"ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧୦ କ ଧାଡ଼ି: ୧୦ କ ଧାଡ଼ି:
ଆଧୁନିକ ଯୁଗରେ ବିଜ୍ଞାନ କହିଲେ ସାଧାରଣତଃ କିଛି ଶିଖିବା ଶୈଳୀକୁ ବୁଝାଇଥାଏ
ଆଧୁନିକ ଯୁଗରେ ବିଜ୍ଞାନ କହିଲେ ସାଧାରଣତଃ କିଛି ଶିଖିବା ଶୈଳୀକୁ ବୁଝାଇଥାଏ
== ପ୍ରକାର ==
== ପ୍ରକାର ==
[[File:The Scientific Universe.png|thumb|right|400px| ବ୍ରହ୍ମାଣ୍ଡର ଆକାର ଆଧାରିତ ବିଜ୍ଞାନର ବିଭେଦାୟନ। <ref>Feynman, ''Lectures in Physics'', Vol.1, Chap.1.</ref>]]
ଶିକ୍ଷା ଦୃଷ୍ଟିକୋଣରୁ ଏହା ବିଭିନ୍ନ ପ୍ରକାରର ଥାଏ । ଯଥା-- <br />
ଶିକ୍ଷା ଦୃଷ୍ଟିକୋଣରୁ ଏହା ବିଭିନ୍ନ ପ୍ରକାରର ଥାଏ । ଯଥା-- <br />
===ଭୌତିକବିଜ୍ଞାନ===
===ଭୌତିକବିଜ୍ଞାନ===

୧୯:୨୦, ୮ ନଭେମ୍ବର ୨୦୧୪ ଅନୁସାରେ କରାଯାଇଥିବା ବଦଳ

ବିଜ୍ଞାନ ପ୍ରକୃତିର ଓଢ଼ଣା ଟାଣି ସତକୁ ବାହାରକୁ ଆଣିବାର ଏକ ମଜାଳିଆ ଚେଷ୍ଟା

ବିଜ୍ଞାନ (ବିଶେଷ ଜ୍ଞାନ) (ବା Science Latin: scientiaରୁ ଆସିଅଛି ଯାହାର ଅର୍ଥ "ଜ୍ଞାନ"[୧]) ବିଶ୍ଵର ଏକ ଜ୍ଞାନକୁ ଏକ ଉପଯୁକ୍ତ ପରଖାଯାଇ ପାରୁଥିବା ବୈଜ୍ଞାନିକ ସିଦ୍ଧାନ୍ତଅନୁମାନ ସହ ପ୍ରମାଣ କରାଯାଇପାରୁଥିବା ବ୍ୟବସ୍ଥା । [୨][୩]

ଉପକ୍ରମ

ବିଜ୍ଞାନ ହେଉଛି ଏକ ସୁବ୍ୟବସ୍ଥିତ ପ୍ରଣାଳୀ ଯାହାଦ୍ୱାରା ବିଶ୍ଵର ସମସ୍ତ ପଦାର୍ଥ ଓ ବସ୍ତୁମାନଙ୍କ ବିଷୟରେ ଆଲୋଚନା, ପରୀକ୍ଷା, ଗବେଷଣା, ଅନୁମାନ ଏବଂ ପଠନ କରାଯାଇଥାଏ । ଆଧୁନିକ ଯୁଗରେ ବିଜ୍ଞାନ କହିଲେ ସାଧାରଣତଃ କିଛି ଶିଖିବା ଶୈଳୀକୁ ବୁଝାଇଥାଏ

ପ୍ରକାର

ବ୍ରହ୍ମାଣ୍ଡର ଆକାର ଆଧାରିତ ବିଜ୍ଞାନର ବିଭେଦାୟନ। [୪]

ଶିକ୍ଷା ଦୃଷ୍ଟିକୋଣରୁ ଏହା ବିଭିନ୍ନ ପ୍ରକାରର ଥାଏ । ଯଥା--

ଭୌତିକବିଜ୍ଞାନ

ଭୌତିକ ବିଜ୍ଞାନକୁ ପଦାର୍ଥ ବିଜ୍ଞାନ ବା ବସ୍ତୁ ବିଜ୍ଞାନ ମଧ୍ୟ କୁହାଯାଏ। ପଦାର୍ଥମାନଙ୍କର ଗତି, ଶକ୍ତି, ବଳ ସମ୍ବନ୍ଧରେ ବିଜ୍ଞାନର ଏହି ବିଷୟ ବିସ୍ତୃତି ପ୍ରଦାନ କରିଥାଏ।

ରସାୟନବିଜ୍ଞାନ

ଯଦିଓ ଉଭୟ ଭୌତିକ ବିଜ୍ଞାନ ଓ ରସାୟନ ବିଜ୍ଞାନ ପଦାର୍ଥମାନଙ୍କ ବିଷୟରେ ଆମକୁ ଜ୍ଞାନ ଦେଇଥାନ୍ତି, ରସାୟନ ବିଜ୍ଞାନ ପଦାର୍ଥମାନଙ୍କର ଗଠନ, ଗୁଣ, ପରିବର୍ତ୍ତନ, ପ୍ରତିକ୍ରିୟାଶୀଳତା ଉପରେ ଆଧାରିତ।

ଉଦ୍ଭିଦବିଜ୍ଞାନ

ଜୀବମାନଙ୍କୁ ସାଧାରଣତଃ ଉଦ୍ଭିଦ ଓ ପ୍ରାଣୀ ଏହି ଦୁଇ ଭାଗରେ ବିଭକ୍ତ କରାଯାଏ। ଉଦ୍ଭିଦ ବିଜ୍ଞାନ ହେଉଛି ଜୀବ ବିଜ୍ଞାନର ସେହି ଅଂଶ ଯାହା ଉଦ୍ଭିଦ ମାନଙ୍କ ବିଷୟରେ ବିଷଦ ଜ୍ଞାନ ପ୍ରଦାନ କରିଥାଏ।

ପ୍ରାଣୀବିଜ୍ଞାନ

ଜୀବ ବିଜ୍ଞାନର ଅନ୍ୟ ଅର୍ଦ୍ଧେକ ଅଂଶ ହେଉଛି ପ୍ରାଣୀ ମାନଙ୍କ ଉପରେ ଆଧାରିତ ପ୍ରାଣୀ ବିଜ୍ଞାନ।

ଗାଣିତିକବିଜ୍ଞାନ

ପରିମାଣର ବିଜ୍ଞାନକୁ ଗଣିତ କୁହାଯାଏ।

ମନୋବିଜ୍ଞାନ

ମନୋବିଜ୍ଞାନକୁ ମନସ୍ତତ୍ତ୍ବ ମଧ୍ୟ କୁହାଯାଏ। ଆଗରୁ ଏହା ଦର୍ଶନର ଅଂଶ ଥିଲେ ମଧ୍ୟ ପରେ ଏହାକୁ ବିଜ୍ଞାନର ସଂଜ୍ଞା ଦିଆଗଲା।

ସାମାଜିକବିଜ୍ଞାନ

ପ୍ରାକୃତିକବିଜ୍ଞାନ

ଇତ୍ୟାଦି...

ବିଜ୍ଞାନର ମୁଖ୍ୟତଃ କେତୋଟି ପ୍ରାଥମିକ ସୋପାନ ଉପରେ ନିର୍ଭର କରିଥାଏ । ସେଗୁଡିକ ହେଲା :-

ତଥ୍ୟସଂଗ୍ରହ

ଏହା ପ୍ରାଥମିକ ସୋପାନ ।ଏହି ସୋପାନରେ ଅଗରୁ ଥିବା ତଥ୍ୟ ଗୁଡିକୁ ସଂଗ୍ରହ କରାଯାଇଥାଏ ।

ତର୍ଜମା

ସଂଗୃହିତ ତଥ୍ୟଗୁଡିକୁ ତର୍ଜମା କରାଯାଏ ।

ଅନୁମାନ

କୌଣସି ଏକ ଦିଗରେ ଥିବା ତର୍ଜମାକୁ ବିଚାରକୁ ନିଆଯାଇ ଏକ ଅନୁମାନ ଲଗାଯାଇଥାଏ ।

ପରୀକ୍ଷା

ଏହାପରେ ସେହି ଅନୁମାନ ପାଇଁ ପରୀକ୍ଷା କରାଯାଏ ।

ଉପସଂହାର

ସମସ୍ତ ଯୁକ୍ତିଯୁକ୍ତକୁ ନେଇ ଶେଷରେ ଏକ ଉପସଂହାର ବାହାର କରାଯାଇଥାଏ ଯେଉଥିରେ ଏକ ନୂଆ ଉଦ୍ଭାବନ ବା ଆବିଷ୍କାର ଥାଏ[୫][୬][୭][୮]

ଟୀକା

  1. "science". Online Etymology Dictionary.
  2. Wilson, Edward O. (1998). Consilience: The Unity of Knowledge (1st ed.). New York, NY: Vintage Books. pp. 49–71. ISBN 0-679-45077-7.
  3. "... modern science is a discovery as well as an invention. It was a discovery that nature generally acts regularly enough to be described by laws and even by mathematics; and required invention to devise the techniques, abstractions, apparatus, and organization for exhibiting the regularities and securing their law-like descriptions." —p.vii, J. L. Heilbron,(2003, editor-in-chief). The Oxford Companion to the History of Modern Science. New York: Oxford University Press. ISBN 0-19-511229-6.
    • "science". Merriam-Webster Online Dictionary. Merriam-Webster, Inc. Retrieved 2011-10-16. 3 a: knowledge or a system of knowledge covering general truths or the operation of general laws especially as obtained and tested through scientific method b: such knowledge or such a system of knowledge concerned with the physical world and its phenomena
  4. Feynman, Lectures in Physics, Vol.1, Chap.1.
  5. "Online dictionary". Merriam-Webster. Retrieved 2009-05-22. knowledge or a system of knowledge covering general truths or the operation of general laws especially as obtained and tested through scientific method . . . such knowledge or such a system of knowledge concerned with the physical world and its phenomena
  6. Popper, Karl (2002) [1959]. The Logic of Scientific Discovery (2nd English ed.). New York, NY: Routledge Classics. p. 3. ISBN 0-415-27844-9. OCLC 59377149.
  7. Wilson, Edward (1999). Consilience: The Unity of Knowledge. New York: Vintage. ISBN 0-679-76867-X.
  8. Ludwik Fleck (1935), Genesis and Development of a Scientific Fact reminds us that before a specific fact 'existed', it had to be created as part of a social agreement within a community.

ଆଧାର

  • Feyerabend, Paul (2005). Science, history of the philosophy, as cited in Honderich, Ted (2005). The Oxford companion to philosophy. Oxford Oxfordshire: Oxford University Press. ISBN 0199264791. OCLC 173262485. of. Oxford Companion to Philosophy. Oxford.
  • Feynman, R.P. (1999). The Pleasure of Finding Things Out: The Best Short Works of Richard P. Feynman. Perseus Books Group. ISBN 0465023959. OCLC 181597764.
  • Papineau, David. (2005). Science, problems of the philosophy of., as cited in Honderich, Ted (2005). The Oxford companion to philosophy. Oxford Oxfordshire: Oxford University Press. ISBN 0199264791. OCLC 173262485.
  • Parkin, D (1991). "Simultaneity and Sequencing in the Oracular Speech of Kenyan Diviners". In Philip M. Peek (ed.). African Divination Systems: Ways of Knowing. Indianapolis, IN: Indiana University Press {{cite book}}: Invalid |ref=harv (help)CS1 maint: postscript (link).
  • Stanovich, Keith E (2007). "How to Think Straight About Psychology". Boston: Pearson Education {{cite journal}}: Cite journal requires |journal= (help); Invalid |ref=harv (help)CS1 maint: postscript (link)

ଆଗକୁ ପଢ଼ିବେ

ବାହାର ଲିଙ୍କ

ପ୍ରକାଶନ

ଖବର

ସ୍ରୋତ