"ଭୂମିକମ୍ପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଦ୍ୟତନ କରାଯାଉଛି ।
No edit summary
୩ କ ଧାଡ଼ି: ୩ କ ଧାଡ଼ି:
[[File:Global plate motion 2008-04-17.jpg|thumb|300px|Global plate tectonic movement]]
[[File:Global plate motion 2008-04-17.jpg|thumb|300px|Global plate tectonic movement]]
{{Earthquakes}}
{{Earthquakes}}
'''ଭୂମିକମ୍ପ''' ଏକ [[ପ୍ରକୃତିକ ଦୁର୍ବିପାକ]] ଅଟେ । [[lan:en|ଇଂରାଜୀ]]ରେ ଏହାକୁ earthquake, quake, tremor or temblor କୁହାଯାଏ । [[ପୃଥିବୀ]] ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସ‌ହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ ।<ref>{{cite web|title=Why Do Earthquakes Happen?|url=http://www.geo.mtu.edu/UPSeis/why.html|publisher=UPSeis|accessdate=28/04/2015}}</ref> ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ '''ଏପିସେଣ୍ଟର''' କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ '''ସିସ୍‌ମିସିଟି''', '''ସିସ୍‌ମିଜିମ୍''' କିମ୍ବା '''ସିସ୍‌ମିକ''' କ୍ରିୟା କୁହାଯାଏ ।<br />
'''ଭୂମିକମ୍ପ''' ଏକ [[ପ୍ରକୃତିକ ଦୁର୍ବିପାକ]] ଅଟେ । [[ଇଂରାଜୀ ଭାଷା|ଇଂରାଜୀ]]ରେ ଏହାକୁ earthquake, quake, tremor ବା temblor କୁହାଯାଏ । [[ପୃଥିବୀ]] ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସ‌ହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ ।<ref>{{cite web|title=Why Do Earthquakes Happen?|url=http://www.geo.mtu.edu/UPSeis/why.html|publisher=UPSeis|accessdate=28/04/2015}}</ref> ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ '''ଏପିସେଣ୍ଟର''' କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ '''ସିସ୍‌ମିସିଟି''', '''ସିସ୍‌ମିଜିମ୍''' କିମ୍ବା '''ସିସ୍‌ମିକ''' କ୍ରିୟା କୁହାଯାଏ ।<br />
ଭୂମିକମ୍ପକୁ ଆମେ [[ସିସ୍‌ମୋମିଟର]] ([[seismometers]]) ଦ୍ଵାରା ମାପିଥାଉ। [[ମୋମେଣ୍ଟ ମ୍ୟାଗ୍‌ନିଚ୍ୟୁଡ୍]] ଅତି ସାଧାରଣ ସ୍କେଲ୍‌ ଯେଉଁଥିରେ ଭୂମିକମ୍ପ ମାନ‌କ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନ‌କ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍‌ରେ ମ‌ପାଯାଏ ଯାହାକୁ ରିଟର ମ୍ୟାଗ୍‌ନିଚ୍ୟୁଡ୍ ସ୍କେଲ କୁହାଯାଏ ।
ଭୂମିକମ୍ପକୁ ଆମେ [[ସିସ୍‌ମୋମିଟର]] (seismometers) ଦ୍ଵାରା ମାପିଥାଉ । [[ମୋମେଣ୍ଟ ମ୍ୟାଗ୍‌ନିଚ୍ୟୁଡ୍]] ଅତି ସାଧାରଣ ସ୍କେଲ୍‌ ଯେଉଁଥିରେ ଭୂମିକମ୍ପ ମାନ‌କ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନ‌କ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍‌ରେ ମ‌ପାଯାଏ ଯାହାକୁ ରିଟର ମ୍ୟାଗ୍‌ନିଚ୍ୟୁଡ୍ ସ୍କେଲ କୁହାଯାଏ ।
ମାନ‌କ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନ‌କ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ ।<ref>{{cite web|url=http://www.crustal.ucsb.edu/outreach/faq.php |title=Earthquake FAQ |publisher=Crustal.ucsb.edu |accessdate=2011-07-24}}</ref>
ମାନ‌କ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନ‌କ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ ।<ref>{{cite web|url=http://www.crustal.ucsb.edu/outreach/faq.php |title=Earthquake FAQ |publisher=Crustal.ucsb.edu |accessdate=2011-07-24}}</ref>
[[ଫାଇଲ:Quake epicenters 1963-98.png|thumb|300px|ପୃଥିବୀର ଭୂମିକମ୍ପ କେନ୍ଦ୍ରସ୍ଥଳ, ୧୯୬୩-୧୯୯୮]]
[[ଫାଇଲ:Quake epicenters 1963-98.png|thumb|300px|ପୃଥିବୀର ଭୂମିକମ୍ପ କେନ୍ଦ୍ରସ୍ଥଳ, ୧୯୬୩-୧୯୯୮]]

୧୩:୨୬, ୩୦ ଅପ୍ରେଲ ୨୦୧୫ ଅନୁସାରେ କରାଯାଇଥିବା ବଦଳ

Global earthquake epicenters, 1963–1998
Global plate tectonic movement

ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ ଅଟେ । ଇଂରାଜୀରେ ଏହାକୁ earthquake, quake, tremor ବା temblor କୁହାଯାଏ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସ‌ହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ ।[୧] ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ ଏପିସେଣ୍ଟର କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ ସିସ୍‌ମିସିଟି, ସିସ୍‌ମିଜିମ୍ କିମ୍ବା ସିସ୍‌ମିକ କ୍ରିୟା କୁହାଯାଏ ।
ଭୂମିକମ୍ପକୁ ଆମେ ସିସ୍‌ମୋମିଟର (seismometers) ଦ୍ଵାରା ମାପିଥାଉ । ମୋମେଣ୍ଟ ମ୍ୟାଗ୍‌ନିଚ୍ୟୁଡ୍ ଅତି ସାଧାରଣ ସ୍କେଲ୍‌ ଯେଉଁଥିରେ ଭୂମିକମ୍ପ ମାନ‌କ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନ‌କ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍‌ରେ ମ‌ପାଯାଏ ଯାହାକୁ ରିଟର ମ୍ୟାଗ୍‌ନିଚ୍ୟୁଡ୍ ସ୍କେଲ କୁହାଯାଏ । ମାନ‌କ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନ‌କ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ ।[୨]

ପୃଥିବୀର ଭୂମିକମ୍ପ କେନ୍ଦ୍ରସ୍ଥଳ, ୧୯୬୩-୧୯୯୮
Global plate tectonic movement

ଆଧାର

  1. "Why Do Earthquakes Happen?". UPSeis. Retrieved 28/04/2015. {{cite web}}: Check date values in: |accessdate= (help)
  2. "Earthquake FAQ". Crustal.ucsb.edu. Retrieved 2011-07-24.

ବାହାର କଡ଼ି