"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aditya Mahar (ଆଲୋଚନା | ଅବଦାନ) ଟିକେ removed Category:ଜୀବିତ ବ୍ୟକ୍ତି using HotCat |
Aditya Mahar (ଆଲୋଚନା | ଅବଦାନ) ଟିକେ added Category:୨୦୧୪ ମୃତ୍ୟୁ using HotCat |
||
୭୭ କ ଧାଡ଼ି: | ୭୭ କ ଧାଡ଼ି: | ||
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]] |
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]] |
||
[[ଶ୍ରେଣୀ:ନୟାଗଡ଼ ଜିଲ୍ଲାର ଲୋକ]] |
[[ଶ୍ରେଣୀ:ନୟାଗଡ଼ ଜିଲ୍ଲାର ଲୋକ]] |
||
[[ଶ୍ରେଣୀ:୨୦୧୪ ମୃତ୍ୟୁ]] |
୦୯:୩୨, ୧୨ ମଇ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ଶରତ ପୂଜାରୀ | |
---|---|
Born | ଶରତ ପୂଜାରୀ ୮ ଅଗଷ୍ଟ ୧୯୩୪
(୭୭ ବର୍ଷ) |
Occupation | ଅଭିନେତା (ଓଡ଼ିଆ) |
Years active | ୬୦ ଦଶକ-ଏବେଯାଏଁ |
ଶରତ ପୂଜାରୀ ଜଣେ ଜଣାଶୁଣା ଓଡ଼ିଆ କଥଚିତ୍ର ଅଭିନେତା । ତାଙ୍କର ଜନ୍ମ ୮ ଅଗଷ୍ଟ ୧୯୩୪ରେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ହୋଇଥିଲା । ୬୦ ଦଶକର ଆରମ୍ଭରୁ ଏବେ ଯାଏଁ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ସକ୍ରିୟ ଅଭିନେତା ଭାବରେ ଅନେକ ସଫଳ ଚଳଚ୍ଚିତ୍ରର ଅଭିନୟ କରିସାରିଛନ୍ତି ।
ଶିକ୍ଷା ଓ ପ୍ରାରମ୍ଭିକ ଜୀବନ
ତାଙ୍କର ବାଳଶିକ୍ଷା ଓଡ଼ିଶାର ଅନେକ ସ୍କୁଲରେ ସରିଥିଲା । ତାହାପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ ।[୧]
ଅଭିନୀତ ଓଡ଼ିଆ କଥାଚିତ୍ର
ସିନେମା ନାଆଁ | ଚରିତ୍ର | ଭୂମିକା | ବର୍ଷ |
---|---|---|---|
ମାଟିର ମଣିଷ | ବରଜୁ | ଅଭିନେତା | ୧୯୬୬ |
କା | ଅଭିନେତା | ୧୯୬୬ | |
ଅରୁନ୍ଧତୀ | ମନୋଜ | ଅଭିନେତା | ୧୯୬୭ |
ତଅପୋଇ | ନିର୍ଦ୍ଦେଶକ | ୧୯୭୮ | |
ଅଶାନ୍ତ ଗ୍ରହ | ଶରତ | ଅଭିନେତା-ନିର୍ଦ୍ଦେଶକ | ୧୯୮୨ |
ଅସ୍ତରଙ୍ଗ | ନିର୍ଦ୍ଦେଶକ | ୧୯୮୨ | |
ଅନ୍ଧ ଦିଗନ୍ତ | ଅଭିନେତା | ୧୯୮୮ | |
ଭୂଖା | ଅଭିନେତା | ୧୯୮୯ | |
ଦୃଷ୍ଟି | ଅଭିନେତା | ୧୯୯୦ | |
ଅରଣ୍ୟ ରୋଦନ | ଅଭିନେତା | ୧୯୯୨ | |
ଆରଣ୍ୟକ | ରାଜା ସାହେବ | ଅଭିନେତା | ୧୯୯୪ |
ଶେଷ ଦୃଷ୍ଟି | କେଦାର ବାବୁ | ଅଭିନେତା | ୧୯୯୭ |
ଶୂନ୍ୟସ୍ୱରୂପ | ଅଭିନେତା | ୧୯୯୭ | |
ନୂଆ ବୋଉ | ପ୍ରଯୋଜକ, ଅଭିନେତା | ୧୯୬୨ |
ପୁରସ୍କାର ଓ ସମ୍ମାନ
- ହେମନ୍ତ ଦାସ କଳା ସମ୍ମାନ, ୨୦୧୧[୨]
- ସିନେ ଆର୍ଟିଷ୍ଟ ଆସୋସିଏସନ ପୁରସ୍କାର (୨୦୧୨)[୩][୪][୫]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୭)
ଆଧାର
- ↑ Panchayat College,Bargarh
- ↑ "The Hindu : Other States / Orissa News : Hemant Das remembered". hindu.com. 2011. Retrieved 24 January 2013.
Hemant Das Kala Samman -- was conferred on legendary actor and Odisha Sangeet Natak Akademi president Sarat Pujari
- ↑ cinemasagar.com: Actor Sarat Pujari Felicited by Cine Artist’s association
- ↑ odisha360.com: Veteran Odia Actor Sarat Pujari Felicitated
- ↑ incredibleorissa.com: Cine Artist Association Orissa awarded veteran actor Sarat Pujari at Utkal Mandap
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଶରତ ପୂଜାରୀ