"ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aditya Mahar (ଆଲୋଚନା | ଅବଦାନ) ଟିକେ added Category:ବରଗଡ଼ ଜିଲ୍ଲା using HotCat |
Aditya Mahar (ଆଲୋଚନା | ଅବଦାନ) |
||
୮୮ କ ଧାଡ଼ି: | ୮୮ କ ଧାଡ଼ି: | ||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
||
==ବାହାର ତଥ୍ୟ== |
|||
{{ବରଗଡ଼ ଜିଲ୍ଲା}} |
|||
[[ଶ୍ରେଣୀ:ଓଡ଼ିଶାର ବିଧାନସଭା ନିର୍ବାଚନମଣ୍ଡଳୀ]] |
[[ଶ୍ରେଣୀ:ଓଡ଼ିଶାର ବିଧାନସଭା ନିର୍ବାଚନମଣ୍ଡଳୀ]] |
||
[[ଶ୍ରେଣୀ:ବରଗଡ଼ ଜିଲ୍ଲା]] |
[[ଶ୍ରେଣୀ:ବରଗଡ଼ ଜିଲ୍ଲା]] |
୧୬:୫୯, ୧୫ ଜୁଲାଇ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା: | ୨,୦୩,୭୨୩ |
ଜିଲ୍ଲା: | ବରଗଡ଼ |
ଲୋକସଭା ଆସନ: | ବରଗଡ଼ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ପଦ୍ମପୁର (କ୍ରମିକ ସଂଖ୍ୟା: ୧) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନ ସଭା ନିର୍ବାଚନମଣ୍ଡଳୀ । ୧୯୫୨ରୁ ୨୦୦୯ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ଵ ଭୋଟରେ ପରାସ୍ତ କରିଥିଲେ ।
ଏହି ନିର୍ବାଚନମଣ୍ଡଳି ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଦ୍ମପୁର, ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ
୨୦୦୯ ନିର୍ବାଚନ ଫଳାଫଳ
୨୦୦୯ ବିଧାନ ସଭା ନିର୍ବାଚନ, ପଦ୍ମପୁର [୧] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବିଜୟ ରଞ୍ଜନ ସିଂ ବରିହା | ୬୭,୯୧୩ | ୪୪.୧୫ | - | |
କଂଗ୍ରେସ | ସତ୍ୟ ଭୂଷଣ ସାହୁ | ୪୯,୮୪୭ | ୩୨.୪୧ | - | |
ଭାଜପା | ପ୍ରଦୀପ ପୁରୋହିତ | ୨୯,୬୫୧ | ୧୯.୨୮ | - | |
ବସପା | ସୁଧାଂଶୁ ଶେଖର ବାରିକ | ୬,୪୦୭ | ୪.୧୭ | - | |
ଭୋଟ ବ୍ୟବଧାନ | ୧୮,୦୬୬ | - | - | ||
ମତଦାନ ହାର | ୧,୫୩,୮୩୭ | ୭୫.୫୧ | - |
ନିର୍ବାଚିତ ବିଧାୟକ
ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୨]
- ୨୦୦୯: ବିଜୟ ରଞ୍ଜନ ସିଂ ବରିହା (ବିଜୁ ଜନତା ଦଳ)
- ୨୦୦୪: ସତ୍ୟଭୂଷଣ ସାହୁ (କଂଗ୍ରେସ)
- ୨୦୦୦: ବିଜୟ ରଞ୍ଜନ ସିଂ ବରିହା (ବିଜୁ ଜନତା ଦଳ)
- ୧୯୯୫: ବିଜୟ ରଞ୍ଜନ ସିଂ ବରିହା (ଜନତା ଦଳ)
- ୧୯୯୦: ବିଜୟ ରଞ୍ଜନ ସିଂ ବରିହା (ଜନତା ଦଳ)
- ୧୯୮୫: ସତ୍ୟଭୂଷଣ ସାହୁ (କଂଗ୍ରେସ)
- ୧୯୮୦: ସତ୍ୟଭୂଷଣ ସାହୁ (କଂଗ୍ରେସ)
- ୧୯୭୭: ବିକ୍ରମାଦିତ୍ୟ ସିଂ ବରିହା (ଜନତା)
- ୧୯୭୪: କୃପାସିନ୍ଧୁ ଭୋଇ
- ୧୯୬୭: ବୀର ବିକ୍ରମାଦିତ୍ୟ ସିଂ ବରିହା (ଜନ କଂଗ୍ରେସ)
- ୧୯୬୧: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ)
- ୧୯୫୭: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ) ଓ ଏଲ ଏମ ଏସ ବରିହା (ଗଣ ପରିଷଦ)
- ୧୯୫୧-୫୨: ଅନିରୁଦ୍ଧ ମିଶ୍ର (ସ୍ଵାଧୀନ) ଓ ଲାଲ ରଞ୍ଜିତ ସିଂ ବରିହା (କଂଗ୍ରେସ)