"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଜନ୍ମସ୍ଥାନ: ଆଧାର
No edit summary
୬ କ ଧାଡ଼ି: ୬ କ ଧାଡ଼ି:
| alt =
| alt =
| caption =
| caption =
| pseudonym =
| pseudonym = J.P., J.P. Das
| birth_name =
| birth_name =
| birth_date = ୧୯୩୬<!-- {{Birth date and age|Year|Month|Day}} -->
| birth_date = ୧୯୩୬<!-- {{Birth date and age|Year|Month|Day}} -->
୧୪ କ ଧାଡ଼ି: ୧୪ କ ଧାଡ଼ି:
| resting_place =
| resting_place =
| occupation =
| occupation =
| language = [[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ ଭାଷା|ଇଂରାଜୀ]]
| language =
| nationality =
| nationality = [[ଭାରତ|ଭାରତୀୟ]]
| ethnicity =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship =
| citizenship = ଭାରତୀୟ
| education =
| education =
| alma_mater =
| alma_mater = [[ରେଭେନ୍ସା କଲେଜ]]
| period =
| period = ୧୯୬୦ ଦଶକ
| genre =
| genre = କବିତା
| subject =
| subject =
| movement =
| movement =
| notableworks = ପରିକ୍ରମା<br />ଯେ ଯାହାର ନିର୍ଜନତା
| notableworks =
| spouse =
| spouse =
| partner =
| partner =
୩୧ କ ଧାଡ଼ି: ୩୧ କ ଧାଡ଼ି:
| influences =
| influences =
| influenced =
| influenced =
| awards = [[ସରସ୍ଵତୀ ସମ୍ମାନ]], [[ଶାରଳା ପୁରସ୍କାର]]
| awards = [[ସରସ୍ଵତୀ ସମ୍ମାନ]], [[ଶାରଳା ପୁରସ୍କାର]]<br /> [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]] (୨୦୦୬)
| signature =
| signature =
| signature_alt =
| signature_alt =

୦୦:୪୨, ୨୮ ଅପ୍ରେଲ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ଜଗନ୍ନାଥ ପ୍ରସାଦ ଦାସ
ଫାଇଲ:Jagannath Prasad.jpg
ଜନ୍ମ ଓ ଜନ୍ମସ୍ଥାନ୧୯୩୬
ପୁରୀ[୧]
ଛଦ୍ମନାମJ.P., J.P. Das
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା କଲେଜ
ସମୟ୧୯୬୦ ଦଶକ
ଶୈଳୀକବିତା
ସାହିତ୍ୟ କୃତିପରିକ୍ରମା
ଯେ ଯାହାର ନିର୍ଜନତା
ପୁରସ୍କାରସରସ୍ଵତୀ ସମ୍ମାନ, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୬)

ଜଗନ୍ନାଥ ପ୍ରସାଦ ଦାସ ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।

ଜୀବନ

ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ ପୁରୀ ଠାରେ ଜନ୍ମ ଲାଭ କରିଥିଲେ । ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ସେ ପଢ଼ା ପରେ ସେ ଆଲ୍ହାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ଏହା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

ସାହିତ୍ୟରଚନା

ପ୍ରାକ ରଚନା

କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ ।

ପୁରସ୍କାର ଓ ସମ୍ମାନ

  • କେନେଡି ଫାଉଣ୍ଡେସନ ପ୍ରଫେସରସିପ (୧୯୬୩)
  • ନଫିଫିଲ୍ଡ ଫେଲୋ (୧୯୭୨)
  • ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ (୧୯୭୯)
  • ଗବେଷଣା ପୁରସ୍କାର
  • ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର (୧୯୮୭)
  • କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର (୧୯୯୨)
  • ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ (୧୯୯୯)

ପ୍ରକାଶିତ ବହି

  • Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
  • Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
  • Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
  • Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
  • Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
  • Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).

ଆଧାର

  1. Swarup, Harihar. "Poetry, first love of J.P. Das". The Tribune. Retrieved 26 April 2014.