"ଏୟାର ଇଣ୍ଡିଆ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
|||
୪୬ କ ଧାଡ଼ି: | ୪୬ କ ଧାଡ଼ି: | ||
[[ଫାଇଲ:Air India Boeing 777-200LR Lofting-2.jpg|250px|left|ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୭୭]] |
[[ଫାଇଲ:Air India Boeing 777-200LR Lofting-2.jpg|250px|left|ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୭୭]] |
||
''ଏୟାର ଇଣ୍ଡିଆ''' (Air India), [[ଭାରତ]]ର ଏକ ବିମାନସେବା । ଭାରତ ସରକାରଙ୍କ ଦ୍ଵାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ (ଅନ୍ୟଟି [[ଇଣ୍ଡିଆନ ଏୟାରଲାଇନ୍ସ]]। ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ '''ଟାଟା ଏୟାରଲାଇନ୍ସ''' ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା ।<ref>http://www.airindia.in/SBCMS/Webpages/JRD.aspx?MID=196</ref> <ref>http://www.flightglobal.com/pdfarchive/view/1939/1939%20-%201264.html</ref>ଏହାର କର୍ପୋରେଟ କାର୍ଯୟାଳୟ ଦକ୍ଷିଣ [[ମୁମ୍ବାଇ|ବମ୍ବେ]]ର [[ନରିମାନ ପଇଣ୍ଟ]]ରେ ଅବସ୍ତିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି । ଗୋଟିଏ [[ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର]]ରେ ରହିଥିବା ବେଳେ ଅନ୍ୟଟି [[ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲ]]ରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର [[ଏସିଆ]], [[ୟୁରୋପ]] ଓ ଉତ୍ତର [[ଆମେରିକା]]କୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି । |
''ଏୟାର ଇଣ୍ଡିଆ''' (Air India), [[ଭାରତ]]ର ଏକ ବିମାନସେବା । ଭାରତ ସରକାରଙ୍କ ଦ୍ଵାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ (ଅନ୍ୟଟି [[ଇଣ୍ଡିଆନ ଏୟାରଲାଇନ୍ସ]]। ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ '''ଟାଟା ଏୟାରଲାଇନ୍ସ''' ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା ।<ref>http://www.airindia.in/SBCMS/Webpages/JRD.aspx?MID=196</ref> <ref>http://www.flightglobal.com/pdfarchive/view/1939/1939%20-%201264.html</ref>ଏହାର କର୍ପୋରେଟ କାର୍ଯୟାଳୟ ଦକ୍ଷିଣ [[ମୁମ୍ବାଇ|ବମ୍ବେ]]ର [[ନରିମାନ ପଇଣ୍ଟ]]ରେ ଅବସ୍ତିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି । ଗୋଟିଏ [[ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର]]ରେ ରହିଥିବା ବେଳେ ଅନ୍ୟଟି [[ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲ]]ରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର [[ଏସିଆ]], [[ୟୁରୋପ]] ଓ ଉତ୍ତର [[ଆମେରିକା]]କୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି । ୨୦୧୪ରେ ଏୟାର ଇଣ୍ଡିଆ ବିଶ୍ଵର ସର୍ବବ୍ରୁହତ୍ ବିମାନ ଆଲାଏନ୍ସ, ସ୍ଟାର ଆଲାଏନ୍ସର ସଭ୍ୟଭାବେ ଯୋଗ ଦେଇଛି । |
||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
୨୨:୪୯, ୧୦ ଜୁନ ୨୦୧୫ ଅନୁସାରେ କରାଯାଇଥିବା ବଦଳ
| ||||
Founded | July 1932 (as Tata Airlines) | |||
---|---|---|---|---|
Commenced operations | 15 ଅକ୍ଟୋବର 1932 | |||
Hubs | ||||
Secondary hubs | ||||
Focus cities |
| |||
Frequent-flyer program | Flying Returns | |||
Airport lounge | Maharaja Lounge | |||
Alliance | Star Alliance (ସ୍ଟାର ଆଲାଏନ୍ସ) | |||
Subsidiaries | ||||
Fleet size | 102 (+ 27 orders) | |||
Destinations | 55 (excl. subsidiaries) | |||
Company slogan | Your Palace in the Sky | |||
Parent company | Air India Limited | |||
Headquarters | Air India Building, Nariman Point, Mumbai, Maharashtra, India (moving to Delhi in 2013)[୧] | |||
Key people | JRD Tata (Founder) | |||
Website | http://airindia.in |
ଏୟାର ଇଣ୍ଡିଆ' (Air India), ଭାରତର ଏକ ବିମାନସେବା । ଭାରତ ସରକାରଙ୍କ ଦ୍ଵାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ (ଅନ୍ୟଟି ଇଣ୍ଡିଆନ ଏୟାରଲାଇନ୍ସ। ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ ଟାଟା ଏୟାରଲାଇନ୍ସ ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା ।[୨] [୩]ଏହାର କର୍ପୋରେଟ କାର୍ଯୟାଳୟ ଦକ୍ଷିଣ ବମ୍ବେର ନରିମାନ ପଇଣ୍ଟରେ ଅବସ୍ତିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି । ଗୋଟିଏ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରହିଥିବା ବେଳେ ଅନ୍ୟଟି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି । ୨୦୧୪ରେ ଏୟାର ଇଣ୍ଡିଆ ବିଶ୍ଵର ସର୍ବବ୍ରୁହତ୍ ବିମାନ ଆଲାଏନ୍ସ, ସ୍ଟାର ଆଲାଏନ୍ସର ସଭ୍ୟଭାବେ ଯୋଗ ଦେଇଛି ।
ଆଧାର
- ↑ Business Standard. "Air India headquarters to shift to Delhi". Business-standard.com. Retrieved 2012-10-13.
{{cite web}}
:|author=
has generic name (help) - ↑ http://www.airindia.in/SBCMS/Webpages/JRD.aspx?MID=196
- ↑ http://www.flightglobal.com/pdfarchive/view/1939/1939%20-%201264.html