"ରେ ଆତ୍ମନ୍ ନିଦ୍ରା ପରିହରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୧୬ କ ଧାଡ଼ି: ୧୬ କ ଧାଡ଼ି:
* {{cite web|last=ସମ୍ପୁର୍ଣ୍ଣ କବିତା|title=ଜୀବନ ଚିନ୍ତା - ରେ ଆତ୍ମନ୍ ନିଦ୍ରା ପରିହରି|url=http://www.odiasahitya.com/odia-poetry-kabita/jibana-chinta/}}
* {{cite web|last=ସମ୍ପୁର୍ଣ୍ଣ କବିତା|title=ଜୀବନ ଚିନ୍ତା - ରେ ଆତ୍ମନ୍ ନିଦ୍ରା ପରିହରି|url=http://www.odiasahitya.com/odia-poetry-kabita/jibana-chinta/}}


[[ଶ୍ରେଣୀ:ଓଡ଼ିଆ କ୍ୟାସେଟ୍‌]]
[[ଶ୍ରେଣୀ:ଓଡ଼ିଆ ସଙ୍ଗୀତ]]

୦୪:୧୦, ୧୯ ଅଗଷ୍ଟ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ରେ ଆତ୍ମନ୍ ନିଦ୍ରା ପରିହରି, ମମତା (୧୯୭୫) କଥାଚିତ୍ରର ଏକ ଗୀତ ଅଟେ । ପ୍ରଣବ ପଟ୍ଟନାୟକ ଏହି ଗୀତଟିକୁ ଗାଇଥିଲେ ଓ ପ୍ରଫୁଲ୍ଲ କର ଏହି ଗୀତଟି ପାଇଁ ସଙ୍ଗୀତ ନିର୍ଦେଶନା ଦେଇଥିଲେ ।[୧] [୨] ଏହି ଗୀତଟିକୁ ମଧୁସୂଦନ ରାଓ ତାଙ୍କ ଜୀବନ ଚିନ୍ତା କବିତାରେ ଲେଖିଥିଲେ ।[୩]

କିଛି ଅଂଶ

ରେ ଆତ୍ମନ୍ ନିଦ୍ରା ପରିହରି
ଫେଡି ଚିନ୍ତାର ଲୋଚନ, କର କର ନିରୀକ୍ଷଣ
ନିଶବ୍ଦେ ଜୀବନ-ସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ ।

ଆଧାର

  1. themusepaper. "top-ten-oriya-songs". Retrieved 18 August 2014.
  2. odiamusic. "Mamata". Retrieved 18 August 2014.
  3. eodisha.org. "ରେ ଆତ୍ମନ ନିଦ୍ରା ପରିହରି". Retrieved 18 August 2014.

ବାହାର ଲିଙ୍କ