"ନିକୋଲାସ୍‌ କୋପର୍‌ନିକସ୍‌" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Migrating 128 interwiki links, now provided by Wikidata on d:q619 (translate me)
ଟିକେ ଅଦରକାରୀ ଛାଞ୍ଚ ହଟାଗଲା using AWB
୪୦ କ ଧାଡ଼ି: ୪୦ କ ଧାଡ଼ି:


[[ଶ୍ରେଣୀ:ଜ୍ୟୋତିର୍ବିଜ୍ଞାନୀ]]
[[ଶ୍ରେଣୀ:ଜ୍ୟୋତିର୍ବିଜ୍ଞାନୀ]]

{{Link FA|sl}}

୧୬:୪୧, ୧୩ ମାର୍ଚ୍ଚ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ନିକୋଲାସ୍‌ କୋପର୍‌ନିକସ୍‌୧୫୮୦ ଚିତ୍ରପଟ
କୋପର୍‌ନିକସ୍‌ଙ୍କ ଜନ୍ମସ୍ଥାନ

ନିକୋଲାସ୍‌ କୋପର୍‌ନିକସ୍‌ (୧୯ ଫେବ୍ରୁୟାରୀ ୧୪୭୩ - ୨୪ ମଈ ୧୫୪୩) ହେଉଛନ୍ତି ଜଣେ ଜ୍ୟୋତିର୍ବିଜ୍ଞାନୀ । ସୂର୍ଯ୍ୟ ଓ ପୃଥିବୀ ବିଷୟରେ ତାଙ୍କର ମତବାଦ ଖୁବ୍‌ ଜଣାଶୁଣା । ସେ କହିଥିଲେ ଯେ ବିଶ୍ୱ ହେଉଛି ସୌରକୈନ୍ଦ୍ରିକ । ଅର୍ଥାତ୍‌, ସୌରମଣ୍ଡଳର କେନ୍ଦ୍ରରେ ସୂର୍ଯ୍ୟ ଓ ଚାରିପାଖରେ ଗ୍ରହମାନେ ଅଛନ୍ତି । ଏହା ସେ ତାଙ୍କର ଗୋଟିଏ ବହିରେ ପ୍ରକାଶ କରିଥିଲେ ।

କୋପର୍‌ନିକସ୍‌ ୧୪୭୩ରେ ପୋଲାଣ୍ଡ ରାଜ୍ୟର ଥର୍ନ ନାମକ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ କ୍ରାକୋରେ ଶିକ୍ଷାଗ୍ରହଣ କରିଥିଲେ ଓ ପରେ ଇଟାଲୀରେ ଆଇନ୍‌ରେ ସ୍ନାତକ ହାସଲ କରିଥିଲେ । ସେ ଭେଷଜ ବିଜ୍ଞାନ ମଧ୍ୟ ପଢ଼ିଥିଲେ । ସେ ଜୀବନର ଅଧିକାଂଶ ସମୟ ୱାର୍ମିଆ କଟେଇ ୧୫୪୩ରେ ମୃତ୍ୟୁବରଣ କରିଥିଲେ ।

କୋପର୍‌ନିକସ୍‌ ତାଙ୍କ ସମୟର ଜଣେ ମହାନ ଗଣିତଜ୍ଞ ଥିଲେ । ସେ ଥିଲେ ଏକାଧାରାରେ ଗଣିତଜ୍ଞ, ଜ୍ୟୋତିର୍ବିଜ୍ଞାନୀ, ଡାକ୍ତର, ପ୍ରଶାସନିକ ଅଧିକାରୀ, ଅର୍ଥନୀତିଜ୍ଞ ଏବଂ ସୈନିକ । ଜ୍ୟୋତିର୍ବିଜ୍ଞାନ କେବଳ ତାଙ୍କର ସଉକ ଥିଲା । କିନ୍ତୁ, ତାଙ୍କ ପ୍ରଦତ୍ତ ସୌରକୈନ୍ଦ୍ରିକ ବ୍ରହ୍ମାଣ୍ଡର ତତ୍ତ୍ୱ ବୈଜ୍ଞାନିକ ଇତିହାସରେ ଏକ ମାଇଲ୍‌ଖୁଣ୍ଟ । ଏହା ଥିଲା ଆଧୁନିକ ଜ୍ୟୋତିର୍ବିଜ୍ଞାନର ଅୟମାରମ୍ଭ ।

ଅନ୍ୟ ୱେବ୍‌ସାଇଟ୍

ଛାଞ୍ଚ:Wikiquote-en

ପ୍ରାଥମିକ ଉତ୍ସ


ସାଧାରଣ
ଡି ରିଭଲ୍ୟୁସନିବସ୍‌ ବିଷୟରେ
ଉତ୍ତରାଧିକାର

ଆଧାର