"ବ୍ୟୋମକେଶ ତ୍ରିପାଠୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ବ୍ୟୋମକେଶ ତ୍ରିପାଠୀ ଆରମ୍ଭ କରାଗଲା |
Hellohappy (ଆଲୋଚନା | ଅବଦାନ) ଟିକେ added Category:ନାଟ୍ୟକାର using HotCat |
||
୭୫ କ ଧାଡ଼ି: | ୭୫ କ ଧାଡ଼ି: | ||
[[ଶ୍ରେଣୀ:ଓଡ଼ିଆ ନାଟ୍ୟକାର]] |
[[ଶ୍ରେଣୀ:ଓଡ଼ିଆ ନାଟ୍ୟକାର]] |
||
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ]] |
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ]] |
||
[[ଶ୍ରେଣୀ:ନାଟ୍ୟକାର]] |
୧୭:୨୯, ୧ ଅଗଷ୍ଟ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ବ୍ୟୋମକେଶ ତ୍ରିପାଠୀ | |
---|---|
ଜନ୍ମ |
| ୧୯ ଜାନୁଆରୀ ୧୯୨୯
ମୃତ୍ୟୁ | ୧୦ ମଇ ୧୯୯୭ | (ବୟସ ୬୮)
ମୃତ୍ୟୁର କାରଣ | ହୃଦ ଘାତ |
ଶିକ୍ଷା | ସ୍ନାତକ(ବିଜ୍ଞାନ), |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ଵବିଦ୍ୟାଳୟ |
ପ୍ରସିଦ୍ଧି | ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ |
ପିତାମାତା(s) | ଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ |
ପୁରସ୍କାର | ଜୟଦେବ ପୁରସ୍କାର |
ବ୍ୟୋମକେଶ ତ୍ରିପାଠୀ, ଓଡ଼ିଶାର ଜଣେ ଜଣାଶୁଣା ନାଟ୍ୟକାର[୨], ଅଭିନେତା[୩] ଓ ନିର୍ଦ୍ଦେଶକ । ସେ ପ୍ରାୟ ୨୮ଟି ଓଡ଼ିଆ ନାଟକ ରଚନା କରିଛନ୍ତି ଏବଂ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ଅବା ଅଭିନୟ କରିଛନ୍ତି । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡିତ ରହିଥିଲେ । ନାଟକ ବ୍ୟତିତ, ସେ ପ୍ରାୟ ୨୫ଟି ଓଡ଼ିଆ ଚଳଚିତ୍ରରେ ଅଭିନୟ କରିଛନ୍ତି ।[୪]
ଅଭିନୀତ ନାଟକ
- ଏକ ଦୁଇ ତିନି - ୧୯୫୯
- କଂସା କବାଟ
- ସିଂହ ଦ୍ଵାର
- ତୋଳା କନିଆ
- ସୁନା ଫରୁଆ
ଅଭିନୀତ କଥାଚିତ୍ର
- କା
- ଅଭିଳାଷା
- ନିରବ ଝଡ଼
ପୁରସ୍କାର ଓ ସମ୍ମାନ
- ଜୟଦେବ ପୁରସ୍କାର - 1993 [୫]
ଆଧାର
- ↑ Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
- ↑ Contemporary Indian Literature. S.L. Shastry. 1972.
- ↑ Natya: Theatre Arts Journal. Bharatiya Natya Sangh. 1966.
- ↑ http://www.financialexpress.com/old/ie/daily/19970511/13150573.html
- ↑ http://orissa.gov.in/e-magazine/orissaannualreference/ORA-2011/pdf/114.pdf
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ବ୍ୟୋମକେଶ ତ୍ରିପାଠୀ