"ମୋହିନୀ ଏକାଦଶୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ > । |
Aditya Mahar (ଆଲୋଚନା | ଅବଦାନ) ସଜାଣି |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
[[ବୈଶାଖ]] ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ମୋହିନୀ ଏକାଦଶୀ କୁହାଯାଏ । ପ୍ରଭୁ ଶ୍ରୀରାମ ଗୁରୁଦେବ ବଶିଷ୍ଠଙ୍କୁ ପଚାରିଲେ-ଗୁରୁଦେବ, ଏମିତି ଏକ ବ୍ରତ କୁହନ୍ତୁ ଯେଉଁଠିରେ ସମସ୍ତ ପାପ ଏବଂ ଦୁଃଖ ଦୂର ହୋଇପାରିବ । |
[[ବୈଶାଖ]] ମାସ ଶୁକ୍ଳ ପକ୍ଷ ଏକାଦଶୀକୁ '''ମୋହିନୀ ଏକାଦଶୀ''' କୁହାଯାଏ । ପ୍ରଭୁ [[ରାମ|ଶ୍ରୀରାମ]] ଗୁରୁଦେବ ବଶିଷ୍ଠଙ୍କୁ ପଚାରିଲେ-ଗୁରୁଦେବ, ଏମିତି ଏକ ବ୍ରତ କୁହନ୍ତୁ ଯେଉଁଠିରେ ସମସ୍ତ ପାପ ଏବଂ ଦୁଃଖ ଦୂର ହୋଇପାରିବ । [[ସୀତା]]ଙ୍କ ବିୟୋଗରେ ମୁଁ ବହୁତ ଦୁଃଖ ଭୋଗ କରୁଛି । ଏହା ଶୁଣି ଗୁରୁ ବଶିଷ୍ଠ କହିଲେ ଆପଣ ଉଚିତ୍ ପ୍ରଶ୍ନଟିଏ ପଚାରିଛ । ଆପଣଙ୍କ ନାମ ସ୍ମରଣ କରି ମନୁଷ୍ୟ ପବିତ୍ର ଏବଂ ଶୁଦ୍ଧ ହୋଇଯାଇଥାଏ । ଏହା ଲୋକହିତ ପାଇଁ ସବୁଠୁ ଭଲ । ମୋହିନୀ ଏକାଦଶୀ ବ୍ରତ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ତଥା ଦୁଃଖ ଦୂର ହୋଇଥାଏ । |
||
==କିମ୍ବଦନ୍ତୀ== |
==କିମ୍ବଦନ୍ତୀ== |
||
ଏକଦା ସରସ୍ୱତୀ ନଦୀ ତଟରେ ଭଦ୍ରାବତୀ ନାମକ ନଗରୀରେ ଧୁତିନାମ ନାମକ ଚନ୍ଦ୍ରବଂଶୀ ରାଜା ଶାସନ କରୁଥିଲେ । ଧନସମ୍ପଦରେ ପୂର୍ଣ୍ଣ ଏବଂ ପୁଣ୍ୟବାନ ଧନପାଳ ନାମକ ବୈଶ୍ୟ ଅତ୍ୟନ୍ତ ଧର୍ମାଳୁ ଏବଂ |
ଏକଦା [[ସରସ୍ୱତୀ ନଦୀ]] ତଟରେ ଭଦ୍ରାବତୀ ନାମକ ନଗରୀରେ ଧୁତିନାମ ନାମକ ଚନ୍ଦ୍ରବଂଶୀ ରାଜା ଶାସନ କରୁଥିଲେ । ଧନସମ୍ପଦରେ ପୂର୍ଣ୍ଣ ଏବଂ ପୁଣ୍ୟବାନ ଧନପାଳ ନାମକ ବୈଶ୍ୟ ଅତ୍ୟନ୍ତ ଧର୍ମାଳୁ ଏବଂ [[ବିଷ୍ଣୁ]]ଭକ୍ତ ଥିଲେ । ସେ ନଗରରେ ଅନେକ ଭୋଜନାଳୟ, କୂପ, ସରୋବର, ଧର୍ମଶାଳା ଆଦି ନିର୍ମାଣ କରିଥିଲେ । ରାସ୍ତାରେ [[ଆମ୍ବ]], [[ଜାମୁ]], [[ନିମ]] ଆଦି ଅନେକ ବୃକ୍ଷରୋପଣ କରିଥିଲେ । ତାଙ୍କର ୫ଟି ପୁତ୍ର ଯଥା- ସୁମନ, ସୁଦ୍ବୁଦ୍ଧି, ମେଧାବୀ, ସୁକୃତ ଏବଂ ଧୃଷ୍ଟବୃଦ୍ଧି ଥିଲେ । ଏହି ପାଞ୍ଚ ପୁତ୍ର ମଧ୍ୟରୁ ଧୃଷ୍ଟବୃଦ୍ଧି ମହାପାପୀ ଥିଲା । ସେ କାହାରିକୁ ତଥା ନିଜ ପିତୃପୁରୁଷଙ୍କୁ ମଧ୍ୟ ମାନୁନଥିଲା । ସେ ବେଶ୍ୟା, ଦୁରାଚାରୀ ମନୁଷ୍ୟଙ୍କ ସଂସ୍ପର୍ଶରେ ରହି ପଶାପାଲି ଖେଳିବା, ଅନ୍ୟ ନାରୀଙ୍କ ସହ ବିଳାସ କରିବା ତଥା ମଦ୍ୟମାଂସ ସେବନ କରୁଥିଲା । ତା’ର ଏହି କୁକର୍ମ ପାଇଁ ପିତାଙ୍କ ଧନକୁ ନଷ୍ଟ କରିବାକୁ ଲାଗିଲା । ଏହା ଦେଖି ପିତା ଶଙ୍କିତ ହୋଇ ତାଙ୍କୁ ଘରୁ ବିତାଡିତ କରିଦେଲେ । ଘରୁ ବାହାରିବା ପରେ ଧୃଷ୍ଟବୃଦ୍ଧି ନିଜର ଗହଣା ଓ ବସ୍ତ୍ର ବିକ୍ରି କରି ଚଳିବାକୁ ଲାଗିଲା । ଯେବେ ତା’ର ସମସ୍ତ ଧନ ସରିଗଲା, ଦୁରାଚାରୀ ସାଥୀମାନେ ତାକୁ ଏକୁଟିଆ କରି ଛାଡ଼ି ପଳାଇଲେ । ଧୃଷ୍ଟବୃଦ୍ଧି ଭୋକଶୋଷରେ ଦିନ କାଟିବା ସହ ଦୁଃଖରେ ଜୀବନ କାଟିବାକୁ ଲାଗିଲା । ଶେଷରେ ସେ ଚୋରି କରିବାକୁ ଲାଗିଲା । ଚୋରି କରୁଥିବାବେଳେ ସେ ଧରାପଡ଼ିଲା କିନ୍ତୁ ବୈଶ୍ୟଙ୍କ ପୁତ୍ର ବୋଲି ତାକୁ ଲୋକମାନେ ଛାଡ଼ିଦେଲେ । କିନ୍ତୁ ସେ ତା’ର ଚୋରି କାମ ଛାଡ଼ିନଥିଲା । ଯାହାଫଳରେ ସେ ଧରାପଡ଼ି କାରାଗାରାରେ ରହିବ ପାଇଁ ରାଜା ଆଦେଶ ଦେଲେ । ସେ କାରାଗାରରେ ରହି ଜୀବନଯାପନ କରିବାକୁ ଲାଗିଲା । ରାଜା ତାଙ୍କୁ ଶେଷରେ ନଗର ତ୍ୟାଗକରିବାକୁ ପାଇଁ ନିର୍ଦ୍ଦେଶ ଦେଲେ । ସେ ନଗରୀରୁ ପଳାୟନ କରି ବନରେ ରହିବାକୁ ଲାଗିଲା । ବନରେ ସେ ପଶୁପକ୍ଷୀଙ୍କୁ ମାରି ଖାଇବାକୁ ଲାଗିଲା । ଥରେ ସେ ଭୋକରେ ବ୍ୟଥିତ ହୋଇ ଖାଇବା ପାଇଁ ଘୂରିବୁଲିଲା । ଘୂରିଥିବା ବେଳେ କୌଡିନ୍ୟ ଋଷିଙ୍କ ଆଶ୍ରମରେ ପହଞ୍ଚିଲା । ସେହିଦିନ ବୈଶାଖ ମାସଥିଲା । ଋଷି କୌଡିନ୍ୟ ନଦୀରୁ ସ୍ନାନ କରି ଫେରୁଥିବା ବେଳେ ତାଙ୍କ ଓଦାବସ୍ତ୍ରରୁ କିଛି ବୁନ୍ଦା ପାଣି ଧୃଷ୍ଟବୃଦ୍ଧି ଉପରେ ପଡ଼ିଯିବା ଫଳରେ ତା’ମନରେ ସଦ୍ବୁଦ୍ଧି ପ୍ରାପ୍ତ ହେଲା । ସେ କୌଡିନ୍ୟ ମୁନିଙ୍କୁ ପ୍ରଣାମ କରି କହିଲା ହେ ମୁନି ! ମୁଁ ମୋ ଜୀବନରେ ଅନେକ ପାପ କରିଛି । ଏହି ପାପରୁ ମୁକ୍ତି ହେବା ପାଇଁ ଉପାୟ କୁହନ୍ତୁ । ଏହା ଶୁଣି ମୁନି କହିଲେ ବୈଶାଖ ଶୁକ୍ଳ ମୋହିନୀ ଏକାଦଶୀ ବ୍ରତ କର, ତୁମର ସମସ୍ତ ପାପ ନଷ୍ଟ ହୋଇଯିବ । ମୁନିଙ୍କବଚନରେ ସେ ବ୍ରତ କଲା । ବ୍ରତ କରିବା ଦ୍ୱାରା ତା’ର ସମସ୍ତ ପାପ ଦୂର ହେଲା ଓ ଶେଷରେ ସେ ଗରୁଡ଼ ଉପରେ ବସି ବିଷ୍ଣୁଲୋକକୁ ଗଲେ । ଏହିବ୍ରତ ଦ୍ୱାରା ମୋହ ଆଦି ସମସ୍ତ ପାପ ନଷ୍ଟ ହୋଇଯାଇଥାଏ । ଏହାର ମହାତ୍ମ୍ୟକୁ ପଠନ କରିବା ଶ୍ରବଣ କରିବା ଦ୍ୱାରା ଗୋଟିଏ ହଜାର ଗୋଦାନର ଫଳ ପ୍ରାପ୍ତ ହୋଇଥାଏ ।<ref> ସମୟ, ପୃଷ୍ଠା-୨, ୯.୫.୨୦୧୪ </ref> |
||
==ଆଧାର== |
==ଆଧାର== |
||
{{ଆଧାର}} |
{{ଆଧାର}} |
||
{{ହିନ୍ଦୁ ପର୍ବ}} |
|||
{{ମୁଣ୍ଡିଆ}} |
୨୧:୦୦, ୧୩ ମଇ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ମୋହିନୀ ଏକାଦଶୀ କୁହାଯାଏ । ପ୍ରଭୁ ଶ୍ରୀରାମ ଗୁରୁଦେବ ବଶିଷ୍ଠଙ୍କୁ ପଚାରିଲେ-ଗୁରୁଦେବ, ଏମିତି ଏକ ବ୍ରତ କୁହନ୍ତୁ ଯେଉଁଠିରେ ସମସ୍ତ ପାପ ଏବଂ ଦୁଃଖ ଦୂର ହୋଇପାରିବ । ସୀତାଙ୍କ ବିୟୋଗରେ ମୁଁ ବହୁତ ଦୁଃଖ ଭୋଗ କରୁଛି । ଏହା ଶୁଣି ଗୁରୁ ବଶିଷ୍ଠ କହିଲେ ଆପଣ ଉଚିତ୍ ପ୍ରଶ୍ନଟିଏ ପଚାରିଛ । ଆପଣଙ୍କ ନାମ ସ୍ମରଣ କରି ମନୁଷ୍ୟ ପବିତ୍ର ଏବଂ ଶୁଦ୍ଧ ହୋଇଯାଇଥାଏ । ଏହା ଲୋକହିତ ପାଇଁ ସବୁଠୁ ଭଲ । ମୋହିନୀ ଏକାଦଶୀ ବ୍ରତ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ତଥା ଦୁଃଖ ଦୂର ହୋଇଥାଏ ।
କିମ୍ବଦନ୍ତୀ
ଏକଦା ସରସ୍ୱତୀ ନଦୀ ତଟରେ ଭଦ୍ରାବତୀ ନାମକ ନଗରୀରେ ଧୁତିନାମ ନାମକ ଚନ୍ଦ୍ରବଂଶୀ ରାଜା ଶାସନ କରୁଥିଲେ । ଧନସମ୍ପଦରେ ପୂର୍ଣ୍ଣ ଏବଂ ପୁଣ୍ୟବାନ ଧନପାଳ ନାମକ ବୈଶ୍ୟ ଅତ୍ୟନ୍ତ ଧର୍ମାଳୁ ଏବଂ ବିଷ୍ଣୁଭକ୍ତ ଥିଲେ । ସେ ନଗରରେ ଅନେକ ଭୋଜନାଳୟ, କୂପ, ସରୋବର, ଧର୍ମଶାଳା ଆଦି ନିର୍ମାଣ କରିଥିଲେ । ରାସ୍ତାରେ ଆମ୍ବ, ଜାମୁ, ନିମ ଆଦି ଅନେକ ବୃକ୍ଷରୋପଣ କରିଥିଲେ । ତାଙ୍କର ୫ଟି ପୁତ୍ର ଯଥା- ସୁମନ, ସୁଦ୍ବୁଦ୍ଧି, ମେଧାବୀ, ସୁକୃତ ଏବଂ ଧୃଷ୍ଟବୃଦ୍ଧି ଥିଲେ । ଏହି ପାଞ୍ଚ ପୁତ୍ର ମଧ୍ୟରୁ ଧୃଷ୍ଟବୃଦ୍ଧି ମହାପାପୀ ଥିଲା । ସେ କାହାରିକୁ ତଥା ନିଜ ପିତୃପୁରୁଷଙ୍କୁ ମଧ୍ୟ ମାନୁନଥିଲା । ସେ ବେଶ୍ୟା, ଦୁରାଚାରୀ ମନୁଷ୍ୟଙ୍କ ସଂସ୍ପର୍ଶରେ ରହି ପଶାପାଲି ଖେଳିବା, ଅନ୍ୟ ନାରୀଙ୍କ ସହ ବିଳାସ କରିବା ତଥା ମଦ୍ୟମାଂସ ସେବନ କରୁଥିଲା । ତା’ର ଏହି କୁକର୍ମ ପାଇଁ ପିତାଙ୍କ ଧନକୁ ନଷ୍ଟ କରିବାକୁ ଲାଗିଲା । ଏହା ଦେଖି ପିତା ଶଙ୍କିତ ହୋଇ ତାଙ୍କୁ ଘରୁ ବିତାଡିତ କରିଦେଲେ । ଘରୁ ବାହାରିବା ପରେ ଧୃଷ୍ଟବୃଦ୍ଧି ନିଜର ଗହଣା ଓ ବସ୍ତ୍ର ବିକ୍ରି କରି ଚଳିବାକୁ ଲାଗିଲା । ଯେବେ ତା’ର ସମସ୍ତ ଧନ ସରିଗଲା, ଦୁରାଚାରୀ ସାଥୀମାନେ ତାକୁ ଏକୁଟିଆ କରି ଛାଡ଼ି ପଳାଇଲେ । ଧୃଷ୍ଟବୃଦ୍ଧି ଭୋକଶୋଷରେ ଦିନ କାଟିବା ସହ ଦୁଃଖରେ ଜୀବନ କାଟିବାକୁ ଲାଗିଲା । ଶେଷରେ ସେ ଚୋରି କରିବାକୁ ଲାଗିଲା । ଚୋରି କରୁଥିବାବେଳେ ସେ ଧରାପଡ଼ିଲା କିନ୍ତୁ ବୈଶ୍ୟଙ୍କ ପୁତ୍ର ବୋଲି ତାକୁ ଲୋକମାନେ ଛାଡ଼ିଦେଲେ । କିନ୍ତୁ ସେ ତା’ର ଚୋରି କାମ ଛାଡ଼ିନଥିଲା । ଯାହାଫଳରେ ସେ ଧରାପଡ଼ି କାରାଗାରାରେ ରହିବ ପାଇଁ ରାଜା ଆଦେଶ ଦେଲେ । ସେ କାରାଗାରରେ ରହି ଜୀବନଯାପନ କରିବାକୁ ଲାଗିଲା । ରାଜା ତାଙ୍କୁ ଶେଷରେ ନଗର ତ୍ୟାଗକରିବାକୁ ପାଇଁ ନିର୍ଦ୍ଦେଶ ଦେଲେ । ସେ ନଗରୀରୁ ପଳାୟନ କରି ବନରେ ରହିବାକୁ ଲାଗିଲା । ବନରେ ସେ ପଶୁପକ୍ଷୀଙ୍କୁ ମାରି ଖାଇବାକୁ ଲାଗିଲା । ଥରେ ସେ ଭୋକରେ ବ୍ୟଥିତ ହୋଇ ଖାଇବା ପାଇଁ ଘୂରିବୁଲିଲା । ଘୂରିଥିବା ବେଳେ କୌଡିନ୍ୟ ଋଷିଙ୍କ ଆଶ୍ରମରେ ପହଞ୍ଚିଲା । ସେହିଦିନ ବୈଶାଖ ମାସଥିଲା । ଋଷି କୌଡିନ୍ୟ ନଦୀରୁ ସ୍ନାନ କରି ଫେରୁଥିବା ବେଳେ ତାଙ୍କ ଓଦାବସ୍ତ୍ରରୁ କିଛି ବୁନ୍ଦା ପାଣି ଧୃଷ୍ଟବୃଦ୍ଧି ଉପରେ ପଡ଼ିଯିବା ଫଳରେ ତା’ମନରେ ସଦ୍ବୁଦ୍ଧି ପ୍ରାପ୍ତ ହେଲା । ସେ କୌଡିନ୍ୟ ମୁନିଙ୍କୁ ପ୍ରଣାମ କରି କହିଲା ହେ ମୁନି ! ମୁଁ ମୋ ଜୀବନରେ ଅନେକ ପାପ କରିଛି । ଏହି ପାପରୁ ମୁକ୍ତି ହେବା ପାଇଁ ଉପାୟ କୁହନ୍ତୁ । ଏହା ଶୁଣି ମୁନି କହିଲେ ବୈଶାଖ ଶୁକ୍ଳ ମୋହିନୀ ଏକାଦଶୀ ବ୍ରତ କର, ତୁମର ସମସ୍ତ ପାପ ନଷ୍ଟ ହୋଇଯିବ । ମୁନିଙ୍କବଚନରେ ସେ ବ୍ରତ କଲା । ବ୍ରତ କରିବା ଦ୍ୱାରା ତା’ର ସମସ୍ତ ପାପ ଦୂର ହେଲା ଓ ଶେଷରେ ସେ ଗରୁଡ଼ ଉପରେ ବସି ବିଷ୍ଣୁଲୋକକୁ ଗଲେ । ଏହିବ୍ରତ ଦ୍ୱାରା ମୋହ ଆଦି ସମସ୍ତ ପାପ ନଷ୍ଟ ହୋଇଯାଇଥାଏ । ଏହାର ମହାତ୍ମ୍ୟକୁ ପଠନ କରିବା ଶ୍ରବଣ କରିବା ଦ୍ୱାରା ଗୋଟିଏ ହଜାର ଗୋଦାନର ଫଳ ପ୍ରାପ୍ତ ହୋଇଥାଏ ।[୧]
ଆଧାର
- ↑ ସମୟ, ପୃଷ୍ଠା-୨, ୯.୫.୨୦୧୪
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |