"ପେଚା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Saileshpat (ଆଲୋଚନା | ଅବଦାନ) |
Saileshpat (ଆଲୋଚନା | ଅବଦାନ) No edit summary |

୧ କ ଧାଡ଼ି: | ୧ କ ଧାଡ଼ି: | ||
{{automatic taxobox |

| fossil_range = {{fossil range|Late Paleocene|Recent}} |

| image = Athene noctua (cropped).jpg |

| image caption = [[Little owl]] (''Athene noctua'') |

| image2 = Otus jolandae song - pone.0053712.s008.oga |

| image2_caption = ''[[Otus jolandae]]'' call |

| taxon = Strigiformes |

| authority = [[Johann Georg Wagler|Wagler]], 1830 |

| range_map = Owl range.png |

| range_map_caption = Range of the owl, all species. |

| subdivision_ranks = Families |

| subdivision = |

[[Strigidae]]

[[Tytonidae]]

[[Ogygoptyngidae]] ([[fossil]])

[[Palaeoglaucidae]] ([[fossil]])

[[Protostrigidae]] ([[fossil]])

[[Sophiornithidae]] ([[fossil]]) |

| synonyms = |

Strigidae ''sensu'' Sibley & Ahlquist |

ପେଚା ଏକ ନିଶାଚର ପକ୍ଷୀ ଓ ଅନ୍ୟ ପକ୍ଷୀଙ୍କ ତୁଳନାରେ ପେଚାର ମସ୍ତିଷ୍କ ଏବଂ ଆଖି ସାମନାକୁ ଥାଏ,ଠେକୁଆ ପରି କର୍ଣଦ୍ୱୟ ଠିଆ ହୋଇ ରହିଥାଏ । ଏମାନେ ଆଣ୍ଟାର୍କଟିକା ବ୍ୟତୀତ ସବୁସ୍ଥାନରେ ଦେଖିବାକୁ ମିଳନ୍ତି ଓ ଏମାନଙ୍କର ପାଖାପାଖି ୨୦୦ ପ୍ରଜାତି ଅଛନ୍ତି । ପେଚା ମାନେ ଦୂର –ଦର୍ଶୀ ଅଟନ୍ତି ଅର୍ଥାତ ଆଖିର ନିକଟତର ଜିନିଷ ଦେଖିପାରନ୍ତି ନାହିଂ ଏତଦବ୍ୟତୀତ ଦ୍ଵିତ-କର୍ଣୀ ଅର୍ଥାତ କୌଣସି ଶବ୍ଦକୁ ବୁଝିବା ବା ଦିଗ ନିର୍ଣୟ କରିବାପାଇଁ ଦୁଇକର୍ଣ ଏକ ସାଙ୍ଗରେ ବ୍ୟବହାର କରନ୍ତି । |
ପେଚା ଏକ ନିଶାଚର ପକ୍ଷୀ ଓ ଅନ୍ୟ ପକ୍ଷୀଙ୍କ ତୁଳନାରେ ପେଚାର ମସ୍ତିଷ୍କ ଏବଂ ଆଖି ସାମନାକୁ ଥାଏ,ଠେକୁଆ ପରି କର୍ଣଦ୍ୱୟ ଠିଆ ହୋଇ ରହିଥାଏ । ଏମାନେ ଆଣ୍ଟାର୍କଟିକା ବ୍ୟତୀତ ସବୁସ୍ଥାନରେ ଦେଖିବାକୁ ମିଳନ୍ତି ଓ ଏମାନଙ୍କର ପାଖାପାଖି ୨୦୦ ପ୍ରଜାତି ଅଛନ୍ତି । ପେଚା ମାନେ ଦୂର –ଦର୍ଶୀ ଅଟନ୍ତି ଅର୍ଥାତ ଆଖିର ନିକଟତର ଜିନିଷ ଦେଖିପାରନ୍ତି ନାହିଂ ଏତଦବ୍ୟତୀତ ଦ୍ଵିତ-କର୍ଣୀ ଅର୍ଥାତ କୌଣସି ଶବ୍ଦକୁ ବୁଝିବା ବା ଦିଗ ନିର୍ଣୟ କରିବାପାଇଁ ଦୁଇକର୍ଣ ଏକ ସାଙ୍ଗରେ ବ୍ୟବହାର କରନ୍ତି । |

ପେଚା ମାନଙ୍କୁ ୨ଟି ପରିବାରରେ ବିଭକ୍ତ କରାଯାଇଅଛି ପ୍ରକୃତ ପେଚା(True Owl) : |
ପେଚା ମାନଙ୍କୁ ୨ଟି ପରିବାରରେ ବିଭକ୍ତ କରାଯାଇଅଛି ପ୍ରକୃତ ପେଚା(True Owl) : |
୧୭:୨୮, ୧୨ ମଇ ୨୦୧୫ ଅନୁସାରେ କରାଯାଇଥିବା ବଦଳ
ପେଚା | |

Little owl (Athene noctua) | |
Otus jolandae call | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
ଗୋଷ୍ଠୀ: | ଆଫ୍ରୋଏଭସ |
ବର୍ଗ: | ଷ୍ଟ୍ରିଜିଫୋର୍ମ୍ସ Wagler, 1830 |
Families | |
Strigidae | |
Range of the owl, all species. | |
Synonyms | |
Strigidae sensu Sibley & Ahlquist |
ପେଚା ଏକ ନିଶାଚର ପକ୍ଷୀ ଓ ଅନ୍ୟ ପକ୍ଷୀଙ୍କ ତୁଳନାରେ ପେଚାର ମସ୍ତିଷ୍କ ଏବଂ ଆଖି ସାମନାକୁ ଥାଏ,ଠେକୁଆ ପରି କର୍ଣଦ୍ୱୟ ଠିଆ ହୋଇ ରହିଥାଏ । ଏମାନେ ଆଣ୍ଟାର୍କଟିକା ବ୍ୟତୀତ ସବୁସ୍ଥାନରେ ଦେଖିବାକୁ ମିଳନ୍ତି ଓ ଏମାନଙ୍କର ପାଖାପାଖି ୨୦୦ ପ୍ରଜାତି ଅଛନ୍ତି । ପେଚା ମାନେ ଦୂର –ଦର୍ଶୀ ଅଟନ୍ତି ଅର୍ଥାତ ଆଖିର ନିକଟତର ଜିନିଷ ଦେଖିପାରନ୍ତି ନାହିଂ ଏତଦବ୍ୟତୀତ ଦ୍ଵିତ-କର୍ଣୀ ଅର୍ଥାତ କୌଣସି ଶବ୍ଦକୁ ବୁଝିବା ବା ଦିଗ ନିର୍ଣୟ କରିବାପାଇଁ ଦୁଇକର୍ଣ ଏକ ସାଙ୍ଗରେ ବ୍ୟବହାର କରନ୍ତି । ପେଚା ମାନଙ୍କୁ ୨ଟି ପରିବାରରେ ବିଭକ୍ତ କରାଯାଇଅଛି ପ୍ରକୃତ ପେଚା(True Owl) :
- ଷ୍ଟ୍ରିଙ୍ଗିଡାଏ (Strigidae) ଓ ଚୋକଡ ପେଚା(Bran-Owl)
- ଟାଇଟୋଡାଏ(Tytonidae ) ।
ବିବରଣୀ
ପେଚା ମାନେ ମୁଖ୍ୟତଃ ନିଶାଚର କାରଣ ଏମାନେ ପ୍ରଖର କିରଣ ରେ ଦେଖିପାରନ୍ତି ନାହିଁ । ପେଚମାନେ ଏକ ପ୍ରକାର ଶିକାରୀ ପକ୍ଷୀ ଏମାନେ ମାଛ,ମୂଷା,କୀଟ ପତଙ୍ଗ ଆଦି ଖାଦ୍ୟ ରୂପେ ଗ୍ରହଣ କରନ୍ତି । ପେଚାମାନଙ୍କ ଆଖି ଦ୍ୱୟ ବଡ ବଡ ଓ ଏହା ଆଖି କୋରଟ ରେ ସ୍ଥିର ହୋଇ ରହିଥାଏ ଯାହାଫଳରେ ପେଚା ଆଖିର ଚଳ ପ୍ରଚଳନ କରିପାରେ ନାହିଁ ସେଥିଲାଗି ସେମାନେ ନିଜର ମୁଣ୍ଡ କୁ ୨୭୦o କୋଣ ରେ ବୁଲାଇ ପାରନ୍ତି । ପେଚାମାନଙ୍କ ଗର୍ଦ୍ଧନମେରୁଯୋଡ ୧୪ ଟି ଥାଏ ଯେଉଁଠାରେ ମନୁଷ୍ୟ ର ୭ଟି ଥାଏ ଯାହାଫଳରେ ମୁଣ୍ଡକୁ ୨୭୦ କୋଣ ରେ ବୁଲାଇଲେ ମଧ୍ୟ ରକ୍ତ ପ୍ରବାହ ରେ କୌଣସି ଅସୁବିଧା ହୁଏନାହିଁ ।
Burrowing owl (Athene cunicularia)
ପେଚାମାନଙ୍କ କାନ ଦୁଇ ମଧ୍ୟ ସାମ୍ନାକୁ ଥାଏ ଏମାନେ କୌଣସି ଶବ୍ଦ ଶୁଣିଲେ ସେଇ ଶବ୍ଦର ଦିଗକୁ ମୁଣ୍ଡ ବୁଲାନ୍ତି ଯେତେ ପର୍ଯ୍ୟନ୍ତ ଶବ୍ଦ ଦୁଇକାନ ର ସଂସ୍ପର୍ଶ ରେ ନ ଆସେ ସେମାନେ ଶବ୍ଦ କୁ ସଠିକ ରୂପେ ବୁଝିପାରନ୍ତି ନାଇଁ ।ପେଚାମାନଙ୍କ କର୍ଣ ଓ ଚକ୍ଷୁ ଉନ୍ନତ ନ ହେଇଥିଲେ ମଧ୍ୟ ତାଙ୍କ ଚଞ୍ଚୁ ଏକ କାରିଗରୀ ଅସ୍ତ୍ର ରୂପେ ବିବେଚିତ ହୁଏ । ପେଚମାନଙ୍କ ଚଞ୍ଚୁ ମୁହଁ ର ତଳ ଆଡକୁ ଥାଏ ଓ ଏହା ଏକ ଧାରୁଆ କରତ ପରି କାମ କରେ । ଚଞ୍ଚୁ ର ଏପରି ତଳ ଆଡ଼କୁ ଗଠନ ଯାହାକି ପେଚାକୁ ଦେଖିବାରେ କୌଣସି ବାଧା କରେନାହିଁ । ପେଚା ମାନେ ଉଡ଼ିବାରେ କୌଣସି ଶବ୍ଦ ହୁଏନି ହଁ ପବନ ଗତିର ଏକ ଶବ୍ଦ ଆସେ କିନ୍ତୁ ପେଚାର ଡେଣା ରୁ କୌଣସି ଶବ୍ଦ ଆସେ ନାହିଁ । ଅଧିକାଂଶ ପେଚା ରାତ୍ରିକାଳରେ ସକ୍ରିୟ ରୁହନ୍ତି ଏବଂ କିଛି ପ୍ରଜାତି ଦିନ ସମୟରେ ମଧ୍ୟ ସକ୍ରିୟ ରହିବାରେ ପରିଲକ୍ଷିତ ହୋଇଛି ।
ପ୍ରଜନନ
ପେଚା ମାନଙ୍କ ଅଣ୍ଡା ବୃତ୍ତାକାର ଓ ଧଳା ଏବଂ ଏମାନେ ଏକାଧିକ ଅଣ୍ଡା ଦେଇଥା’ନ୍ତି । ଅଣ୍ଡା ଦେବାରେ ଏମାନେ ୧ରୁ ୩ ଦିନ ସମୟ ନିଅନ୍ତି ଯାହାଫଳରେ ଅଣ୍ଡା ଫୁଟିବାସମୟ ପୃଥକ ପୃଥକ ହୋଇଥାଏ ।
ମନୁଷ୍ୟ ଓ ପେଚା
ପେଚା କୁ ନେଇ ଅନେକ ଅନ୍ଧ ବିଶ୍ଵାସ ରହିଅଛି ଯେପରିକି ହିନ୍ଦୁ ଧର୍ମରେ ଧଳାପେଚା କୁ ଲକ୍ଷ୍ମୀ ଙ୍କ ବାହାନ ଓ ଶୁଭ ବୋଲି ମଣିନିଆଯାଏ ମାଟିଆ ପେଚାକୁ ମୃତ୍ୟୁ ର ପ୍ରତୀକ ବା ଅଶୁଭ ମଣିନିଆଯାଏ । ଏତଦବ୍ୟତୀତ ଆମେରିକା,ଆଫ୍ରିକା ଓ ଆରବ ପରିଦେଶ ମାନଙ୍କରେ ମଧ୍ୟ ପେଚାକୁ ମୃତ୍ୟୁ ର ପ୍ରତୀକ ବା ଅଶୁଭ ବୋଲି ଧରାଯାଏ । ଫ୍ରାନସ,ବେଲ୍ଜିୟମ,ନେଦରଲ୍ୟାଣ୍ଡ ଆଦି ଦେଶରେ ବୁଦ୍ଦିମାନ ର ପ୍ରତୀକ ବୋଲି ବିବେଚିତ କରାଯାଏ । ପେଚା ର କର୍ଣ ଓ ଚକ୍ଷୁ ର ଗଠନ ଅନୁଯାଇ ଏପରି ନାମକରଣ କରାଯାଇଛି ଯାହାର ଅର୍ଥ ବୋକା ବା ନିର୍ବୋଧ ।