"ଲକ୍ଷ୍ମୀନାରାୟଣ ସାହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଲକ୍ଷ୍ମୀନାରାୟଣ ସାହୁ ନାମକ ନୂଆ ବିଷୟ ଲେଖାଗଲା
 
{{ଛୋଟ|Laxminarayan Sahu}} ଲେଖାଗଲା
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Laxminarayan Sahu}}
'''ଡଃ ଲକ୍ଷ୍ମୀନାରାୟଣ ସାହୁ''' (୩ ଅକ୍ଟୋବର ୨୮୯୦ - ୮ ଜାନୁଆରୀ ୧୯୫୩)[[ଓଡ଼ିଶା]]ର ଜଣେ ଖ୍ୟାତନାମା ଲେଖକ, କବି, ସାମ୍ଵାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ <ref name=a>{{cite book|title=Eminent Indians who was who, 1900-1980, also annual diary of events|year=1985|page=286|url=http://books.google.co.in/books?id=bLEZAAAAYAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEkQ6AEwAw}}</ref><ref name=c/>।<br />

[[ବାଲେଶ୍ଵରର]] ମଣିଖମ୍ଵ ଗ୍ରାମର ଖେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ <ref name=c/>। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ <ref name=a/>। ସେ ଜଣେ ପ୍ରସିଦ୍ଧ ଶିକ୍ଷକ ଥିଲେ <ref name=c/>। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ଵର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ <ref>{{cite book|title=Midwest folklore , Volumes 10-11|year=1960|publisher=Indiana University|page=191|url=http://books.google.co.in/books?id=i4YZAAAAMAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEQQ6AEwAg}}</ref>। ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ଵ ନିମନ୍ତେ କାମ କରିଥିଲେ <ref name=b>{{cite book|title=Six acres and a half: Oriya novel: Chhamana atha guntha|year=1967|publisher=Ministry of Information and Broadcasting, Govt. of India|page=5|url=http://books.google.co.in/books?id=GtRHAAAAMAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEAQ6AEwAQ}}</ref>। ଓଡ଼ିଆ ଛଡା ହିନ୍ଦି, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ସ୍ଟାର ଅଫ୍ ଉତ୍‌କଲ୍‌ରେ ଲେଖୁଥିଲେ <ref name=c>[http://baleswar.nic.in/lakshinarayan.htm Laxminarayan Sahu] Balasore Official Website</ref>। [[ଅସ୍ପୃଶ୍ୟପ୍ରଥା]] ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।<br />

୧୯:୪୫, ୩ ଜୁନ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ଡଃ ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୨୮୯୦ - ୮ ଜାନୁଆରୀ ୧୯୫୩)ଓଡ଼ିଶାର ଜଣେ ଖ୍ୟାତନାମା ଲେଖକ, କବି, ସାମ୍ଵାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ [୧][୨]
ବାଲେଶ୍ଵରର ମଣିଖମ୍ଵ ଗ୍ରାମର ଖେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ [୨]। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ [୧]। ସେ ଜଣେ ପ୍ରସିଦ୍ଧ ଶିକ୍ଷକ ଥିଲେ [୨]। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ଵର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ [୩]। ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ଵ ନିମନ୍ତେ କାମ କରିଥିଲେ [୪]। ଓଡ଼ିଆ ଛଡା ହିନ୍ଦି, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ସ୍ଟାର ଅଫ୍ ଉତ୍‌କଲ୍‌ରେ ଲେଖୁଥିଲେ [୨]ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।
ସେ ଓଡ଼ିଶା ଆସେମ୍ଵ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର କନ୍‌ସ୍ଟିଚୁଏଣ୍ଟ ଆସେମ୍ଵ୍ଲିର ସେ ସଭ୍ୟ ଥିଲେ [୧][୫]। ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ଵାରା ଭାରତର ସମ୍ଵିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ।ଓ ଏହି ଯୁକ୍ତିକୁ ବି.ଆର୍. ଆମ୍ଵେଦକର ମଧ୍ୟ ମାନିଥିଲେ [୬]
ସନ ୧୯୯୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।
କଟକରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି [୭]

ଆଧାର

  1. ୧.୦ ୧.୧ ୧.୨ Eminent Indians who was who, 1900-1980, also annual diary of events. 1985. p. 286.
  2. ୨.୦ ୨.୧ ୨.୨ ୨.୩ Laxminarayan Sahu Balasore Official Website
  3. Midwest folklore , Volumes 10-11. Indiana University. 1960. p. 191.
  4. Six acres and a half: Oriya novel: Chhamana atha guntha. Ministry of Information and Broadcasting, Govt. of India. 1967. p. 5.
  5. "Debates of The Constituent Assembly of India". 164.100.47.132. Retrieved 2012-06-19.
  6. "It is Time for Indian Patriotic Intelligentsia to Wake up « Orissa Matters". Orissamatters.com. 2011-06-06. Retrieved 2012-06-19.
  7. "Lakshmi Narayan Sahu Mahavidyalaya". Lnsmahavidyalaya.org. 2009-03-08. Retrieved 2012-06-19.