"ଏୟାର ଇଣ୍ଡିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୩୩ କ ଧାଡ଼ି: ୩୩ କ ଧାଡ଼ି:
|frequent_flyer = Flying Returns
|frequent_flyer = Flying Returns
|lounge = Maharaja Lounge
|lounge = Maharaja Lounge
|alliance = Star Alliance (ସ୍ଟାର ଆଲାଏନ୍ସ)
|alliance =
|fleet_size = 102 (+ 27 orders)
|fleet_size = 102 (+ 27 orders)
|subsidiaries = <div>
|subsidiaries = <div>

୨୨:୪୪, ୧୦ ଜୁନ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଏୟାର ଇଣ୍ଡିଆ
IATA
AI
ICAO
AIC
Callsign
AIRINDIA
FoundedJuly 1932 (as Tata Airlines)
Commenced operations15 ଅକ୍ଟୋବର 1932 (1932-10-15) (୯୧ ବର୍ଷ ପୂର୍ବରୁ)
Hubs
Secondary hubs
Focus cities
Frequent-flyer programFlying Returns
Airport loungeMaharaja Lounge
AllianceStar Alliance (ସ୍ଟାର ଆଲାଏନ୍ସ)
Subsidiaries
Fleet size102 (+ 27 orders)
Destinations55 (excl. subsidiaries)
Company sloganYour Palace in the Sky
Parent companyAir India Limited
HeadquartersAir India Building,
Nariman Point, Mumbai, Maharashtra, India (moving to Delhi in 2013)[୧]
Key peopleJRD Tata (Founder)
Websitehttp://airindia.in
ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୭୭
ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୭୭

ଏୟାର ଇଣ୍ଡିଆ' (Air India), ଭାରତର ଏକ ବିମାନସେବା । ଭାରତ ସରକାରଙ୍କ ଦ୍ଵାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ (ଅନ୍ୟଟି ଇଣ୍ଡିଆନ ଏୟାରଲାଇନ୍ସ। ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ ଟାଟା ଏୟାରଲାଇନ୍ସ ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା ।[୨] [୩]ଏହାର କର୍ପୋରେଟ କାର୍ଯୟାଳୟ ଦକ୍ଷିଣ ବମ୍ବେର ନରିମାନ ପଇଣ୍ଟରେ ଅବସ୍ତିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି । ଗୋଟିଏ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରହିଥିବା ବେଳେ ଅନ୍ୟଟି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି ।

ଆଧାର

  1. Business Standard. "Air India headquarters to shift to Delhi". Business-standard.com. Retrieved 2012-10-13. {{cite web}}: |author= has generic name (help)
  2. http://www.airindia.in/SBCMS/Webpages/JRD.aspx?MID=196
  3. http://www.flightglobal.com/pdfarchive/view/1939/1939%20-%201264.html

ବାହାର ତଥ୍ୟ