"ସର୍ବପଲ୍ଲୀ ରାଧାକୃଷ୍ଣନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ତଥ୍ୟ ସଂପାଦନା
ଟିକେNo edit summary
୨୯ କ ଧାଡ଼ି: ୨୯ କ ଧାଡ଼ି:
}}
}}


ଆମ ଦେଶରେ ସର୍ବତ୍ର ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ପାଳନ କରାଯାଏ । ଏଇ ଦିନଟି ହେଲା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କର ଜନ୍ମତିଥ୍ ।
ଆମ ଦେଶରେ ସର୍ବତ୍ର ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ପାଳନ କରାଯାଏ । ଏଇ ଦିନଟି ହେଲା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କର ଜନ୍ମତିଥ୍ । ଜଣେ ପ୍ରଜ୍ଞାଦୀପ୍ତ ଦାର୍ଶନିକ, କୁଶଳୀ ରାଷ୍ଟ୍ରନୀତିଜ୍ଞ ତଥା ଆଦର୍ଶ ଶିକ୍ଷକ ଭାବରେ ସେ ଦେଶ ବିଦେଶରେ ପରିଚିତ ।


== ବାଲ୍ୟ ଜୀବନ ==
== ବାଲ୍ୟ ଜୀବନ ==

୧୫:୧୧, ୬ ସେପ୍ଟେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ସର୍ବପଲ୍ଲୀ ରାଧାକୃଷ୍ଣନ
ଭାରତର ୨ୟ ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୬୨ – ୧୩ ମଇ,୧୯୬୭
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଲାଲ ବାହାଦୁର ଶାସ୍ତ୍ରୀ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଇନ୍ଦିରା ଗାନ୍ଧୀ
Vice Presidentଜାକିର ହୁସେନ
ପୂର୍ବ ଅଧିକାରୀରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ଭାରତର ପ୍ରଥମ ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୫୨ – ୧୨ ମଇ,୧୯୬୨
ରାଷ୍ଟ୍ରପତିରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1888-09-05)୫ ସେପ୍ଟେମ୍ବର ୧୮୮୮
ତିରୁଟ୍ଟନି, ଭାରତ
ମୃତ୍ୟୁ୧୭ ଅପ୍ରେଲ ୧୯୭୫(1975-04-17) (ବୟସ ୮୬)
ଚେନ୍ନାଇ, ଭାରତ
ରାଜନୀତିକ ଦଳସ୍ବାଧୀନ
ଜୀବନ ସାଥୀଶିବକାମୁ
ସନ୍ତାନ୫ ଝିଅ
୧ ପୁଅ
ଶିକ୍ଷାନୁଷ୍ଠାନମାଡ୍ରାସ ବିଶ୍ଵବିଦ୍ୟାଳୟ
ପେଷାଦାର୍ଶନିକ
ପ୍ରାଧ୍ୟାପକ

ଆମ ଦେଶରେ ସର୍ବତ୍ର ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ପାଳନ କରାଯାଏ । ଏଇ ଦିନଟି ହେଲା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କର ଜନ୍ମତିଥ୍ । ଜଣେ ପ୍ରଜ୍ଞାଦୀପ୍ତ ଦାର୍ଶନିକ, କୁଶଳୀ ରାଷ୍ଟ୍ରନୀତିଜ୍ଞ ତଥା ଆଦର୍ଶ ଶିକ୍ଷକ ଭାବରେ ସେ ଦେଶ ବିଦେଶରେ ପରିଚିତ ।

ବାଲ୍ୟ ଜୀବନ

ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁଭାଣି ଗ୍ରାମରେ ୧୯୮୮ ସେପ୍ଟେମ୍ବର ୫ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥଲେ । ରାଧାକୃଷ୍ଣନ୍‌ଙ୍କର ପିତା ବୀରସ୍ଵାମୀ ପୁରୋହିତ କାର୍ଯ୍ୟ ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇ ଅଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଡକୃରେଟ୍ (ବିଦ୍ୟାବାରିଧୂ ଡିଗ୍ରୀ ସହ ସମାନ) ଉପାଧଟି ସେ “ The Ethics of Vedants “ ନିବନ୍ଧ ଲେଖି ଅର୍ଜନ କରିଥଲେ । ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hoggଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥଲା ।

ଶିକ୍ଷା

ରାଧାକୃଷ୍ଣନ୍ ଅଲେ ଖୁବ୍ ମେଧାବୀ, ଶ୍ରଦ୍ଧାଶୀଳ ଓ ଅଧୟନରତ ବିଦ୍ୟାର୍ଥୀ । ତାଙ୍କର ସ୍କୁଲ କଲେଜର ପାଠପଢା ଥଲା ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ । ୧୯୦୧ ଖ୍ରୀ.ଅରେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳତରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ୍ କରି ସେ ପ୍ରେସିଡେନ୍ସି କଲେଜ, ମାନ୍ଦ୍ରାଜ୍ (ବର୍ତ୍ତମାନର ଚେନ୍ନାଇ)ରେ ଅଧାପକ ଭାବେ କାମ କଲେ । ସେ ୧୯୧୭ ଖ୍ରୀ.ଅ. ପର୍ଯ୍ୟନ୍ତ ପ୍ରେସିଡେନ୍ତି କଲେଜରେ ଅଧାପନା କଲେ । ମହୀଶୁର ରାଜ୍ୟର ଦେୱାନ୍ (ଭାରତରତ୍ନ) ବିଶ୍ଵେଶ୍ଵରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ଵବିଦ୍ୟାଳୟରେ ଯୋଗଦେଲେ । ରାଧାକୃଷ୍ଣନ୍‌ଙ୍କର ପାଣ୍ଡିତ୍ୟରେ ମୁଗ୍ଧ ହୋଇ କଲିକତା ବିଶ୍ଵବିଦ୍ୟାଳୟର କୁଳପତି ସାର୍- ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ସେଇ ବିଶ୍ଵବିଦ୍ୟାଳୟର ଏକ ବିଶିଷ୍ଟ ଆସନ KING GEORGE V Chair of Mental & Moral Science ଅଳଂକୃତ କରିଥଲେ । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) Paola Caal'HINDU VIEW OF LIFE କରିଥଲା । ଉପାଦେୟତା ଦୃଷ୍ଟିରୁ ଏଇ ଗ୍ରନ୍ଥର ପଞ୍ଚମ ସଂସ୍କରଣ ହୋଇଥଲା ଅଳ୍ପ କେତେଦିନ ମଧରେ । ଏହି ଗ୍ରନ୍ଥ ମଧ୍ୟ ପୃଥ୍ବୀର ବହୁ ଭାଷାରେ ଅନୁଦିତ ହୋଇ ଅଛି ।

ଅଧିକ ତଥ୍ୟ