"ଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"ଅଦା - Ginger ଚାରୁ ମଞ୍ଜି -Chironji ଆମ୍ବ ଅଦା - Mango ginger ସୋରିଷ - M..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୦୮:୩୯, ୪ ଜାନୁଆରୀ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଅଦା - Ginger

ଚାରୁ ମଞ୍ଜି -Chironji
ଆମ୍ବ ଅଦା   - Mango ginger

ସୋରିଷ - Mustard ପୋସ୍ତୋ - Poppy seeds ପାନମଧୂରୀ - Fennel ଜିରା - Cumin ଲଙ୍କା - Chilli ମେଥୀ - fenugreek କଳାଜିରା - Nigella ଖଜୁରି -Dates ବାଦାମ - Almonds ଧନିଆ - Coriander ଧନିଆ ପତ୍ର- Coriander leaves ତେଜ ପତ୍ର - Bay leaf ଡାଲ୍‌ଚିନି - Cinnamon ଅଳେଇଚ - Cardamon ଲବଙ୍ଗ Labanga - Cloves ହିଙ୍ଗୁ - Asafoetida ଶୁଣ୍ଠି- Dry Ginger

ଜାଇ ଫଳ - Nutmeg

ଜାଇତ୍ରି- Mace ଜୁଆଣୀ- Carom (Ajwain) ହଲଦi - Turmeric କଳା ମରିଚ - Peppercorns ରାଶି Rasi - Sesame ଜୁଆଣି - Carom seeds

ଆମ୍ବୁଲ   - Dry Mango slices ( prepared by salting and sun-drying raw mangoes )

ନଡିଆ କୋରୋ - Shredded Coconut

ରସୁଣ  - Garlic

ତେନ୍ତୁଳୀ - Tamarind ଳୁଣ - Salt ଭୁର୍‌ସୁଙ୍ଗା ପତ୍ର - curry leaves କର୍ପୁର - Camphor ଚିନା ବାଦାମ୍‌ - Peanuts କୁଙ୍କୁମ ଫୁଲ - Saffron ଅସମାପ୍ତ ଅଛି..................