"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଆହ୍ନିକ |
|||
୨୪ କ ଧାଡ଼ି: | ୨୪ କ ଧାଡ଼ି: | ||
| subject = |
| subject = |
||
| movement = |
| movement = |
||
| notableworks = ପରିକ୍ରମା<br /> |
| notableworks = ପରିକ୍ରମା<br />ଆହ୍ନିକ |
||
| spouse = |
| spouse = |
||
| partner = |
| partner = |
||
୯୧ କ ଧାଡ଼ି: | ୯୧ କ ଧାଡ଼ି: | ||
* ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ (୧୯୯୯) |
* ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ (୧୯୯୯) |
||
* [[ସରସ୍ଵତୀ ସମ୍ମାନ]], ୨୦୦୬ ରେ [[ପରିକ୍ରମା]] ପାଇଁ ଦିଆଯାଇଥିଲା ।<ref name=hindu>{{cite news|title=Saraswati Samman for eminent Oriya writer|url=http://www.hindu.com/2007/02/13/stories/2007021307390500.htm|newspaper=[[The Hindu]]|date=Feb 13, 2007}}</ref> |
* [[ସରସ୍ଵତୀ ସମ୍ମାନ]], ୨୦୦୬ ରେ [[ପରିକ୍ରମା]] ପାଇଁ ଦିଆଯାଇଥିଲା ।<ref name=hindu>{{cite news|title=Saraswati Samman for eminent Oriya writer|url=http://www.hindu.com/2007/02/13/stories/2007021307390500.htm|newspaper=[[The Hindu]]|date=Feb 13, 2007}}</ref> |
||
* [[କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର]], " |
* [[କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର]], "ଆହ୍ନିକ" ପାଇଁ ଦିଆଯାଇଥିଲା । |
||
* [[ଶାରଳା ପୁରସ୍କାର]] |
* [[ଶାରଳା ପୁରସ୍କାର]] |
||
୦୧:୧୯, ୨୮ ଅପ୍ରେଲ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ଜଗନ୍ନାଥ ପ୍ରସାଦ ଦାସ | |
---|---|
ଫାଇଲ:Jagannath Prasad.jpg | |
ଜନ୍ମ ଓ ଜନ୍ମସ୍ଥାନ | ୧୯୩୬ ପୁରୀ[୧] |
ଛଦ୍ମନାମ | J.P., J.P. Das |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲେଜ |
ସମୟ | ୧୯୬୦ ଦଶକ |
ଶୈଳୀ | କବିତା |
ସାହିତ୍ୟ କୃତି | ପରିକ୍ରମା ଆହ୍ନିକ |
ପୁରସ୍କାର | ସରସ୍ଵତୀ ସମ୍ମାନ, ଶାରଳା ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜଗନ୍ନାଥ ପ୍ରସାଦ ଦାସ ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।
ଜୀବନ
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ ପୁରୀ ଠାରେ ଜନ୍ମ ଲାଭ କରିଥିଲେ । ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ସେ ପଢ଼ା ପରେ ସେ ଆଲ୍ହାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ଏହା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।
ସାହିତ୍ୟରଚନା
ପ୍ରାକ ରଚନା
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ ।
ରଚନବଳୀ
କବିତା
- ଯେ ଯାହାର ନିର୍ଜନତା
- ପ୍ରଥମ ପୁରୁଷ
- ପରିକ୍ରମା
- ପୂର୍ବାପର - ୧
- ପୂର୍ବାପର - ୨
- ଆହ୍ନିକ
- ଆଳୁକୁଚି ମାଳୁକୁଚି (୧୯୯୩)
ଉପନ୍ୟାସ
- ଦେଶ କାଳ ପାତ୍ର (ଐତିହାସିକ ଉପନ୍ୟାସ - ୧୯୯୨)
ନାଟକ
- ସୂର୍ଯ୍ୟାସ୍ତ ପୂର୍ବରୁ (୧୯୭୨)
ଶିଶୁ ସାହିତ୍ୟ
- ଅଳିମାଳିକା (1993)
ଇଂରାଜୀ
- Dāsa, Jagannātha Prasāda (1982). Puri paintings: the Chitrakāra and his work. Humanities Press. p. 200. ISBN 978-0391025776.
- Das, Jagannath Prasad (2007). Chitra-pothi: Illustrated Palm-leaf Manuscripts from Orissa. Niyogi Books. p. 122. ISBN 978-8189738068.
- Das, Williams, Jagannath_Prasad, Joanna Gottfried (1 Jan 1991). Palm-Leaf Miniatures: The Art of Raghunath Prusti of Orissa. Abhinav Publications. p. 92. ISBN 978-8170172758.
{{cite book}}
: CS1 maint: multiple names: authors list (link)
ଅନୁବାଦ
- Oriya Short Stories - 1983
- Growing and Indian Star (by Catherine Clément) - 1991
- Under a silent Sun (with Arlene Zede) - 1992
- Autumn moon (by Gulzar) - 1999
- Kavita 93 (with K. Satchidanandan) - 1993
ପୁରସ୍କାର ଓ ସମ୍ମାନ
- କେନେଡି ଫାଉଣ୍ଡେସନ ପ୍ରଫେସରସିପ (୧୯୬୩)
- ନଫିଫିଲ୍ଡ ଫେଲୋ (୧୯୭୨)
- ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ (୧୯୭୯)
- ଗବେଷଣା ପୁରସ୍କାର
- ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର (୧୯୮୭)
- କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର (୧୯୯୨)
- ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ (୧୯୯୯)
- ସରସ୍ଵତୀ ସମ୍ମାନ, ୨୦୦୬ ରେ ପରିକ୍ରମା ପାଇଁ ଦିଆଯାଇଥିଲା ।[୨]
- କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, "ଆହ୍ନିକ" ପାଇଁ ଦିଆଯାଇଥିଲା ।
- ଶାରଳା ପୁରସ୍କାର
ପ୍ରକାଶିତ ବହି
- Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
- Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
- Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
- Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
- Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
- Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).
ଆଧାର
- ↑ Swarup, Harihar. "Poetry, first love of J.P. Das". The Tribune. Retrieved 26 April 2014.
- ↑ "Saraswati Samman for eminent Oriya writer". The Hindu. Feb 13, 2007.