"ଗରୁଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ପୃଷ୍ଠାଟିକୁ ଖାଲି କରିଦେଲେ
No edit summary
୧ କ ଧାଡ଼ି: ୧ କ ଧାଡ଼ି:
ଗରୁଡ

ଗରୁଡ ଗୋଟିଏ ପକ୍ଷୀ ଜାତିୟା ପ୍ରାଣୀ । ହିନ୍ଦୁ ଓ ବୌଦ୍ଧ ଧର୍ମଗ୍ରନ୍ଥ ରେ ଗରୁଡ ବିଷୟରେ ଅନେକ କିଛି ଲେଖା ଥିବାର ଜଣାପଡେ । ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ ବିଷ୍ଣୁଙ୍କ ବାହାନ ରୂପେ ଜଣାଶୁଣା । ହିନ୍ଦୁ ଶାସ୍ତ୍ରରେ ଗରୂଡକୁ ବିଷ୍ଣୁଙ୍କ ବାହନ ଓ ଦେବତା ରୂପେ ପୂଜା କରାଯାଏ । ଗରୁଡ ସର୍ପଜାତୀୟ ପ୍ରାଣୀ ତଥା ନାଗସାପ ଜାତୀୟ ପ୍ରାଣୀର ଗୋଟିଏ ପରମ ଶତୃ । ଗରୁଡ ବିଭିନ୍ନ ନାମରେ ଜଣା ଯଥା:- ଚିରାଗ, ଗଗନେଶ୍ଵର, କାମାୟୁଷ, କାଶ୍ୟପି,ଖଗେଶ୍ଵର, ସୁଧାହରା, ତାରକ୍ଷ ଇତ୍ୟାଦି ।

୦୬:୫୨, ୫ ସେପ୍ଟେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ