' ନାମକ ପୁସ୍ତକ ପ୍ରଣୟନ କରାଗଲା । [[ଭାରତୀୟ ଦର୍ଶନ କଂଗ୍ରେସ]] ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ବିଶ୍ଵକବି ରବୀନ୍ଦ୍ରନାଥ ଠାକୁର ହୋଇଥଲେ ଏହାର ପ୍ରଥମ ସଭାପତି । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ୍ ଭାରତର ପ୍ରତିନିଧିତ୍ଵ କରିଥିଲେ

== ପୁରସ୍କାର ଓ ସମ୍ମାନ ==
== ପୁରସ୍କାର ଓ ସମ୍ମାନ ==



୦୮:୨୪, ୭ ସେପ୍ଟେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ସର୍ବପଲ୍ଲୀ ରାଧାକୃଷ୍ଣନ
ଭାରତର ୨ୟ ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୬୨ – ୧୩ ମଇ,୧୯୬୭
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଲାଲ ବାହାଦୁର ଶାସ୍ତ୍ରୀ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଇନ୍ଦିରା ଗାନ୍ଧୀ
Vice Presidentଜାକିର ହୁସେନ
ପୂର୍ବ ଅଧିକାରୀରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ଭାରତର ପ୍ରଥମ ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୫୨ – ୧୨ ମଇ,୧୯୬୨
ରାଷ୍ଟ୍ରପତିରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1888-09-05)୫ ସେପ୍ଟେମ୍ବର ୧୮୮୮
ତିରୁଟ୍ଟନି, ଭାରତ
ମୃତ୍ୟୁ୧୭ ଅପ୍ରେଲ ୧୯୭୫(1975-04-17) (ବୟସ ୮୬)
ଚେନ୍ନାଇ, ଭାରତ
ରାଜନୀତିକ ଦଳସ୍ବାଧୀନ
ଜୀବନ ସାଥୀଶିବକାମୁ
ସନ୍ତାନ୫ ଝିଅ
୧ ପୁଅ
ଶିକ୍ଷାନୁଷ୍ଠାନମାଡ୍ରାସ ବିଶ୍ଵବିଦ୍ୟାଳୟ
ପେଷାଦାର୍ଶନିକ
ପ୍ରାଧ୍ୟାପକ

ଆମ ଦେଶରେ ସର୍ବତ୍ର ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ପାଳନ କରାଯାଏ । ଏଇ ଦିନଟି ହେଲା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କର ଜନ୍ମତିଥ୍ । ଜଣେ ପ୍ରଜ୍ଞାଦୀପ୍ତ ଦାର୍ଶନିକ, କୁଶଳୀ ରାଷ୍ଟ୍ରନୀତିଜ୍ଞ ତଥା ଆଦର୍ଶ ଶିକ୍ଷକ ଭାବରେ ସେ ଦେଶ ବିଦେଶରେ ପରିଚିତ ।[୧]

ଜୀବନୀ

ବାଲ୍ୟ ଜୀବନ

ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁତ୍ତାଣି ଗ୍ରାମରେ ୧୮୮୮ ସେପ୍ଟେମ୍ବର ୫ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥଲେ । ତାଙ୍କ ପିତାଙ୍କ ନାମ ବୀରସ୍ଵାମୀ ଓ ମାତା ସୀତାମ୍ମା । ରାଧାକୃଷ୍ଣନ୍‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା । ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଡକୃରେଟ୍ (ବିଦ୍ୟାବାରିଧୂ ଡିଗ୍ରୀ ସହ ସମାନ) ଉପାଧଟି ସେ “ The Ethics of Vedants" ନିବନ୍ଧ ଲେଖି ଅର୍ଜନ କରିଥଲେ ।

ଶିକ୍ଷା

ରାଧାକୃଷ୍ଣନ୍ ଥିଲେ ଖୁବ୍ ମେଧାବୀ, ଶ୍ରଦ୍ଧାଶୀଳ ଓ ଅଧୟନରତ ବିଦ୍ୟାର୍ଥୀ । ତାଙ୍କର ସ୍କୁଲ କଲେଜର ପାଠପଢା ଥଲା ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ । ୧୯୦୯ ଖ୍ରୀ.ଅରେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳତରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ୍ କରି ସେ ପ୍ରେସିଡେନ୍ସି କଲେଜ, ମାନ୍ଦ୍ରାଜ୍ (ବର୍ତ୍ତମାନର ଚେନ୍ନାଇ)ରେ ଅଧାପକ ଭାବେ କାମ କଲେ । ୧୯୧୭ ଖ୍ରୀ.ଅ.ପର୍ଯ୍ୟନ୍ତ ପ୍ରେସିଡେନ୍ସି କଲେଜରେ ଅଧାପନା କରିବାପରେ ମହୀଶୁର ରାଜ୍ୟର ଦେୱାନ୍ (ଭାରତରତ୍ନ) ବିଶ୍ଵେଶ୍ଵରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ଵବିଦ୍ୟାଳୟରେ ଯୋଗଦେଲେ । ତା'ପରେ ମହାରାଜା କଲେଜ୍, ମହୀଶୁରରେ ଯୋଗଦେଲେ । କଲିକତା ବିଶ୍ଵବିଦ୍ୟାଳୟର କୁଳପତି ସାର୍- ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ସେଇ ବିଶ୍ଵବିଦ୍ୟାଳୟର ଏକ ବିଶିଷ୍ଟ ଆସନ KING GEORGE V Chair of Mental & Moral Science ଅଳଂକୃତ କରିଥଲେ ।

ବୈବାହିକ ଜୀବନ

ରାଜନୈତିକ ଜୀବନ

ଦର୍ଶନ

"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hogg ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାନବସ୍ତୁକୁ ନେଇ 'HINDU VIEW OF LIFE' ନାମକ ପୁସ୍ତକ ପ୍ରଣୟନ କରାଗଲା । ଭାରତୀୟ ଦର୍ଶନ କଂଗ୍ରେସ ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ବିଶ୍ଵକବି ରବୀନ୍ଦ୍ରନାଥ ଠାକୁର ହୋଇଥଲେ ଏହାର ପ୍ରଥମ ସଭାପତି । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ୍ ଭାରତର ପ୍ରତିନିଧିତ୍ଵ କରିଥିଲେ ।

ପୁରସ୍କାର ଓ ସମ୍ମାନ

ଗ୍ରନ୍ଥସୂଚୀ

ଅଧିକ ତଥ୍ୟ

ଆଧାର

  1. Mahapatra, Nirmala Kumari. "ରାଷ୍ଟ୍ରଗୁରୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ୍" (PDF). Utkala Prasanga (Sept, 2013): 100–102. Retrieved 6 September 2015.