"ଚିକିତ୍ସା ବିଜ୍ଞାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
→ଆଧାର: ଶ୍ରେଣୀ:ଚିକିତ୍ସା ବିଜ୍ଞାନ ଯୋଗ କରାଗଲା |
→ଶାଖା: ନାମ ଲେଖାଗଲା |
||
୮ କ ଧାଡ଼ି: | ୮ କ ଧାଡ଼ି: | ||
== ଶାଖା == |
== ଶାଖା == |
||
ଚିକିତ୍ସା ବିଜ୍ଞାନର ମୂଖ୍ୟ ଶାଖା ସମୂହର ନାମ - |
|||
* ମୌଳିକ ବିଜ୍ଞାନ (Basic science); ଏହି ଶାଖାକୁ ସମସ୍ତେ ପାଠ କରିବାକୁ ହୁଏ । |
|||
* ବିଶିଷ୍ଟ ଚିକିତ୍ସା ବିଜ୍ଞାନ |
|||
* ସହଯୋଗୀ ବିଷୟ |
|||
=== ମୌଳିକ ବିଜ୍ଞାନ (Basic science) === |
|||
* ଶରୀର ଗଠନ ବିଜ୍ଞାନ (Anatomy) |
|||
* ଜୀବରସାୟନ (Biochemistry) |
|||
* ବାୟୋମେକାନିକ୍ସ (Biomechanics) |
|||
* ବାୟୋସ୍ଟାଟିସ୍ଟିକ୍ସ (Biostatistics) |
|||
* ବାୟୋଫିଜିକ୍ସ (Biophysics) |
|||
* ସାଇଟୋଲୋଜି (citology) |
|||
* ଏମ୍ଵ୍ରିଓଲୋଜି (Embryology) |
|||
* ଏଣ୍ଡୋକ୍ରିଇନୋଲୋଜି (Endocrinology) |
|||
* ଏପିଡେମିଓଲୋଜି (Epidemiology) |
|||
* ଜେନେଟିକ୍ସ (Genetics) |
|||
* ହିସ୍ଟୋଲୋଜି (Histology) |
|||
* ଇମ୍ମ୍ୟୁନୋଲୋଜି (Immunology) |
|||
* ମେଡିକାଲ ଫିଜିକ୍ସ (Medical phsics) |
|||
* ମାଇକ୍ରୋବାୟୋଲୋଜି (Microbiology) |
|||
* ମୋଲିକ୍ୟୁଲାର ବାୟୋଲୋଜି (Molecular biology) |
|||
* ନିଉରୋସାଇନ୍ସ (Neuroscience) |
|||
* ନ୍ୟୁଟ୍ରିସନ ସାଇନ୍ସ (Nutrition science) |
|||
* ପାଥୋଲୋଜି (Pathology) |
|||
* ଫର୍ମାକୋଲୋଜି (Pharmacology) |
|||
* ଫୋଟୋବାୟୋଲୋଜି (Photobiology) |
|||
* ଫିଜିଓଲୋଜି (Physiology) |
|||
* ରେଡିଓବାୟୋଲୋଜି (Radio-biology) |
|||
* ଟକ୍ସିକୋଲୋଜି (Toxicology) |
|||
=== ବିଶିଷ୍ଟ ଶାଖା === |
|||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
୧୩:୦୩, ୧୭ ଜୁନ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ଏହି ମେଡିସିନ ବିଷୟଟି ଚିକିତ୍ସାର କଳା ଓ ବିଜ୍ଞାନ ବିଷୟରେ ଲିଖିତ । ଔଷଧ ଅର୍ଥରେ ଜାଣିବାକୁ ହେଲେ ଔଷଧ ତତ୍ତ୍ଵ ପଢ଼ିବାକୁ ଅନୁରୋଧ ।
ମେଡିସିନ /ˈmɛds[invalid input: 'ɨ']n/ (listen), US English /ˈmɛd[invalid input: 'ɨ']s[invalid input: 'ɨ']n/ (listen)) ବା ଭେଷଜ ବିଜ୍ଞାନରେ ରୋଗ ବିଷୟରେ ବିଶଦ ବିବରଣୀ ସହ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ପ୍ରତିରୋଧର ବ୍ୟାଖ୍ୟା ଥାଏ[୧] । ଜନ ସାଧାରଣ ମେଡିସିନ ଶବ୍ଦର ଅର୍ଥ ଔଷଧ ବୁଝନ୍ତି, କିନ୍ତୁ ମେଡିସିନ ବିଷୟର ଅର୍ଥ ଚିକିତ୍ସା ବିଜ୍ଞାନ ବା ଭେଷଜ ବିଜ୍ଞାନ । ଏହାର ଅନ୍ୟ ଏକ ଅର୍ଥ ଔଷଧ । ଇଂରାଜୀରେ ଏହାକୁ କନ୍ଭେନ୍ସନାଲ୍ (conventional) , ଅର୍ଥୋଡକ୍ସ (orthodox), ସାଇଣ୍ଟିଫିକ୍ (scientific) କିମ୍ଵା ମେନ୍ସ୍ଟ୍ରିମ ମେଡିସିନ (mainstream) ନାମ ଦିଆଯାଏ । ମାନବର ସ୍ଵାସ୍ଥ୍ୟ ରକ୍ଷା, ସ୍ଵାସ୍ଥ୍ୟ ସୁବିଧା, ସ୍ଵାସ୍ଥ୍ୟ ପୁନରୁଦ୍ଧାର, ପ୍ରତିରୋଧ, ପ୍ରତିଷେଧ ଓ ରୋଗ ଚିକିତ୍ସା ଏହାର ପରିସର ମଧ୍ୟରେ ଆସେ । ଅଲ୍ଟରନେଟ ମେଡିସିନ (alternative medicine) ନାମକ ଅନ୍ୟ ଏକ ବିଭାଗ ମଧ୍ୟରେ ମେଡିସିନ ବ୍ୟତୀତ ଆହୁରି ଅନେକ ପ୍ରକାର ଚିକିତ୍ସା ପଦ୍ଧତି ଅଛି।
ପ୍ରଚଳିତ ମେଡିସିନ ବିଜ୍ଞାନରେ ବାୟୋମେଡିକାଲ ବିଜ୍ଞାନ ଓ ରିସର୍ଚ୍ଚ, ଜେନେଟିକ୍ସ, ବିଭିନ୍ନ ଟେକ୍ନୋଲୋଜି ସହାୟତାରେ ରୋଗ ନିର୍ଣ୍ଣୟ, ଔଷଧ, ଅପରେଶନ, ରାଡିଏସନ ଇତ୍ୟାଦିର ବିବରଣୀ ଥାଏ [୨]
। ଏହା ସହ ଫିଜିଓଥେରାପି ଅଙ୍ଗାଙ୍ଗୀ ବାବେ ଜଡ଼ିତ ।
ଲାଟିନ ଭାଷାର ଅର୍ସ ମେଡିସିନା (ars medicina) ଶବ୍ଦରୁ ଆଧୁନିକ ମେଡିସିନ ଶବ୍ଦ ଆସିଛି [୩][୪]।
ଶାଖା
ଚିକିତ୍ସା ବିଜ୍ଞାନର ମୂଖ୍ୟ ଶାଖା ସମୂହର ନାମ -
- ମୌଳିକ ବିଜ୍ଞାନ (Basic science); ଏହି ଶାଖାକୁ ସମସ୍ତେ ପାଠ କରିବାକୁ ହୁଏ ।
- ବିଶିଷ୍ଟ ଚିକିତ୍ସା ବିଜ୍ଞାନ
- ସହଯୋଗୀ ବିଷୟ
ମୌଳିକ ବିଜ୍ଞାନ (Basic science)
- ଶରୀର ଗଠନ ବିଜ୍ଞାନ (Anatomy)
- ଜୀବରସାୟନ (Biochemistry)
- ବାୟୋମେକାନିକ୍ସ (Biomechanics)
- ବାୟୋସ୍ଟାଟିସ୍ଟିକ୍ସ (Biostatistics)
- ବାୟୋଫିଜିକ୍ସ (Biophysics)
- ସାଇଟୋଲୋଜି (citology)
- ଏମ୍ଵ୍ରିଓଲୋଜି (Embryology)
- ଏଣ୍ଡୋକ୍ରିଇନୋଲୋଜି (Endocrinology)
- ଏପିଡେମିଓଲୋଜି (Epidemiology)
- ଜେନେଟିକ୍ସ (Genetics)
- ହିସ୍ଟୋଲୋଜି (Histology)
- ଇମ୍ମ୍ୟୁନୋଲୋଜି (Immunology)
- ମେଡିକାଲ ଫିଜିକ୍ସ (Medical phsics)
- ମାଇକ୍ରୋବାୟୋଲୋଜି (Microbiology)
- ମୋଲିକ୍ୟୁଲାର ବାୟୋଲୋଜି (Molecular biology)
- ନିଉରୋସାଇନ୍ସ (Neuroscience)
- ନ୍ୟୁଟ୍ରିସନ ସାଇନ୍ସ (Nutrition science)
- ପାଥୋଲୋଜି (Pathology)
- ଫର୍ମାକୋଲୋଜି (Pharmacology)
- ଫୋଟୋବାୟୋଲୋଜି (Photobiology)
- ଫିଜିଓଲୋଜି (Physiology)
- ରେଡିଓବାୟୋଲୋଜି (Radio-biology)
- ଟକ୍ସିକୋଲୋଜି (Toxicology)
ବିଶିଷ୍ଟ ଶାଖା
ଆଧାର
- ↑ Oxford English Dictionary definition of "medicine"
- ↑ "Dictionary, medicine". Retrieved December 2, 2013.
- ↑ Etymology: Latin: medicina, from ars medicina "the medical art", from medicus "physician". (Etym.Online) Cf. mederi "to heal", etym. "know the best course for," from PIE base *med- "to measure, limit. Cf. Greek medos "counsel, plan", Avestan vi-mad "physician")
- ↑ "Medicine" Online Etymology Dictionary