"ଗୁଣପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 19°05′N 83°49′E / 19.08°N 83.82°E / 19.08; 83.82
ଉଇକିପିଡ଼ିଆ‌ରୁ
Content deleted Content added
No edit summary
୨ କ ଧାଡ଼ି: ୨ କ ଧାଡ଼ି:
<!-- See [[Wikipedia:WikiProject Indian cities]] for details -->
<!-- See [[Wikipedia:WikiProject Indian cities]] for details -->
{{Infobox Indian jurisdiction
{{Infobox Indian jurisdiction
| native_name = ଗୁଣପୁର
| native_name = ଗୁଣୁପୁର
| type = ସହର
| type = ସହର
| latd = 19.08 | longd = 83.82
| latd = 19.08 | longd = 83.82

୦୦:୨୧, ୨୭ ଜୁଲାଇ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଗୁଣୁପୁର
—  ସହର  —
ଗୁଣୁପୁର
ଗୁଣୁପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°05′N 83°49′E / 19.08°N 83.82°E / 19.08; 83.82
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ରାୟଗଡ଼ା
ଲୋକସଂଖ୍ୟା ୨୪,୭୦୬
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


83 metres (272 ft)

କୋଡ଼

ଗୁଣପୁର,ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ସହର ଓ ଗୁଣୁପୁର ଉପଖଣ୍ଡର (ସବ୍‌ ଡିଭିଜନ୍) ସଦର ମହକୁମା ଅଟେ ।

ଇତିହାସ

ଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡ଼ିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣପୁରର ସରକାରୀ ହାଇସ୍କୁଲଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ ଗୁଣୁପୁର ମହାବିଦ୍ୟାଳୟ ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।

ଭୂଗୋଳ

ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।[୧] ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।

ଦର୍ଶନୀୟ ସ୍ଥାନ

ଜଗନ୍ନାଥ ମନ୍ଦିର, ଗୁଣପୁର

ଗୁଣପୁର ନିକଟରେ ଥିବା ପଦ୍ମପୁରର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣୁପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-

ଆଧାର

ବାହାର ଲିଙ୍କ