"ଉଇକିପିଡ଼ିଆ:ଶିକ୍ଷଣ/Editing" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Robot: Adding hi:विकिपीडिया:स्वशिक्षा/सम्पादन |
ମହତ ବାଣୀ |
୧ କ ଧାଡ଼ି: | ୧ କ ଧାଡ଼ି: | ||
୧-ବିବେକ ଆଦେଶ ହେଉ,ପିପାସା ତାକୁ ଗ୍ରହଣ କରୁ| |
<noinclude> |
୨-ଭଲ ପାଇବାର ଗୋପନୀୟତା ଯେଙ ଦିନ ଶେଷ ହୋଇଯାଏ,ସେହି ଦିନଠାରୁ ସେ ଆଉ ଆନନ୍ଦଦାୟକ ହୋଇପାରେ ନାହିଁ| |
{{WP help pages (header bar)}}</noinclude> |
୩-ସଫଲତା ହିଁ ଅନେକ ବିରାଟ ପ୍ରମାଦକୁ ଘୋଡାଇ ପକାଏ| |
{{Wikipedia:Tutorial/TabsHeader|This=2}} |
୪-ଦୋଶ ଖୋଜ ନାହିଁ;ପ୍ରତିକାର ଖୋଜ| |
୫-ଖୋସାମତ ଠାରୁ ବଲି ଗାଲି ଆଉ ିଛି ନାହିଁ| |
{{TOCright}} |
[[ବ୍ୟବହାରକାରୀ:Bibhu Darshan Nanda|Bibhu Darshan Nanda]] ([[ବ୍ୟବହାରକାରୀଙ୍କ ଆଲୋଚନା:Bibhu Darshan Nanda|ମୋ ଆଲୋଚନା]]) ୦୮:୨୨, ୨୧ ମାର୍ଚ୍ଚ ୨୦୧୫ (UTC) |
[[File:Edit-this-page-large-or.png|right|thumb|300px|ଲେଖାଟିକୁ ବଦଳାଇବା ପାଇଁ "ଏହାକୁ ବଦଳାନ୍ତୁ" ପତିଟି ଉପରେ କ୍ଲିକ କରନ୍ତୁ]] |
କେତେକ [[Wikipedia:Protection policy|କିଳାଯାଇଥିବା ପୃଷ୍ଠାକୁ ଛାଡ଼ି]] ପ୍ରତି ପୃଷ୍ଠାରେ ଏକ "'''''ଏହାକୁ ବଦଳାନ୍ତୁ '''''" ପତି ରହିଛି ଯାହା ଆପଣଙ୍କୁ ସେହି ପୃଷ୍ଠାକୁ ସମ୍ପାଦନା କରିବାରେ ସାହାଯ୍ୟ କରିଥାଏ । ଏହା [[ଉଇକିପିଡ଼ିଆ]]ର ଏକ ସାଧାରଣ ସୁବିଧା ଯାହା ଏକ ପ୍ରସଙ୍ଗରେ ଥିବା ଭୁଲଭଟକାକୁ ସୁଧାରି ତାହାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ କିଛି ନୂଆ ତଥ୍ୟ ଯୋଗ କରୁଛନ୍ତି ତେବେ ସେଥିରେ ଦୟାକରି [[Wikipedia:Citing sources|ମୂଳ ଆଧାର]], ବା ଯେଉଁଠାରୁ ଆପଣ ତଥ୍ୟଟି ଜାଣିବାକୁ ପାଇଛନ୍ତି ତାହା ଉଲ୍ଲେଖ କରନ୍ତୁ, କାରଣ, [[Wikipedia:Verifiability|ଆଧାର ବିନା ଲେଖାଯାଇଥିବା ତଥ୍ୟ ହଟାଇଦିଆଯିବାର ସମ୍ଭାବନା ଥାଏ ]] । |
ଆପଣ ଯେତେବେଳେ ଏକ ପୃଷ୍ଠାରେ କିଛି ବଦଳାନ୍ତି '''[[Help:Edit summary|ସମ୍ପାଦନା ସାରକଥା]]''' ଘରେ ଆପଣଙ୍କ ସମ୍ପାଦନାର ସମ୍ପାଦନା ସାରକଥାଟିଏ ଲେଖିବା ଉଚିତ (ଏହା ସମ୍ପାଦନା ଘର ତଳେ ପାଇପାରିବେ । ଆପଣଙ୍କ ସମ୍ପାଦନା ସାରକଥାଟି ଅଳ୍ପ ହେଲେ ବି କିଛି ଅସୁବିଧା ନାହିଁ । ଯଥା, ଯଦି ଆପଣ ଏକ ବନାନ ସୁଧାରିଲେ, କେବଳ "ବନାନ" ବୋଲି ସମ୍ପାଦନା ସାରକଥାରେ ଲେଖିଲେ ବି ଚଳିବ । |
ଏଥି ସହିତ ଆପଣ '''[[Help:Show preview|ଦେଖଣା]]''' ଉପରେ କ୍ଲିକ କରି ସାଇତିବା ପରେ ଆପଣଙ୍କ ଲେଖାଟି କେମିତି ଦେଖାଯିବ ତାହା ଦେଖିପାରିବେ । ସମ୍ପାଦନା ଶିଖିବା ପାଇଁ ଆପଣ [[Wikipedia:Sandbox|ପରଖ ଘର]]କୁ ଯାଇ "''ଏହାକୁ ବଦଳାନ୍ତୁ''" ପତି ଉପରେ କ୍ଲିକ କରନ୍ତୁ । କ୍ଲିକ କଲା ପରେ ତାହା ଏକ ସମ୍ପାଦନା ଘର ଖୋଲିବ ଯେଉଁଠାରେ ଆପଣ ଲେଖା ସବୁ ଦେଖିପାରିବେ । ସେଠାରେ କିଛି ବି ଲେଖି ଦିଅନ୍ତୁ । ଏବେ '''ଦେଖଣା'''ରେ କ୍ଲିକ କରନ୍ତୁ ଆଉ ଦେଖନ୍ତୁ ଆପଣ କଣ ଲେଖିଛନ୍ତି । |
==ସମ୍ପାଦନା ସାରକଥା== |
ଆପଣ ଉପରେ ଯଦି ପରଖଟିଏ କରିଥାନ୍ତି ତେବେ "ସାଇତିବେ" ରେ କ୍ଲିକ କରି ଲେଖାଟିକୁ ସାଇତିରଖନ୍ତୁ । ଆପଣ ଅନ୍ୟମାନଙ୍କ ବୁଝିବା ଭଳି ଅଳ୍ପଟିକେ "ସମ୍ପାଦନା ସାରକଥା"ରେ ଲେଖିଦିଅନ୍ତୁ; ଯଥା: ''ପରଖ'', ''ବନାନ'' ଆଦି । |
==ଦେଖଣା== |
[[File:Mediawiki-button-preview-or.png|thumb|right|600px|"[[Help:Show preview|ଏହାକୁ ବଦଳାନ୍ତୁ]]" "ସାଇତିବେ" ବଟନର ଡାହାଣରେ ରହିଛି]] |
== ପୃଷ୍ଠାଟି ସାଇତିବେ == |
ସମ୍ପାଦନା ସାରକଥା ଲେଖା ସାରିବା ପରେ '''ସାଇତିବେ''' ଉପରେ କ୍ଲିକ କରନ୍ତୁ । |
'''[[Wikipedia:Sandbox|ପରଖ ଘରେ]] ସମ୍ପାଦନା କରନ୍ତୁ'''
<noinclude> |
'''[[Wikipedia:Tutorial/Formatting|ସଜାଣି]]''' ବାବଦରେ ଅଧିକ ଜାଣନ୍ତୁ →
</noinclude> |
<noinclude> |
[[Category:Wikipedia tutorial|*1]] |
</noinclude> |
[[hi:विकिपीडिया:स्वशिक्षा/सम्पादन]] |
୧୩:୫୫, ୨୧ ମାର୍ଚ୍ଚ ୨୦୧୫ ଅନୁସାରେ କରାଯାଇଥିବା ବଦଳ
୧-ବିବେକ ଆଦେଶ ହେଉ,ପିପାସା ତାକୁ ଗ୍ରହଣ କରୁ| ୨-ଭଲ ପାଇବାର ଗୋପନୀୟତା ଯେଙ ଦିନ ଶେଷ ହୋଇଯାଏ,ସେହି ଦିନଠାରୁ ସେ ଆଉ ଆନନ୍ଦଦାୟକ ହୋଇପାରେ ନାହିଁ| ୩-ସଫଲତା ହିଁ ଅନେକ ବିରାଟ ପ୍ରମାଦକୁ ଘୋଡାଇ ପକାଏ| ୪-ଦୋଶ ଖୋଜ ନାହିଁ;ପ୍ରତିକାର ଖୋଜ| ୫-ଖୋସାମତ ଠାରୁ ବଲି ଗାଲି ଆଉ ିଛି ନାହିଁ| Bibhu Darshan Nanda (ମୋ ଆଲୋଚନା) ୦୮:୨୨, ୨୧ ମାର୍ଚ୍ଚ ୨୦୧୫ (UTC)